Home Left

IPL 2025: ଗୌତମ ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିବେ ରାହାଣେ! ରାଜସ୍ଥାନ ବିପକ୍ଷରେ କରିପାରନ୍ତି କିର୍ତ୍ତିମାନ

ନୂଆଦିଲ୍ଲୀ,୨୬।୩: କୋଲକାତା ନାଇଟ ରାଇଡର୍ସର IPL ୨୦୨୫ରେ ଆରମ୍ଭ ଭଲ ନଥିଲା। ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତଥାପି, ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଭଲ ପ୍ରଦର୍ଶନ କରିଥିଲେ। ଅଧିନାୟକତ୍ୱ ଇନିଂସ ଖେଳିବା…

ATMରୁ ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଚେକ୍‌ବୁକ୍‌ ଓ ଟ୍ରାଞ୍ଜାକ୍ସନ ପାଇଁ, ଆପଣଙ୍କ ଠାରୁ ଏତେ ଟଙ୍କା କାଟିଥାଏ ବ୍ୟାଙ୍କ୍‌

ନୂଆଦିଲ୍ଲୀ,୨୬।୩: ଆପଣ ଜାଣନ୍ତି କି, ବ୍ୟାଙ୍କ କେବଳ ଆପଣଙ୍କଠାରୁ ଋଣ ଉପରେ ସୁଧ ନେଇ ନେଣଦେଣ କରେ ତାହା ନୁହେଁ ଆପଣଙ୍କର ଅଳଙ୍କାର ଏବଂ ଟଙ୍କା ରଖିବା ପାଇଁ ମଧ୍ୟ ଏକ ଶୁଳ୍କ ନିଏ। ନିକଟରେ, RBI NPCIକୁ ATM କାରବାର…

ସଲମାନ ହିନ୍ଦୁ ନା ମୁସଲମାନ? ଏକଥା ଖୋଲାଖୋଲି କହିଲେ ତାଙ୍କ ବାପା…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସିକନ୍ଦର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସୁପରଷ୍ଟାରଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ଇଦ୍‌ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ‘ସିକନ୍ଦର’ର ଗୀତଗୁଡ଼ିକ ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଛି…

ସବୁଠୁ ଛୋଟ ଛେଳି: ସବୁଠୁ ଛୋଟ ଛେଳି: ଉଚ୍ଚତା ଜାଣିଲେ …

ଥିରୁଭାନନ୍ତପୁରମ:କେରଳର ପିଟର ଲେନୁ ନାମକ ଜଣେ କୃଷକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର କରୁମ୍ବୀ ନାମକ ଏକ ପୋଷା ଛେଳି ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ବିଶ୍ୱର ସବୁଠାରୁ ଛୋଟ ଜୀବନ୍ତ ଛେଳି ଭାବେ ଆନୁଷ୍ଠାନିକ ମାନ୍ୟତା ପାଇଛି। ଜିଡବ୍ଲ୍ୟୁଆର୍‌ ଅନୁଯାୟୀ,…

ସସ୍‌ପେଣ୍ଡ ପରେ ଗର୍ଜିଲେ ତାରା, କହିଲେ ବାପାଙ୍କ ଚାକର…

ଭୁବନେଶ୍ୱର,୨୬।୩: ବିଧାନସଭାରୁ ଆସିଛି ବଡ଼ ଖବର। ଗୃହରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ସବୁ ବିଧାୟକ। ମଙ୍ଗଳବାର କଂଗ୍ରେସର ୧୨ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ଆଉ ୨ଜଣ ସସପେଣ୍ଡ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ…

‘ଏକନାଥ ଶିନ୍ଦେଙ୍କୁ ଅପମାନ ବରଦାସ୍ତ କରାଯିବ ନାହିଁ,’କୁନାଲଙ୍କୁ ଜିଅନ୍ତା ଜାଳିଦେବାକୁ ଧମକ ଦେଲେ ଇନଫ୍ଲୁଏନ୍ସର

ମୁମ୍ବାଇ,୨୬।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ ଜୋର ଧରିଛି। ଏବେ କୁନାଲ କାମରାଙ୍କୁ ଇନଫ୍ଲୁଏନ୍ସର ଫୈଜାନ ଅନସାରୀଙ୍କ ଠାରୁ ଧମକ ମିଳିଛି। ଫୈଜାନ ଅନସାରୀ କୁନାଲ କାମରାଙ୍କୁ ଜୀଅନ୍ତା ଜାଳି…

ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା

ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ ଏହି ସହରରେ ଏକ କୋଟିରୁ ଅଧିକ ଲୋକ ବାସ କରନ୍ତି,…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି। କିଛି ଲୋକ ପ୍ରତିଦିନ ଜିମ୍‌ ବି ଯାଇଥାନ୍ତି। ଆଉ କିଛି ଲୋକ ପାର୍କରେ…

ରାଜନୀତିରେ ଚହଳ, ବିଧାନସଭାରୁ ସବୁ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,୨୬।୩: ଧାରଣାରୁ ଉଠି ପୁଣି ଗର୍ଜିଛି କଂଗ୍ରେସ । ପ୍ରତିବାଦବେଳେ ବୁଧବାର ବିଧାନସଭାର ଘେରିଛନ୍ତି ବିରୋଧୀ କଂଗ୍ରେସ । ଖାଲି ସେତିକି ନୁହେଁ ସବୁଠୁ ରୋଚକ ଦୃଶ୍ୟ ହେଉଛି କଂଗ୍ରେସ ଓ ବିଜେଡି ମିଶି ବିଧାନସଭା ଘେରିଛନ୍ତି। ବିଧାନସଭା ବାହାରେ ଏକାଠି…

ମିଶିଗଲେ ବିଜେଡି, କଂଗ୍ରେସ: ଭାଙ୍ଗିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କଲା ବିଜେଡି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ଦାବି କରିଛନ୍ତି। ଏ ନେଇ କକ୍ଷତ୍ୟାଗ କରିଛନ୍ତି ବିଜେଡି ବିଧାୟକ। ଅନ୍ୟପକ୍ଷେ ଘଣ୍ଟ ପିଟି ବିଧାନସଭା ଅଭିମୁଖେ ବାହାରିଥିଲେ କଂଗ୍ରେସ ବିଧାୟକ।…

‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’, ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ଲକ୍ଷ୍ନୌ,୨୬।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି। ସେ କହିଥିଲେ ଯେ ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି। ଏଏନଆଇ ସହିତ କଥାବାର୍ତ୍ତା…

ବିଧାନସଭା ବାହାରେ ପ୍ରବଳ ହଙ୍ଗାମା, ବ୍ୟାରିକେଡ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର,୨୬।୩: କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତକାଲି ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ। ଘଣ୍ଟ ପିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri