କହୁକହୁ ଏମିତି କହିଦେଲେ ଅମର, ସରକାର କିଛି ତ୍ରୁଟି କରିନାହାନ୍ତି, ନବୀନ ବାବୁଙ୍କୁ ନିମନ୍ତ୍ରଣ…
ଭୁବନେଶ୍ୱର,୬ା୩ : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅମର କହିଛନ୍ତି, ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ।…
ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା: ଏମିତି ହେଲେ ଏହି ହାତେଇବ ଚାମ୍ପିୟନ୍ସ ଟ୍ରଫି, IIC ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୬।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରବିବାର ଦୁବାଇରେ ଅନୁଷ୍ଠିତ ହେବ। ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।…
ବଡ଼ ପାପ କରିଛନ୍ତି ମହମ୍ମଦ ଶାମି: ଆହ୍ଲାଙ୍କ ନିକଟରେ ଜବାବ ଦେବାକୁ ପଡିବ
ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ସମୟରେ ଶାମି ଖେଳୁଥିବା ସମୟରେ ପାଣି ପିଉଥିବାର ନଜର ଆସିଥିଲେ। ସେବେଠାରୁ ସେ କିଛି ଧର୍ମଗୁରୁଙ୍କ ଟାର୍ଗେଟରେ ଅଛନ୍ତି। ମୌଲାନା…
ଜେଲ ଯିବେ ରାମ ଗୋପାଳ ବର୍ମା!
ମୁମ୍ବାଇ,୬।୩: ଚେକ୍ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍କା ଲାଗିଛି। କୋର୍ଟ ତାଙ୍କର ଜେଲ୍ଦଣ୍ଡକୁ କରିବା ଲାଗି ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା…
ଥାନା ଘେରାଉ କଲେ ଉତ୍ତ୍ୟେକ୍ତ ଲୋକେ
ନିଶ୍ଚିନ୍ତକୋଇଲି,୬ା୩(ଅଶୋକ ମହାପାତ୍ର): ଦାଦନ ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରତିବାଦରେ ଗୁରୁବାର ବହୁ ମହିଳା ଓ ପୁରୁଷ ନିଶ୍ଚିନ୍ତକୋଇଲି ଥାନା ଘେରାଉ କରିଥିବାର ଜଣାଯାଇଛି। ନିଶ୍ଚିନ୍ତକୋଇଲି ଗ୍ରାମର ରବୀନ୍ଦ୍ର ଦାସଙ୍କ ସାନ ପୁଅ ସନ୍ତୋଷ କୁମାର…
ଭାରତ ଯୋଗୁ ସେମିଫାଇନାଲରେ ହାରିଗଲା ଦକ୍ଷିଣ ଆଫ୍ରିକା? ICCକୁ ଦାୟୀ କଲେ ଡେଭିଡ୍ ମିଲର୍
ନୂଆଦିଲ୍ଲୀ,୬।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଏହାପରେ ଦଳର ଭେଟେରାନ ଖେଳାଳି ଡେଭିଡ୍ ମିଲର ବଡ଼ ବୟାନ ଦେଇ ଭାରତ ଯୋଗୁ ଦଳ ପରାଜିତ ହୋଇଛି ବୋଲି କହିଛନ୍ତି। ଟୁର୍ନାମେଣ୍ଟରୁ ବାଦ୍ ପଡ଼ିବା…
IIT Babaଙ୍କ ପର୍ଦ୍ଦାଫାଶ କରିଦେଲେ Premanand Maharaj, କହିଲେ ଟଙ୍କା ଛାପିବା ପାଇଁ…ଚହଳ ପକେଇଲାଣି ଭିଡିଓ
ନୂଆଦିଲ୍ଲୀ,୬।୩: ମହାକୁମ୍ଭ ଶେଷ ହେବା ପରେ ମଧ୍ୟ, IIT ବାବା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ନ୍ୟୁଜ ଚ୍ୟାନେଲରେ ଏକ ବିତର୍କ କାର୍ଯ୍ୟକ୍ରମ ସମୟରେ ଆଇଆଇଟିଏନ ବାବା ଓରଫ ଅଭୟ ସିଂହ ହଙ୍ଗାମା କରିଥିଲେ। ଜଣେ ସାଧୁଙ୍କ ଉପରେ ଗରମ ଚା…
KIIT ବିଶ୍ୱବିଦ୍ୟାଳୟ ଛାତ୍ର ମୃତ୍ୟୁ ମାମଲା: ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ NHRC ଟିମ୍
ଭୁବନେଶ୍ୱର,୬।୩: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ର ଏକ ଦଳ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କମିଶନ ଅନୁଷ୍ଠାନରେ ଛାତ୍ରମାନଙ୍କ ପ୍ରତି ନିର୍ଯାତନା ଏବଂ ଦୁର୍ବ୍ୟବହାର ଅଭିଯୋଗର ମଧ୍ୟ ତଦନ୍ତ କରିବେ। NHRC…
ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ Pravati Parida, ପ୍ରତ୍ୟେକଙ୍କୁ ମିଳିବ ୧୫୦୦ଟଙ୍କା
ଭୁବନେଶ୍ୱର,୬।୩: Anganwadi କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି।…
ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…
ସିଓଲ,୬।୩: କିମ୍ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୮ଟି ବୋମା ପଡ଼ିବା ପରେ…
ମହିଳା ମଙ୍ଗଳସୂତ୍ର ପିନ୍ଧିବାକୁ ନେଇ କୋର୍ଟ କହିଦେଲେ ବଡ଼କଥା, ‘ତୁମେ ଯଦି ସିନ୍ଦୂର ପିନ୍ଧିବନି ତେବେ ସ୍ବାମୀ କାହିଁକି…
ପୁଣେ,୬।୩: ଏକ ଛାଡପତ୍ର ମାମଲାର ଶୁଣାଣିବେଳେ କୋର୍ଟ କହିଛନ୍ତି ବଡ଼ କଥା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ମହାରାଷ୍ଟ୍ରର ପୁଣେ ଜିଲା କୋର୍ଟ କହିଛନ୍ତି, ଯଦି ମହିଳା ସିନ୍ଦୁର ଓ ମଙ୍ଗଳସୂତ୍ର ନ ପିନ୍ଧିବେ ତେବେ ସ୍ବାମୀ…
ବ୍ଲଡ୍ କ୍ୟାନସରର ପ୍ରାଥମିକ ଲକ୍ଷଣ: ଏମିତି ସମସ୍ୟା ଦେଖାଦେଲେ କରନ୍ତୁ ନାହିଁ ଅଣଦେଖା
ବ୍ଲଡ୍ କ୍ୟାନସର ଏମିତି ଏକ ମାରାତ୍ମକ ରୋଗ ଯାହା ଆପଣଙ୍କ ରକ୍ତ କୋଷଗୁଡ଼ିକୁ ବହୁ ମାତ୍ରାରେ ପ୍ରଭାବିତ କରେ। ବ୍ଲଡ୍ କ୍ୟାନସର ରୋଗର ସବୁଠାରୁ ସାଧାରଣ ପ୍ରକାର ମଧ୍ୟରେ ଲ୍ୟୁକେମିଆ, ଲିମ୍ଫୋମା ଏବଂ ମାଏଲୋମା ଅନ୍ତର୍ଭୁକ୍ତ। ଏହି ପ୍ରକାରଗୁଡ଼ିକୁ MPN ଏବଂ…
Archives


