Home Left

ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆକୁ କାହିଁକି ମିଳିଲା ଧଳା କୋଟ୍‌, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଇତିହାସରେ ୯ ମାର୍ଚ୍ଚ ୨୦୨୫ ଦିନଟି ଅମର ହୋଇଗଲା। ଏହି ଦିନ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ଭାରତକୁ ବିଜୟ ଦେଇଥିବା ରବିନ୍ଦ୍ର ଜାଡେଜାଙ୍କ ଚାରିଟି…

ଶିରିଡ଼ିରେ ବିକ୍ରି ହେବନାହିଁ ଗୋମାଂସ

ମୁମ୍ବାଇ,୧୦।୩: ମହାରାଷ୍ଟ୍ରର ଶିରିଡିରୁ ଏକ ବଡ଼ ଖବର ଆସିଛି। ଏବେ ଶିରିଡି ଦେବସ୍ଥାନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ଏହି ସମଗ୍ର ଅଞ୍ଚଳରେ ଗୋମାଂସ ବିକ୍ରୟ ଉପରେ ରୋକ ଲଗାଇବା। ସାଇ ଭକ୍ତମାନେ ଯେପରି…

ODIରୁ ଅବସର ଉପରେ ରୋହିତ ଶର୍ମା କଲେ ବଡ଼ ଘୋଷଣା: ପ୍ରଶଂସକଙ୍କୁ ଚମକାଇଦେଲେ

ନୂଆଦିଲ୍ଲୀ,୧୦।୩: ଚାମ୍ପୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅନୁମାନ କରାଯାଉଥିଲା କି ଟୁର୍ନାମେଣ୍ଟ ଶେଷ ହେବା ପରେ ରୋହିତ ଶର୍ମା ଅବସର ନେଇପାରନ୍ତି। ଫାଇନାଲ ମ୍ୟାଚ ଯେତେ ପାଖେଇ ଆସୁଥିଲା, ରୋହିତଙ୍କ ଅବସର ଗୁଜବ ପୁଣିଥରେ ଜୋର ଧରିବା…

ମୁମ୍ବାଇରୁ ନ୍ୟୁୟର୍କ ଯାଉଥିଲା ବିମାନ, ମଝି ରାସ୍ତାରୁ ଫେରିଲା

ମୁମ୍ବାଇ,୧୦ା୩: ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯିବାର ଥିଲା, କିନ୍ତୁ ମଝି ରାସ୍ତାରୁ ବିମାନ ପୁଣି ମୁମ୍ବାଇ ଫେରି ଆସିଛି। କାରଣ ବିମାନରେ ବୋମା ଆତଙ୍କ ଥିବାରୁ ପାଇଲଟଙ୍କୁ ତାଙ୍କର ରୁଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଲା। ଯେତେବେଳେ ଏୟାର…

‘ପ୍ରମାଣ ଅଭାବ’, ୧୪ ବର୍ଷ ଜେଲରେ ଥିବା ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କଲେ ଓଡ଼ିଶା ହାଇକୋର୍ଟ

କଟକ,୧୦।୩: ୪୨ ବର୍ଷୀୟ ହତ୍ୟା ଅପରାଧୀ ମଦନ କହଁରଙ୍କୁ ଅପରାଧ ସମ୍ପର୍କିତ ପର୍ଯ୍ୟାପ୍ତ ପ୍ରମାଣ ଦର୍ଶାଇ ୧୪ ବର୍ଷ ଜେଲରେ ରହିବା ପରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ବିଚାରପତି ସଙ୍ଗମ କୁମାର ସାହୁ ଏବଂ ଚିତ୍ତରଞ୍ଜନ ଦାଶଙ୍କ ଦୁଇ…

ବିପଦରେ ରୋଗୀଙ୍କ ଜୀବନ: ୪ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦।୩: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ସୋମବାର ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଏକ…

ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି

ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହି ଘଟଣାରେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମ୍ପୃକ୍ତି…

‘ବଳାତ୍କାରର ପ୍ରମାଣ ପାଇଁ ପ୍ରାଇଭେଟ ପାର୍ଟରେ କ୍ଷତ ହେବା ଜରୁରୀ ନୁହେଁ,’ ୪୦ ବର୍ଷ ପୁରୁଣା ମାମଲାରେ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୩: ୪୦ ବର୍ଷ ପୁରୁଣା ବଳାତ୍କାର ମାମଲାର ରାୟ ଦେବା ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବଳାତ୍କାର ପ୍ରମାଣ କରିବା ପାଇଁ ଗୁପ୍ତାଙ୍ଗ ବା ପ୍ରାଇଭେଟ ପାର୍ଟରେ ଆଘାତ ଚିହ୍ନ ରହିବା ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ଆଇପିଏଲରେ ତମାଖୁ, ମଦ୍ୟପାନ ବିଜ୍ଞାପନ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟଟି ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ, ଯାହା ପାଇଁ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ସମୟରେ, ସ୍ବାସ୍ଥ୍ୟ…

ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି! ପ୍ରଶ୍ନ ଉଠାଇଲେ ଓ୍ବାସିମ ଆକ୍ରମ

ଇସଲାମାବାଦ,୧୦।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ ଥିଲା। କିନ୍ତୁ ଭାରତ ଚାମ୍ପିଅନ ହେବା ପରେ, ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ଦୁବାଇରେ ଦେଖାଯାଇ ନ ଥିଲେ। ରବିବାର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଭାରତର ବିଜୟ…

ଜନଅଭିଯୋଗ ଶୁଣାଣିକୁ ଆସିଲେନି ଜିଲାପାଳ-ଆରକ୍ଷୀ ଅଧୀକ୍ଷକ, ଜିଲାପାଳଙ୍କ ଅନୁପସ୍ଥିତିରେ…

ପାଟଣା,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା। ତେବେ ଖୋଦ ଜିଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ରହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ମୋଟ ୭୬ଟି ଲିଖିତ ଅଭିଯୋଗର ଶୁଣାଣି ହୋଇଥିଲା।…

ଜିଲାପାଳ ଅଫିସ ଆଗରେ ଆଶାକର୍ମୀସଂଘର ବିକ୍ଷୋଭ: ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ପାଇଁ ଦାବି

ଛତ୍ରପୁର, ୧୦।୩(ସନ୍ତୋଷ ପାଢ଼ୀ): ଓଡ଼ିଶା ଆଶାକର୍ମୀସଂଘ ଗଞ୍ଜାମ ଜିଲା ପକ୍ଷରୁ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାପରେ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri