ବିବାହକୁ ହୋଇଥିଲା ମାତ୍ର ୫ ମାସ: ସ୍ବାମୀଙ୍କୁ ଦେଖା କରିବାକୁ ଯାଉଥିବାବେଳେ ଘଟିଲା…
ଅହମ୍ମଦାବାଦ,୧୩।୬: ଲଣ୍ଡନ ଯାଉଥିବା ସମୟରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଗୁଜରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଥିଲେ, ଯେଉଁଥିରୁ ୧୨ ଜଣ ରାଜସ୍ଥାନର ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜୋଧପୁରର…
ଖତ ଖାଉଛି ଭ୍ରାମ୍ୟମାଣ ପ୍ରସବ ଯାନ: ଦୁର୍ଗମ ଅଞ୍ଚଳରେ ବଢୁଛି ଜନନୀ ଯନ୍ତ୍ରଣା
ଦାରିଙ୍ଗବାଡି, ୧୩।୬ (ଅରୁଣ ସାହୁ)- ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ବଢୁଛି ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହାର। ନୀରବି ଯାଇଛି ଜିଲା ପ୍ରଶାସନ। ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ। ପ୍ରକାଶ…
ଟ୍ରମ୍ପ୍ଙ୍କ ଦୁର୍ବଳ ସ୍ଥିତି
ବିଗତ ଦୁଇ ମାସ ମଧ୍ୟରେ ବିତ୍ତୀୟ ନିବେଶକମାନେ ଏକ ନୂଆ ବାଣିଜି୍ୟକ ରଣନୀତି ଆବିଷ୍କାର କରିଛନ୍ତି। ଏହା ଏକ ସରଳ ନିୟମ ଟାକୋ (ଟିଏସିଓ) ବା ଟ୍ରମ୍ପ୍ ଅଲ୍ଓ୍ବେଜ ଚିକେନ୍ସ ଆଉଟ୍କୁ ଆଧାର କରି କରାଯାଇଛି। ଆମେରିକାର ରାଷ୍ଟ୍ରପତି ମିତ୍ର ଓ…
ପଦାରେ ପଡ଼ିଲା ଧାନବିକ୍ରି ସ୍ବଚ୍ଛତା: ଭୂମିହୀନଙ୍କ ନାମରେ ଧାନବିକ୍ରି
ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ମାସେ ପୂରିବ। ହେଲେ ଏଠାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ଦୀର୍ଘଦିନ ଧରି ତାହା ପଡ଼ି ରହୁଛି। ସେହିପରି ଅନେକ ଚାଷୀଙ୍କୁ…
ଇସ୍ରାଏଲ ଷ୍ଟ୍ରାଇକରେ ଇରାନ ରେଭୋଲ୍ୟୁସନାରୀ ଗାର୍ଡସ୍ ମୁଖ୍ୟ ନିହତ, ବଡ କାର୍ଯ୍ୟାନୁଷ୍ଠାନ ନେଇପାରେ ଇରାନ
ନୂଆଦିଲ୍ଲୀ,୧୩ା୬: ଶୁକ୍ରବାର ଇରାନ ଉପରେ ଇସ୍ରାଏଲର ଆକ୍ରମଣରେ ଦେଶର ଶକ୍ତିଶାଳୀ ରେଭୋଲ୍ୟୁସନାରୀ ଗାର୍ଡସ୍ ମୁଖ୍ୟ ହୋସେନ ସାଲାମୀ ନିହତ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟ କରିଛି। ମେଜର ଜେନେରାଲ ହୋସେନ ସାଲାମୀ, ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ୍ର ମୁଖ୍ୟ, ଇସ୍ରାଏଲୀୟ ଶାସନର…
ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ
ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପୁରୁଣା ଖୁଣ୍ଟ ଘୁଞ୍ଚା ଯାଇ ରାସ୍ତା…
ଇସ୍ରାଏଲର ଏୟାରଷ୍ଟ୍ରାଇକ ପରେ ଭୟରେ ଆମେରିକା, ଟାର୍ଗେଟ ନକରିବାକୁ ଇରାନକୁ ଚେତାବନୀ ଦେଲେ ବୈଦେଶିକ ମନ୍ତ୍ରୀ ରୁବିଓ
ନୂଆଦିଲ୍ଲୀ,୧୩ା୬: ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର କହିଛନ୍ତି ଯେ ଇରାନ ବିରୁଦ୍ଧରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଏକ “ଏକତରଫା କାର୍ଯ୍ୟ” ଥିଲା ଏବଂ ଆମେରିକା ଏଥିରେ ସାମିଲ ନଥିଲା ବୋଲି ଜୋର ଦେଇ କହିଛନ୍ତି। ସେ ତେହେରାନକୁ ଏହି ଅଞ୍ଚଳରେ…
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍ଏ ପରୀକ୍ଷା
ଅହମଦାବାଦ,୧୨ା୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଡିଏନ୍ଏ ନମୁନା ସଂଗ୍ରହ ପାଇଁ ଅହମଦାବାଦ ସିଭିଲ୍ ହସ୍ପିଟାଲରେ…
ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ
ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ ମେହିଦିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ନଜମୁଲ ହୋସେନ ଶାଣ୍ଟୋ ଏହି ଦାୟିତ୍ୱରେ ଥିଲେ। ନିକଟରେ…
ଖୁଣ୍ଟ ଅଛି ଲାଇଟ ନାହିଁ
ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବାପାଇଁ ଖୁଣ୍ଟ ଘୁଞ୍ଚା ଯାଇଥିଲା। ପରେ ରାସ୍ତା…
ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା
ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଗୁରୁବାର ମଧ୍ୟାହ୍ନରେ ଲାଲ ବସ୍ତ୍ର ପିନ୍ଧି, ଭଷ୍ମ, ସିନ୍ଦୂର, କଜଳ…
ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…
ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ସମୟରେ, ଅହମଦାବାଦରୁ ଛାଡ଼ିବା…
Archives


