ଫସିଗଲେ ନେତାନ୍ୟାହୁ: ଆମେରିକା ଦେଲା ଧୋକା, ଏବେ ହାତ ଛାଡ଼ିଦେଲେ ନିଜ ସେନା ମୁଖ୍ୟ
ଜେରୁଜେଲମ,୧୩।୬: ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବଡ଼ ଝଟ୍କା ଲାଗିଛି। ଗୋଟିଏ ପଟେ, ଆମେରିକା ସିଧାସଳଖ ଇସ୍ରାଏଲକୁ ସମର୍ଥନ କରିବାକୁ ମନା କରିଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଇସ୍ରାଏଲ ଏହି…
ଯାଜପୁରରେ ଝାଡାବାନ୍ତି ଅଣାୟତ୍ତ: ଗଲାଣି ୪ ଜୀବନ
ଯାଜପୁର,୧୧ା୬: ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ…
ରୂପାନୀଙ୍କ ଲକି ନମ୍ବର ‘1206’ ଶେଷ ବେଳକୁ ହେଲା ଅନଲକି
ନୂଆଦିଲ୍ଲୀ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ ମଧ୍ୟ ଯାତ୍ରା…
ଶୋଇଥିବାବେଳେ ଘରେ ଲାଗିଲା ନିଆଁ, ଜଳିଗଲା ବୁଣାକାରଙ୍କ ତନ୍ତ ମେଶିନ ସହ ଲକ୍ଷାଧିକ ଟଙ୍କାର ଲୁଗାପଟା
ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲେପୁର ବ୍ଲକ ସୁଧୁଖଣ୍ଡ ପଞ୍ଚାୟତର କୁଳ ସମୀତଙ୍ଗା ଗାଁର ପୁରୁଷୋତ୍ତମ ସାହୁଙ୍କ ତନ୍ତ କାରଖାନାରେ ବିଳମ୍ବିତ ରାତିରେ ପରିବାର ସଦସ୍ୟ ଶୋଇଥିବା ଅବସ୍ଥାରେ ବିଦ୍ୟୁତ୍ ସର୍କିଟରୁ ନିଆଁ ଲାଗି ସମସ୍ତ ତନ୍ତ ମେଶିନ ନୂଆ…
କାହିଁକି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ମୁମ୍ବାଇରେ କଲା ଜରୁରୀ ଅବତରଣ? ଆକାଶରେ ଚକ୍କର କାଟିଲା ୩ ଘଣ୍ଟା
ମୁମ୍ବାଇ,୧୩।୬: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ତିନି ଘଣ୍ଟା ଧରି ଆକାଶରେ ରହିବା ପରେ ମୁମ୍ବାଇରେ ପୁନର୍ବାର ଅବତରଣ କରିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ, ଫ୍ଲାଇଟ୍ରାଡାର୨୪ ରୁ ତଥ୍ୟ ଉଦ୍ଧୃତ କରି ରିପୋର୍ଟ କରିଛି ଯେ ବିମାନଟି…
ଗଞ୍ଜାମ ଏସ୍ପିଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସ୍ଡିପିଓଙ୍କ ରଚିତ ‘ଅପାଦଯାତ୍ରା’
ପୁରୁଷୋତ୍ତମପୁର,୧୩ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର ନିଜର କର୍ମମୟ ଜୀବନରେ ସମାଜରେ ବାସ୍ତବ ଭାବରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର ଘଟଣାବଳୀକୁ ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା ସଂକଳନ ରଚନା…
IPL ନିଲାମରେ ଏହି ବ୍ୟାଟରଙ୍କୁ କେହି ଧ୍ୟାନ କିଣି ନଥିଲେ, ଏବେ ଭାଙ୍ଗିଲେ କ୍ରିସ ଗେଲଙ୍କ ସମେତ ଏକାଧିକ ବିଶ୍ୱ ରେକର୍ଡ
ୱାଶିଂଟନ, ୧୩ା୬: ନ୍ୟୁଜିଲାଣ୍ଡର ଆକ୍ରମଣାତ୍ମକ ବ୍ୟାଟସମ୍ୟାନ ଫିନ ଆଲେନ ମେଜର ଲିଗ କ୍ରିକେଟ ୨୦୨୫ର ଉଦ୍ଘାଟନୀ ମ୍ୟାଚରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି – ଯୁକ୍ତରାଷ୍ଟ୍ରରେ ଆୟୋଜିତ ଏକ ଫ୍ରାଞ୍ଚାଇଜି-ଆଧାରିତ ଟି୨୦ ପ୍ରତିଯୋଗିତା। ଶୁକ୍ରବାର ଓକଲାଣ୍ଡ କୋଲିଜିୟମରେ ସାନ ଫ୍ରାନସିସ୍କୋ ୟୁନିକର୍ନସ ପାଇଁ…
ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାବିଗ୍ରହ: ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜା ଆରମ୍ଭ
ପୁରୀ,୧୩ା୬(ଅଜିତ୍ କୁମାର ମହାନ୍ତି): ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁରୁବାରଠାରୁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ…
୩ ଦିନ ପୂର୍ବରୁ ମୃତ୍ୟୁର ଆଭାସ୍ ପାଇଯାଇଥିଲେ ସଞ୍ଜୟ କପୁର: ଲେଖିଥିଲେ…
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ୫୩ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ୟୁକେରେ ପୋଲୋ ଖେଳୁଥିବା ସମୟରେ, ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ଘଟିଥିଲା। ତିନି ଦିନ ପୂର୍ବର ତାଙ୍କର ଏକ ପୂର୍ବତନ…
ପାଖେଇ ଆସୁଛି ଘୋଷଯାତ୍ରା: ଆଗେଇ ଚାଲିଛି ରଥ ନିର୍ମାଣ
ପୁରୀ,୧୩ା୬: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରିନାହାକାରେ ପ୍ରଥମ ଭୂଇଁ ବା ମୂଳଭୂଇଁ ଉଠିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି…
ସଫଳତା ଓ ସୁଯୋଗ
ଜଣେ କାମଟିଏ ଆରମ୍ଭ କରିବାକୁ ଇଚ୍ଛା କଲା ମାତ୍ରେ ତାକୁ ପ୍ରଥମେ ଯାହାର ଆବଶ୍ୟକତା ଥାଏ ତାହା ହେଉଛି ସୁଯୋଗ l ସେହି ସୁଯୋଗ ହିଁ ସମସ୍ତଙ୍କୁ ମିଳେ ନାହିଁ କିମ୍ବା ଏମିତି କହିପାରିବା କିଏ ମିଳିଥିବା ସୁଯୋଗକୁ ଚିହ୍ନିପାରେନି l…
ଆଇପିଏଲ ପରେ ଆଉ ଏକ ଫାଇନାଲରେ ପୁଣି ଭାଙ୍ଗିଲା ଶ୍ରେୟସ ଆୟାରଙ୍କ ହୃଦୟ, କହିଲେ- ‘ପଛରେ ଛୁରି ମାରିବା’…
ମୁମ୍ବାଇ, ୧୩।୬: ଫାଇନାଲରେ ଶ୍ରେୟସ ଆୟାରଙ୍କ ଭାଗ୍ୟ ତାଙ୍କ ସାଙ୍ଗରେ ନଥାଏ ବୋଲି ଜଣାପଡ଼ୁଛି। ପଞ୍ଜାବ କିଙ୍ଗସ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ହାତରେ ପରାଜୟ ବରଣ କରିବାର ମାତ୍ର ୧୦ ଦିନ…
Archives


