ଶୁବମନ ଗିଲ ଦକ୍ଷିଣ ଆଫ୍ରିକା ଓ୍ବାନ ଡେ’ ସିରିଜରୁ ବାହାରିବା ନିଶ୍ଚିତ, ଅଧିନାୟକ ଦୌଡରେ ଏକେଲା ନାହାଁନ୍ତି ପନ୍ତ
ନୂଆଦିଲ୍ଲୀ,୨୩।୧୧: ଭାରତର ନୂଆ ଅଧିନାୟକ ଶୁବମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରୁ ବାଦ ପଡ଼ିବେ। ସେ କୋଲକାତାରେ ପ୍ରଥମ ଟେଷ୍ଟରେ ଆହତ ହୋଇଥିଲେ ଏବଂ ପରେ ଗୁଆହାଟୀରେ ଦ୍ୱିତୀୟ ଟେଷ୍ଟରୁ ମଧ୍ୟ ବାଦ ପଡ଼ିଥିଲେ। ଏବେ, ଖବର ଆସିଛି…
ଗୋଆରେ ରୁଷୀୟ ମହିଳାଙ୍କ ସହ ଲଜ୍ଜାଜନକ କାର୍ଯ୍ୟ, ପୋଲିସ ବିରୋଧରେ ଗୁରୁତର ଅଭିଯୋଗ
ଗୋଆ,୨୩।୧୧: ଗୋଆ ପୁଣିଥରେ ଅନ୍ତର୍ଜାତୀୟ ଶିରୋନାମାରେ ସ୍ଥାନ ପାଇଛି, ଏବଂ ଏଥର ଏକ ଗଭୀର ଲଜ୍ଜାଜନକ କାରଣ ପାଇଁ। ଦୁଇଜଣ ବିଦେଶୀ ମହିଳା, ଜଣେ ଡିଜେ ଏବଂ ଜଣେ ଅଭିନେତ୍ରୀ, ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯେ ବୁଧବାର ମଧ୍ୟରାତ୍ରିରେ ନିୟମିତ…
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ ନୂଆକ୍ଷେତା-ନୂଆରାଇଗୁଡ଼ା ରାସ୍ତାର ଧାନମଞ୍ଚା ପାଖରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ…
କ୍ଷମା ମାଗିଲେ ଲିଜା, କହିଲେ-ଯାହା ବି କହିଛି ‘ସ୍ଲିପ୍ ଅଫ୍ ଟଙ୍ଗ୍’
ଭୁବନେଶ୍ୱର,୨୩।୧୧: ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଅନେକ କଥା ସାମ୍ନାକୁ ଆସୁଛି। ତାଙ୍କ ସହ କାମ କରିଥିବା କିଛି କଳାକାର ସାମ୍ନାକୁ ଆସି ମନ୍ତବ୍ୟ ରଖୁଛନ୍ତି। ଏହି କ୍ରମରେ ଆଙ୍କର ଲିଜାଙ୍କ ବୟାନ ବିବାଦ ଘେରକୁ…
ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ
ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ…
ଏଲିଏନ ବିଷୟରେ ଜାଣିଥିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଏଚ.ଡବ୍ଲୁ ବୁଶ? ନୂଆ ଡକ୍ୟୁମେଣ୍ଟାରୀରେ ଚାଞ୍ଚଲ୍ୟକର ଦାବି
ଓ୍ବାଶିଂଟନ,୨୩।୧୧: ଏଲିଏନମାନଙ୍କର ଅସ୍ତିତ୍ୱ ବିଶ୍ୱ ପାଇଁ ଏକ ରହସ୍ୟ ହୋଇ ରହିଛି। ହଲିଉଡ ଫିଲ୍ମଠାରୁ ଆରମ୍ଭ କରି ବିଜ୍ଞାନ ଜଗତ ପର୍ଯ୍ୟନ୍ତ ଏହା ବିଷୟରେ ଅନେକ ବଡ଼ ଦାବି କରାଯାଇଛି। ଏବେ, ଏକ ନୂଆ ଡକ୍ୟୁମେଣ୍ଟାରୀ ଦାବି କରିଛି ଯେ ପୂର୍ବତନ…
ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ
ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ ଦେଖିବା…
ଆକ୍ସନ ମୋଡରେ ଧର୍ମଶାଳା ପୋଲିସ: ଘନଘନ ବୁଲଛି ପୋଲିସ ଗାଡ଼ି
ଧର୍ମଶାଳା,୨୩।୧୧ (ଶିବପ୍ରସାଦ ମହାନ୍ତି): ଆକ୍ସନ ମୋଡରେ ଧର୍ମଶାଳା ପୋଲିସ। ଧର୍ମଶାଳା ପୋଲିସ ବାରମ୍ବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିରରୁ ପୂଜା ସାମଗ୍ରୀ ଚୋରି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ବିଳମ୍ବିତ ରାତିରେ ଆଉ ଦୁଇ ଜଣଙ୍କୁ…
ଅଧା ରହିଲା ଜଗା ଦର୍ଶନ: ପୁରୀ ଯାଉଥିଲେ ବାଟରେ ଘଟିଲା…
ଆନନ୍ଦପୁର,୨୩।୧୧(ସୁଶାନ୍ତ କୁମାର ସାହୁ ): ୨୦ ନମ୍ବର ରାଜ ପଥରେ ସକାଳୁ ସକାଳୁ ଦୁର୍ଘଟଣା ଘଟିଛି, ଟ୍ରାଭେଲରକୁ ପିଟିଛି ଟ୍ରକ। ଏଥିରେ ୭ ଗୁରୁତର ହୋଇଥିବା ବେଳ ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆନନ୍ଦପୁର ଉପଖଣ୍ଡ ପୁରୁଣୀଆ ଗ୍ରାମର…
କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ! ଖାର୍ଗେଙ୍କୁ ଭେଟିବା ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ବେଙ୍ଗାଲୁରୁ,୨୩।୧୧: କର୍ନାଟକ କଂଗ୍ରେସ ଭିତରେ ଫାଟ ହେବାର କଳ୍ପନାଜଳ୍ପନା ମଧ୍ୟରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଥିଲେ। ଶନିବାର, ସିଦ୍ଧରମୈୟା ଖାର୍ଗେଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଥିଲେ, ଯାହା ରାଜ୍ୟରେ ନେତୃତ୍ୱ ଆଲୋଚନାର ଅନ୍ତ ଘଟାଇଥିଲା। କଂଗ୍ରେସ ଅଧ୍ୟକ୍ଷଙ୍କ…
ଇପିଏଫ୍ କ୍ଲେମ୍ ‘Under Process’ରେ ଅଟକିଛି କି? ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିଯିବ ଟଙ୍କା
ନୂଆଦିଲ୍ଲୀ,୨୩।୧୧: କର୍ମଚାରୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ମାସରେ ପିଏଫ୍ (ପ୍ରଭିଡେଣ୍ଟ ଫଣ୍ଡ)ରେ ଟଙ୍କା ଜମା ହୋଇଥାଏ। କିନ୍ତୁ ଜରୁରୀ କାମ ପଡ଼ିଲେ ପିଏଫ୍ ଟଙ୍କା ବାହାର କରିବାରେ ହେଉଥିବା ବିଳମ୍ବ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଉଥିଲା। ଏବେ…
‘ଆମର ବନ୍ଧୁତା ଅମର ରହୁ’, G20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ’ଣ କହିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ? ଜାଣନ୍ତୁ…
ଜୋହାନ୍ସବର୍ଗ,୨୩।୧୧: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମଧ୍ୟରେ ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା…

