Home Left

ଆଶେସ୍ ପୂର୍ବରୁ ବାକ୍‌-ଯୁଦ୍ଧ: ‘ସ୍ୟାଣ୍ଡପେପର’ କଥା ଉଠାଇଲେ ପାନେସର, ପାଲଟା ଜବାବ ଦେଲେ ସ୍ମିଥ୍

ନୂଆଦିଲ୍ଲୀ,୨୧।୧୧: ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେବାକୁ ଥିବା ହାଇ-ଭୋଲଟେଜ୍ ଆଶେସ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାଣ୍ଡ-ଇନ୍ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍ ଏବଂ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସରଙ୍କ ମଧ୍ୟରେ ଏକ ଅପ୍ରତ୍ୟାଶିତ ବାକ୍-ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବତନ ଇଂଲଣ୍ଡ ସ୍ପିନର…

ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏବି ଡିଭିଲିୟର୍ସ: ନିଜ ଇଚ୍ଛାରେ ଖେଳାଳିଙ୍କୁ…

ନୂଆଦିଲ୍ଲୀ,୨୧।୧୧: କୋଲକାତା ଟେଷ୍ଟରେ ୩୦ ରନର ପରାଜୟ ଟିମ ଇଣ୍ଡିଆ ଏବଂ ଏହାର ପରିଚାଳନା ଉପରେ ଅନେକ ପ୍ରଶ୍ନ ଉଠାଇଛି। ମ୍ୟାଚ ପରେ, ପିଚ, ଦଳ ଚୟନ ଏବଂ ଖେଳାଳି କୌଶଳକୁ ନେଇ ବିତର୍କ ହଠାତ୍‌ ଆରମ୍ଭ ହୋଇଗଲା। ଭାରତୀୟ ମୁଖ୍ୟ…

Video: ହ୍ୱାଇଟ ହାଉସରେ ରୋନାଲ୍ଡୋଙ୍କ ସହ ଫୁଟବଲ ଖେଳିଲେ ଟ୍ରମ୍ପ

ୱାଶିଂଟନ୍, ୨୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଉଭୟଙ୍କୁ ହ୍ୱାଇଟ ହାଉସର ଓଭାଲ୍ ଅଫିସ୍ (Oval Office) ଭିତରେ ଫୁଟବଲ୍ ଖେଳୁଥିବାର ଦେଖାଯାଉଛି। ତେବେ…

ଅବହେଳିତ କଡ୍ରୁସୋରୁ ଗାଁ: ରାସ୍ତା ନାହିଁ, ଝରଣା ପାଣି ଭରସା

ଭବାନୀପାଟଣା,୨୧ା୧୧(ଉତ୍ତମ କୁମାର ଦାଶ):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ ମଧ୍ୟ ଦୁର୍ଗମ ଅଞ୍ଚଳବାସୀଙ୍କ ମୌଳିକ ସମସ୍ୟାର ସମାଧାନ…

ରାସନ କାର୍ଡରୁ କଟିଲା ୨.୨୫ କୋଟି  ହିତାଧିକାରୀଙ୍କ ନାମ, ଆପଣଙ୍କ ନାଁ ନାହିଁ ତ…

ନୂଆଦିଲ୍ଲୀ,୨୦।୧୧: ମାଗଣା ମାସିକ ରାସନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ, ୨.୨୫ କୋଟି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଇଛି। ଖାଦ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ…

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହେଲା ବିବାଦ, ଦିଲ୍ଲୀ ପହଞ୍ଚିଲେ ଅଧିକାଂଶ ବିଧାୟକ

ବେଙ୍ଗାଲୁରୁ,୨୦।୧୧: କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଶିବିରର ମନ୍ତ୍ରୀ ଏବଂ ବିଧାୟକମାନେ ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି, ଯାହା ରାଜନୈତିକ ଗତିବିଧିକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ମନ୍ତ୍ରୀ ଏନ. ଚାଲୁଭରୟାସାମୀ, ବିଧାୟକ ଇକବାଲ ହୁସେନ, ଏଚ.ସି. ବାଲକୃଷ୍ଣ,…

ସଡ଼କ ଦୁର୍ଘଟଣାରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟଣା, ପ୍ରିୟଜନଙ୍କୁ ଚିହ୍ନିବାକୁ ସାଉଦି ପହଞ୍ଚିଲେ ସମ୍ପର୍କୀୟ

ରିଆଦ/ତେଲଙ୍ଗାନା,୨୦।୧୧: ସାଉଦି ଆରବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅନେକ ଭାରତୀୟ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାର ଏବେ ସେମାନଙ୍କ ମୃତଦେହ ଚିହ୍ନଟ କରିବା ପାଇଁ ସାଉଦି ଆରବରେ ପହଞ୍ଚିଛନ୍ତି। ସମସ୍ତ ପ୍ରଭାବିତ ପରିବାର ତେଲଙ୍ଗାନାର। ତେଲଙ୍ଗାନା…

ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…

କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)- ବୌଦ୍ଧ ଜିଲା ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବାଉଁଶୁଣୀ ଥାନା ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ(୨୫) ଶ୍ୱଶୁର ଘର…

ପ୍ରତିଶ୍ରୁତି ଦେଲେ ଅତାବିରା ବିଧାୟକ, ୨୮ ପର୍ଯ୍ୟନ୍ତ…

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ପ୍ରତି କରାଯାଇଥିବା ଅବହେଳାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡିଥିବା ଚାଷୀଙ୍କୁ ପଞ୍ଜୀକୃତ କରିବା ଦାବି ନେଇ ଗତ ୧୦ତାରିଖରୁ…

ତିରୁପତି ଯାଇଥିଲେ ବ୍ୟବସାୟୀ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ; ସିସିଟିଭିରୁ…

ଗଜପତି,୨୦।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁରନାରାୟଣପେଟା ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି କଳାକନା ବୁଲାଇଥିବାର ଜଣାଯାଇଛି । ଦୁର୍ବୃତ୍ତଙ୍କ କଳାକାରନାମା ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ…

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ, ଶପଥ ଗ୍ରହଣ ପରେ ଛାଡିବାକୁ ଗଲେ ଏୟାରପୋର୍ଟ

ପାଟନା,୨୦।୧୧: ଗୁରୁବାର (୨୦ ନଭେମ୍ବର, ୨୦୨୫) ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ…

ମିଳିଲା ପ୍ରମାଣ, ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇଥିଲେ ହରଭଜନ! ଭାଇରାଲ ଭିଡିଓକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୨୦।୧୧: ଏସିଆ କପଠାରୁ ମହିଳା ବିଶ୍ୱକପ ପର୍ଯ୍ୟନ୍ତ, ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ନୀତି ଗ୍ରହଣ କରିଥିଲା। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଏପର୍ଯ୍ୟନ୍ତ ଟିମ ଇଣ୍ଡିଆକୁ ଏସିଆ କପ ଟ୍ରଫି ପ୍ରଦାନ କରିନାହାଁନ୍ତି। ଏହା ବୁଝିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?