Home Left

ଆତ୍ମସମର୍ପଣ କଲେ ୨୧ ମାଓବାଦୀ

ରାୟପୁର/ମାଲକାନଗିରି,୨୬ା୧୦: ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍‌ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେମାନଙ୍କ ନିକଟରୁ…

କୋଲକାତା ନାଇଟ ରାଇଡର୍ସକୁ ମିଳିଲା ନୂଆ କୋଚ! ଗୌତମ ଗମ୍ଭୀରଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୨୬।୧୦: ତିନିଥର IPL ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ସେମାନଙ୍କର ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇଛନ୍ତି। ଗତ ସିଜିନ ପରେ ଫ୍ରାଞ୍ଚାଇଜ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ହଟାଇ ଦେଇଥିଲା। ଦଳ ଜଣେ ନୂତନ ପ୍ରଶିକ୍ଷକ ଖୋଜୁଥିଲା, ଏବଂ ଏବେ ସେମାନେ ଜଣଙ୍କୁ ପାଇଛନ୍ତି।…

ଶ୍ୱଶୁର ଘରକୁ ଆସି ନିଖୋଜ ହୋଇଯାଇଥିଲେ, ଆଜି କେନାଲରୁ ମିଳିଲା ମୃତଦେହ; ବଢୁଛି…

ଧର୍ମଶାଳା,୨୬।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅରଖପଦା ନିକଟ ଦେଇଯାଇଥିବା କେନାଲ ପାଣିରୁ ଏକ ମୃତଦେହ ମିଳିଛି। ମୃତକଜଣଙ୍କ କୁଆଖିଆ ଥାନା ଅନ୍ତର୍ଗତ ଜାବରା ଗ୍ରାମର ସୁନାକର ବାରିକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ,…

ପ୍ଲଟ୍‌ କିଣିବାକୁ ଯୋଜନା କରୁଛନ୍ତି କି? ନିଶ୍ଚିତ ଯାଞ୍ଚ କରିନିଅନ୍ତୁ ଏହି ୭ କାଗଜପତ୍ର, ନଚେତ ପରେ କରିବେ ପଶ୍ଚାତାପ

ନୂଆଦିଲ୍ଲୀ,୨୬।୧୦: ଯଦି ଆପଣ ସହରରେ ଏକ ପ୍ଲଟ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ଲଟ କିଣିବା ପାଇଁ ଫ୍ଲାଟ କିଣିବା ଅପେକ୍ଷା ଅଧିକ ସତର୍କତା ଆବଶ୍ୟକ। ତେଣୁ ଜଣେ ଚାଷୀ କିମ୍ବା ବିଲ୍ଡରଙ୍କଠାରୁ ପ୍ଲଟ କିଣିବା…

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ କାରଖାନା ଠାବ, ମଦ ତିଆରି ମେଶିନ ସହ ଜବତ ହେଲା…

ପରଜଙ୍ଗ,୨୬ା୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, ୩୫୦ ଲିଟର ସ୍ପିରିଟ, ବିପୁଳ ବ୍ରାଣ୍ଡେଡ୍‌ ନକଲି ବିଦେଶୀ…

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ସଜାଗ

ଗଜପତି,୨୬ା୧୦(ଗିରିଧାରୀ ପରିଛା): ‘ସମ୍ଭାବ୍ୟ’ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳ କାକିନଡ଼ାଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ଜିଲା ପ୍ରଶାସନ ତତ୍ପର ହୋଇଛି, ଜିଲାରେ ରହିଥିବା ବାତ୍ୟା…

ବରଗଡ଼କୁ ଲମ୍ବିଛି ଝାଡୁଦାର ନିଯୁକ୍ତି ଠକେଇର ଚେର, ଜିଲାପାଳଙ୍କୁ ଭେଟି ମହିଳା…

ବରଗଡ଼,୨୬ା୧୦(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ହାତରେ ଧରାପଡ଼ିଥିବା ଝାଡୁଦାର ନିଯୁକ୍ତି ଠକେଇର ଚେର ବରଗଡ଼ ଜିଲାକୁ ଲମ୍ବିଛି। ଶୁକ୍ରବାର ଭଟଲି ଥାନାରେ ଏଭଳି ଠକେଇ ଅଭିଯୋଗ ନେଇ ଦୁଲଣା କୁମ୍ଭାର ସମେତ ଅନେକ ମହିଳା ଏତଲା ଦେଇଛନ୍ତି।…

୨୪ ଘଣ୍ଟାରେ ବାତ୍ୟା: ଓଡ଼ିଶାର ଏହି ଜିଲାକୁ ରେଡ ଆଲର୍ଟ, ୧୦୦କି.ମିରୁ ଅଧିକ ବେଗରେ…

ଭୁବନେଶ୍ୱର,୨୬ା୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଉ ୨୪ଘଣ୍ଟା ଭିତରେ ଭୟଙ୍କର ରୂପ ଧାରଣ କରିବ। ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି…

ହାଇକୋର୍ଟଙ୍କ ଐତିହାସିକ ରାୟ, ଦ୍ୱିତୀୟ ପତ୍ନୀଙ୍କ ପିଲାଙ୍କୁ ପୈତୃକ ସମ୍ପତ୍ତିରେ ମିଳିବ ଅଧିକାର

ଭୁବନେଶ୍ୱର,୨୬।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ପ୍ରଥମ ପତ୍ନୀ (ବୈଧ ବିବାହ) ଏବଂ ଦ୍ୱିତୀୟ ସ୍ତ୍ରୀ (ଅବୈଧ ବିବାହ) ଉଭୟଙ୍କ ଠାରୁ ଜନ୍ମିତ ସନ୍ତାନମାନେ ହିନ୍ଦୁ ବିବାହ ଆଇନର ଧାରା ୧୬ ଅନୁଯାୟୀ ସେମାନଙ୍କ ପିତାଙ୍କ ପୈତୃକ…

ଇନ୍ଦୋରରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କୁ କମେଣ୍ଟ, ରାଜନୀତି ହେଲାଣି ସରଗରମ

ଇନ୍ଦୋର,୨୬।୧୦: ଗୁରୁବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତାରେ ଜଣେ ବ୍ୟକ୍ତି ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ କମେଣ୍ଟ କରିଥିଲେ। ଖେଳାଳିମାନେ ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତରେ ଥିଲେ। ଅଭିଯୁକ୍ତ ମୋଟରସାଇକେଲ ଚଢ଼ି ସେମାନଙ୍କ ପାଖ ଦେଇ ଚାଲିଯିବା ବେଳେ…

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ହେବା ଫଳରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨) ଏବଂ…

ବଢ଼ିବ କି ଭାଜପା ଅଡ଼ୁଆ: ବିଜେଡିର ମିଶ୍ରଣ ପର୍ବରେ ୪୦ ଊର୍ଦ୍ଧ୍ୱ …

ନୂଆପଡ଼ା, ୨୬ା୧୦ (ମକାରୁ ବେମାଲ):ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖରିଆର ରୋଡ୍‌ ଏନ୍‌ଏସିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?