Home Left

କାହିଁକି ‘୧୮ ନମ୍ବର’ ବିରାଟ କୋହଲିଙ୍କ ପାଇଁ ଖାସ୍‌: ନିଜେ କଲେ ଖୁଲାସା

ଅହମଦାବାଦ,୪।୬: IPL 2025ର ଫାଇନାଲରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। RCB ର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଟ୍ରଫି ବିରାଟ କୋହଲିଙ୍କ ପାଇଁ ବହୁତ…

RCBକୁ ଚାମ୍ପିୟନ୍‌ କରିବା ପରେ ବଡ଼ ଘୋଷଣା କଲେ ବିରାଟ କୋହଲି: ଯେପର୍ଯ୍ୟନ୍ତ IPL ଖେଳିବି…

ଅହମଦାବାଦ,୪।୬: ରାତି ୧୧.୨୦ରେ ବିରାଟ କୋହଲି ଅଧୈର୍ଯ୍ୟ ହୋଇପଡ଼ିଥିବା ତାଙ୍କ ଚେହେରାରୁ ବାରି ହୋଇ ପଡ଼ୁଥିଲା। ୧୧.୨୫ରେ ଜୋଶ ହାଜେଲଉଡ ସଫଳତାର ସହ ୨୦ତମ ଓଭରରେ ୨୯ ରନର ଡିଫେଣ୍ଡ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ ଜିତିବା ପରେ…

ଗୋଟିଏ ରାତିିରେ କୋରାପୁଟ ମେଡିକାଲରେ ଅବହେଳା ଯୋଗୁ ଗଲା ୫ ଜୀବନ: ଅଭିଯୋଗ ଆଣିଲେ…

କୋରାପୁଟ,୪।୬(ଅମିତାଭ ବେହେରା ):କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ…

ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ…

RCB ବିଜୟ ପରେ ବିଜୟ ମାଲ୍ୟା କଲେ ଏମିତି ଟୁଇଟ୍‌: ଲୋକେ କହିଲେ, ଟଙ୍କା ଫେରାଅ…

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ବେଙ୍ଗାଲୁର ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିଛି। ବାଙ୍ଗାଲୋର ପ୍ରଥମ ଆଇପିଏଲ ଟ୍ରଫି ଜିତିବା ପରେ ପୂର୍ବତନ ଆରସିବି ମାଲିକ ବିଜୟ ମାଲ୍ୟାଙ୍କ ପ୍ରତିକ୍ରିୟା ମଧ୍ୟ…

ଫେରିଯିବା ବାଲ୍ୟକାଳକୁ

ଗତ କିଛି ବର୍ଷ ହେଲା ଲୋକଙ୍କ ମଧ୍ୟରେ ଏପରି ଏକ ଧାରଣା ସୃଷ୍ଟିହୋଇଛି ଯେ ବାଲ୍ୟକାଳରେ ନିଜକୁ ଖୁସି ଦେଇଥିବା ପରିବେଶକୁ ପୁନର୍ନିର୍ମାଣ କରି ଜଣେ ବ୍ୟକ୍ତି ମାନସିକ ଚାପ ହ୍ରାସ କରିପାରିବ। ବିନା ସଙ୍କୋଚରେ ପିଲାଙ୍କ ଭଳି ଯେକୌଣସି କାର୍ଯ୍ୟ…

ବ୍ୟକ୍ତିବାଦ ସହ ଟେକ୍ନୋଲୋଜିର ଟକ୍କର

ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କ ସାଧାରଣ ଜ୍ଞାନ ଯେ ଲେଜିସ୍‌ଲେଚର (ବିଧାୟିକା), ଏକ୍‌ଜିକ୍ୟୁଟିଭ୍‌ (କାର୍ଯ୍ୟପାଳିକା) ଓ ଜୁଡିସିଆରି (ନ୍ୟାୟପାଳିକା) ନାମକ ସରକାରଙ୍କ ତିନୋଟି ଶାଖା ଭିତରେ ବାଲାନ୍ସ (ଛକାପଞ୍ଝା) ରହିଥାଏ, କେହି କାହାକୁ ସୀମାବାହାରକୁ ଯିବାକୁ ଛାଡ଼ିବେ ନାହିଁ, ତେଣୁ ଆଇନର…

ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ…

ଚାମ୍ପିୟନ୍‌ ହେବାପରେ ସ୍ତ୍ରୀଙ୍କ ପାଇଁ ଏମିତି କଥା କହିଦେଲେ ବିରାଟ କୋହଲି: ଜୋରଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୪।୬:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗସକୁ ପରାସ୍ତ କରି IPL 2025 ଟ୍ରଫି ଜିତି ଇତିହାସ ସୃଷ୍ଟି କରିଥିଲା। ବିରାଟ କୋହଲିଙ୍କ ଦଳର ବିଜୟରେ ଅନୁଷ୍କା ଶର୍ମା ଖୁସିରେ ନାଚିଥିବାର ଦେଖାଯାଇଥିଲା। କୋହଲି ମ୍ୟାଚ ପରେ ତାଙ୍କ ସ୍ତ୍ରୀ ଏବଂ…

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୪ା୬(ପ୍ରମୋଦ ବହିଦାର):ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଓଏପିଏଫ୍‌ କନଷ୍ଟେବଲ। ସେ ହେଉଛନ୍ତି ବରେଇପାଲି ଥାନା କନଷ୍ଟେବଲ ବିରଞ୍ଚତ୍ ମୁଣ୍ଡା(୩୮)। ଏହାକୁ ନେଇ ବରେଇପାଲି ଥାନାରେଭାରତୀୟ ନ୍ୟାୟ ସଂହିତାର…

ଗାଁ’ସାଥିଙ୍କ ଲାଳସା, ଗାଁରେ କରୁଛି ସମସ୍ୟା: ଘଣ୍ଟ ଘୋଡାଉଛି ପ୍ରଶାସନ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): ମନରେଗା ଯୋଜନାର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କାମ ଯୋଗାଇବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନଙ୍କୁ…

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର: ଜାଣନ୍ତୁ କେମିତି କରିପାରିବେ ବଦଳି ଆବେଦନ

ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):୨୦୨୫-୨୬ ଶିକ୍ଷାବର୍ଷ ଲାଗି ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ବଦଳି ଆବେଦନ ଆରମ୍ଭ ହୋଇଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ପୁଣି ଥରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri