Home Left

ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ର୍ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ…

୩୫ଟି ପଦବୀରେ କେନ୍ଦ୍ର ସରକାର କରିବେ ନୂଆ ନିଯୁକ୍ତି, ବଢିବ ୩୫ପ୍ରତିଶତ ଯାଏ ଦରମା

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଘୋଷଣା ପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଆୟୋଗର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ମୋଦି ସରକାର ୩୫ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂଆ ନିଯୁକ୍ତି କରିବାର ଯୋଜନା କରୁଛନ୍ତି।…

Nag Kupa: ଏହି କୂଅରୁ ଲମ୍ବିଛି ପାତାଳଲୋକକୁ ଯିବାକୁ ରାସ୍ତା, ଶୁଭୁଛି ସାପ ଗର୍ଜନ, ଭିତରକୁ ଗଲେ ଦେଖାଯିବ…

ପାତାଳ ଲୋକ ନେଇ ପୁରାଣରେ ଅନେକ କଥା କୁହାଯାଇଛି। ଏପରିକି ଏହାକୁ ନେଇ ଅନେକ କାହାଣୀ ମଧ୍ୟ ଅଛି। ତେବେ ଭାରତରେ ଏମିତି ଏକ ସ୍ଥାନ ଅଛି ଯାହା ପାତାଳଲୋକକୁ ସଂଯୋଗ କରୁଛି। ତାହା ହେଲା ନାଗକୂପ। ଏହି କୂଅକୁ ନାଗକୂପ…

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟର ସମସ୍ତ ଇଣ୍ଡୋର ଷ୍ଟାଡିୟମରେ ବିଭିନ୍ନ ପ୍ରକାର ମାଗଣା ତାଲିମ ଶିବିର ବର୍ତ୍ତମାନ…

ଆୟୁଷ୍ମାନ ଭାରତକୁ ନେଇ ଆସିଲା ବଡ଼ଖବର: ସଫ୍ଟୱେର ସମସ୍ୟା

ଭୁବନେଶ୍ୱର,୧୯।୪: ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା ଦେଖାଦେଉଛି। ହେଲ୍‌ଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଟିପି ଜେନେରେଟ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି।…

Scheme: ୨୦୦ଟଙ୍କା ରଖିଲେ ମାସକୁ ମିଳିବ ୧୫ହଜାର! ଏହି ସ୍କିମ୍‌ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୧୯।୪: ଏଭଳି କିଛି ସ୍କିମ୍‌ ଅଛି ଯାହା ଆପଣଙ୍କୁ ଲକ୍ଷପତି କରାଇବାରେ ସହାୟକ କରିଥାଏ। ଯାହା ଆପଣଙ୍କ ନିବେଶ କରିବା ତରିକାକୁ ବଦଳାଇ ଦେଇପାରେ । ଏହି ପଲିସିରେ ମାତ୍ର ୨୦୦ ଟଙ୍କା ନିବେଶ କରି ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ଟୁଇନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ

ଭୁବନେଶ୍ୱର,୧୯।୪: ଟୁଇନ୍‌ ସିଟିରେ ହେବ ନୂଆ IT ପାର୍କ। ଏ ନେଇ ପୂର୍ତ୍ତ ମନ୍ତ୍ରୀ ପଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ପାର୍କ ୧୦୦୦ ହେକ୍ଟର ଜମିରେ ତିଆରି ହେବ । IT ଶିଳ୍ପ ପାଇଁ ତିଆରି ହେବ ପ୍ଲଗ ଆଣ୍ଡ…

କ’ଣ ବଦଳିଯିବ Google Searchର URL? ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ବ୍ରାଉଜିଂ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକୁ ଉନ୍ନତ କରିବା ପାଇଁ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ କରିଚାଲିଛନ୍ତି। ତେବେ ଏକ ବଡ଼ ଟେକ କମ୍ପାନୀ ଘୋଷଣା କରିଛି ଯେ ଏହା ସର୍ଚ୍ଚ ଡୋମେନରେ କିଛି ନୂତନ ପରିବର୍ତ୍ତନ ଆଣିବାକୁ ଯାଉଛି।…

ଦାରିଙ୍ଗବାଡି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଖବର ଧରିତ୍ରୀରେ ବାରମ୍ବାର ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନ…

BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା

ଭୁବନେଶ୍ୱର,୧୯।୪: ୯ମ ଇନିଂସରେ ପାଦ ଛାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଶନିବାର ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ବିଜେଡିର…

ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି ଧାନ, ଚାଉଳ, ଟଙ୍କା, ପନିପରିବା ଆଦି ଯିଏ ଯାହା ଦେଲା ତାହା ଗ୍ରହଣ କରୁଛନ୍ତି।…

ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୯।୪: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଡକାଷ୍ଟର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅନେକ ଗୁମର ଖୋଲିଛନ୍ତି। ସେ ତାଙ୍କ ପରିବାରର ଐତିହ୍ୟ ଏବଂ ବିଚାରଧାରା ବିଷୟରେ ବିସ୍ତାରିତ ଭାବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri