ରିଜର୍ଭ ଡେ’ ନାହିଁ, ବର୍ଷା ହେଲେ ସିଧା ଫାଇନାଲକୁ ଯିବ ଏହି ଟିମ୍; ଜାଣନ୍ତୁ କ୍ୱାଲିଫାୟାର-୨ର ନିୟମ…
ନୂଆଦିଲ୍ଲୀ,୧।୬: IPL ୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି (୧ ଜୁନ) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏଥିରେ ଯେଉଁ ଦଳ ଜିତିବ ସେମାନେ ଫାଇନାଲରେ…
ଏମ୍ପି ପ୍ରିୟାଙ୍କ ସହ ରିଙ୍କୁ ସିଂହଙ୍କ ବିବାହ ପକ୍କା! ଏହି ତାରିଖରେ ବାଜିବ ସାହାନାଇ
ନୂଆଦିଲ୍ଲୀ,୧।୬: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟି ଏମ୍ପି ପ୍ରିୟା ସରୋଜ । ଉଭୟ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ। ଏବେ ଜୁନ ୮ ତାରିଖରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି।…
ରାଜଧାନୀରେ ସିରିଜ୍ ଦୁର୍ଘଟଣା: ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ପଶିଗଲା କାର୍, ଚାଳକ ଅଟକ
ଭୁବନେଶ୍ୱର,୧ା୬: ରାଜଧାନୀ ଭୁବନେଶ୍ୱରରେ ରବିବାର ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଅଟୋ ସହ ୨ଟି କାର୍ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍ଟି ଏକ ସରକାରୀ କ୍ବାର୍ଟର ଗେଟ୍ ଭାଙ୍ଗି ଘର ଭିତରକୁ…
ପାକିସ୍ତାନର ଆଉ ଏକ ଇଲାକା କବଜା କଲା ବାଲୋଚ ଆର୍ମି, ଆଣ୍ଠୁ ମାଡିଲା…
ଇସଲାମବାଦ,୧।୬: ପାକିସ୍ତାନ ସେନା ପାଇଁ ବାଲୁଚ ସେନା ସହିତ ଲଢ଼ିବା ଏକ କଷ୍ଟକର କାମ ହୋଇଗଲାଣି। ବାଲୁଚ ଲିବରେସନ ଆର୍ମି (BLA) ଗୋଟିଏ ପରେ ଗୋଟିଏ ସହର ଏବଂ ସହର ଉପରେ ନିୟନ୍ତ୍ରଣ ଦାବି କରୁଛି। BLA ଦାବି କରିଛି ଯେ…
ମଟନ୍ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା ଅଭିଯୋଗ
ଯାଜପୁର,୬।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରବିବାର ଭୋର ସମୟରେ ଉକ୍ତ ମଟନ ଦୋକାନ…
ଶେଖ୍ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍ ସରକାର…
ଢାକା,୧ା୬: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍ ଦାଖଲ କରିଛି। ଏକ ରିପୋର୍ଟ ଅନୁଯାୟୀ,…
ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା; ପୁଣି ହେବ କି ଯୁଦ୍ଧ?
ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ…
ରାସ୍ତାରେ ବିରାଟ ବିରାଟ ଗର୍ତ୍ତ, ସାମାନ୍ୟ ବର୍ଷା ହେଲେ ସ୍ଥିତି ବେହାଲ
ଧର୍ମଶାଳା,୧ା୬(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାନପୁର ଓ ଭୁବନପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ଉପରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ଫଳରେ ବର୍ଷା ସମୟରେ ଯାତାୟାତରେ ନାନା…
UPIରୁ ନେଇ LPG,FD ଯାଏ…ଜୁନ ପହିଲାରୁ ବଦଳିଗଲା ଏହି ୧୦ ନିୟମ, ପକେଟ ହେବ କି ଖାଲି?
ନୂଆଦିଲ୍ଲୀ,୧।୬: ଜୁନ ମାସ ଆପଣଙ୍କ ବଜେଟ ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଜୁନ ୧ ୨୦୨୫ ରୁ ଅନେକ ଆର୍ଥିକ ଏବଂ ଉପଭୋକ୍ତା-ସେବା ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ବ୍ୟାଙ୍କ FD, କ୍ରେଡିଟ କାର୍ଡ, LPG…
ଫାସିଗୁଡ଼ା ଗାଁରେ ଆଧ୍ୟାତ୍ମିକ ମହୋତ୍ସବ: ଗାଁ ଉତ୍ସବମୁଖର
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡା ଗ୍ରାମରେ ଆରମ୍ଭ ହୋଇଛି ଆଧ୍ୟାତ୍ମିକ ମହୋତ୍ସବ। ଗ୍ରାମର ନୂଆସାହିଠାରେ ଶ୍ରୀ ସିଦ୍ଧବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଗାଁ ଉତ୍ସବମୁଖର ହୋଇଉଠିଛି। ରବିବାର ଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି।…
ତାଲିବାନ ଷ୍ଟାଇଲରେ ପାକିସ୍ତାନକୁ କବଜା କରିବ ବାଲୋଚ ଆର୍ମି? ଜୋର ଧରିଲା ଚର୍ଚ୍ଚା
ଇସଲାମବାଦ,୧।୬: ପାକିସ୍ତାନ ଆଜିକାଲି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ଅସ୍ତବ୍ୟସ୍ତ ହୋଗଲାଣି। ତେବେ ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ପୃଥକ ଦେଶ ଘୋଷଣା କରିବାକୁ ଦାବି ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ପାକିସ୍ତାନର ରାସ୍ତାରେ ପ୍ରତିବାଦ କରୁଛନ୍ତି, ଯାହା ଫଳରେ ଗୃହଯୁଦ୍ଧର…
ଶୀତଳଷଷ୍ଠୀରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ: ଦୁଇ ମହାଦେବଙ୍କ ସହ ହଠାତ୍ ଦେଖା ହୋଇଗଲେ ପଞ୍ଚ ଠାକୁରାଣୀ, ପରେ…
ପୁରୁଷୋତ୍ତମପୁର,୧।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରାରେ ଶନିବାର ରାତିରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଦୁଇ ମହାଦେବ କପିଳେଶ୍ବର ଓ ସ୍ବପ୍ନେଶ୍ୱର ପୃଥକ ପୃଥକ ଭାବରେ ବିବାହ ଲାଗି…
Archives


