ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ୧ ଲକ୍ଷ ଟଙ୍କା ଜବତ, ୨ ଗିରଫ
ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି…
ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ
ଧର୍ମଶାଳା,୨୨ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ସେବା ୨୦୨୨ରେ ଶୁଭାରମ୍ଭ ହୋଇଥିଲା। ସରକାରୀ ମେଡ଼ିକାଲଗୁଡିକ ପାଇଁ…
ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି, ମୋଦି ଖେଳିଲେ ବଡ଼ ଗେମ୍!
ଢାକା,୨୨।୫: ପାକିସ୍ତାନର ଜେନେରାଲ ଜିଆ ଉଲ ହକ ହୁଅନ୍ତୁ କିମ୍ବା ଅସୀମ ମୁନିର, ସମସ୍ତଙ୍କର ସ୍ବପ୍ନ ସମାନ। ପ୍ରଥମେ ସେନା ଉପରେ ହାତମୁଠା ମଜବୁତ କର ଏବଂ ତା’ପରେ ସରକାରକୁ ଭାଙ୍ଗି ଦିଅ। ଶେଖ ହାସିନାଙ୍କ ପତନ ପରେ ବାଂଲାଦେଶରେ କ୍ଷମତାକୁ…
ଆଫଗାନିସ୍ତାନରେ ଜାଲ ବିଛାଉଛି ଚାଇନା, ପାକିସ୍ତାନ ସହ ହାତ ମିଳାଇ ଭାରତକୁ ଘେରିବାକୁ ବଡ଼ ଷଡ଼ଯନ୍ତ୍ର
ଢ଼ାକା,୨୨।୫: ଭାରତ ନିରନ୍ତର ଦୁଇ ପଡ଼ୋଶୀ ଚାଇନା ଏବଂ ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଛି। ନିକଟରେପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମରେ ଚାଇନା ପାକିସ୍ତାନକୁ ନୀରବ ସମର୍ଥନ ଦେଇଥିଲା। ଏବେ…
‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ
ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍ ଓ ଅନେକ କିଛି କ୍ଷତି ହୋଇଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ…
ଦାନିଶ ନୁହନ୍ତି, ଜ୍ୟୋତି ପାକ୍ ଯିବା ପଛରେ ରହିଛି ଏହି ବଡ଼ ଅଫିସରଙ୍କ ହାତ
ଇସଲାମାବାଦ,୨୨ା୫: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ହରିୟାଣାର ହିସାରରୁ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଭାରତ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର…
ଅରେଞ୍ଜ-ପର୍ପଲ କ୍ୟାପ୍ ରେସ୍ରେ କିଏ ଆଗୁଆ: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍
ନୂଆଦିଲ୍ଲୀ,୨୨।୫: IPL 2025ର ୬୩ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପ୍ଲେଅଫରେ ପହଞ୍ଚିଛି। ଫଳରେ ଦିଲ୍ଲୀର ଟାଇଟଲ ଜିତିବାର ସ୍ବପ୍ନ ଭାଙ୍ଗି ଯାଇଛି। ସୂର୍ଯ୍ୟକୁମାର…
ଜ୍ୟୋତିଙ୍କର ମିଳିନାହିଁ କିଛି ଡାଏରୀ, ଆତଙ୍କବାଦୀଙ୍କ ସହ ନାହିଁ କୌଣସିି ସମ୍ପର୍କ, କାହିଁକି ପୋଲିସ ଦେଲା ଏମିତି ବୟାନ? ଜାଣନ୍ତୁ ଏହାର ସତ୍ୟତା
ହିସାର,୨୨।୫: ହିସାରର ନ୍ୟୁ ଅଗ୍ରସେନ କଲୋନୀରେ ରହୁଥିବା ଏବଂ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭ୍ସ (PIO) ର ଅଧିକାରୀଙ୍କ ସହ ସୂଚନା ଆଦାନପ୍ରଦାନ କରିଥିଲେ। କେଉଁ ପ୍ରକାରର ସୂଚନା ଆଦାନପ୍ରଦାନ…
ଯୁକ୍ତ ୨ କଳାରେ ସାଗରିକା ବ୍ଲକ ଟପ୍ପର, ଗୁଡ୍ଲିରାଣୀ କଲେଜ ଟପ୍ପର
ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର…
IPL 2025 Winner Prize Money: IPL ଟାଇଟଲ ଜିତିଥିବା ଦଳକୁ ମିଳିବ କେତେ ପୁରସ୍କାର ରାଶି?
ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୧୮ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫରେ ଖେଳିବାକୁ ଥିବା ଚାରୋଟି ଦଳ ନିଶ୍ଚିତ ହୋଇସାରିଛି। ପ୍ଲେଅଫରେ ସ୍ଥାନ ପାଇବାରେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ହୋଇଥିଲା, ଏହା ପୂର୍ବରୁ ଗୁଜରାଟ ଟାଇଟାନ୍ସ,…
ମୁଁ ଏତେ ଛୋଟ ସ୍ବପ୍ନ ନେଇ ଆସିନାହିଁ, କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? କଲେ ବଡ଼ ଘୋଷଣା
ପାଟନା,୨୨।୫: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସମାନ କ୍ରମରେ, ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ସାରଣରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି…
ଜଳିଗଲା ଇଲେକ୍ଟ୍ରି ଦୋକାନ: ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଗଲା ପାଉଁଶ
ବାରିପଦା,୨୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ବାରିପଦା ସହର ସ୍ଥିତ କେ.କେ. ଏଂଟରପ୍ରାଇଜେଶ ଇଲେକ୍ଟ୍ରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି । ଗୁରୁବାର ଭୋର ୫ଟା ସମୟରେ ସଟସର୍କିଟକୁ ନେଇ ନିଆଁ ଲାଗିଥିଲା । ନିଆଁ…
Archives


