ବାପା କି ବୟଫ୍ରେଣ୍ଡ ନୁହେଁ, Janhvi Kapoorଙ୍କୁ କିଏ ଦେଲା ୪କୋଟି ଟଙ୍କାର ଗାଡି ଗିଫ୍ଟ?
ଜାହ୍ନବୀ କପୁରଙ୍କ ଚମତ୍କାର କାର୍ ସଂଗ୍ରହରେ ଆଉ ଏକ ଲଗଜରୀ କାର୍ ଯୋଡି ହୋଇଛି। ଏହି କାରଟି ଅନନ୍ୟା ର୍ବିଲା ଜାହ୍ନବୀଙ୍କୁ ଉପହାର ଦେଇଛନ୍ତି। ଅନନ୍ୟା ବିର୍ଲା ଦେଶର ସବୁଠାରୁ ଧନୀ ଝିଅମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଜାହ୍ନବୀଙ୍କର ଜଣେ…
କିଡ୍ନୀରେ ଷ୍ଟୋନ୍ ହୋଇଥିଲେ ପରିସ୍ରା ପଟେ ବାହାର କରିଦେବ ଏହି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର…
ଆୟୁର୍ବେଦରେ ଅନେକ ପ୍ରକାରର ପତ୍ରକୁ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଏଥିମଧ୍ୟରୁ ଏକ ପତ୍ର ହେଉଛି ଅମରପୋଇ। ଏହାର ପତ୍ର ଶରୀର ପାଇଁ ବହୁତ ସ୍ବତନ୍ତ୍ର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଔଷଧୀୟ ଗୁଣରେ ଭରପୂର ଏବଂ…
ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍, ନାଁ ଜାଣିଲେ ଉଡିବ ହୋସ୍
IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି। ଏହି ସିଜିନରେ ସେ ୱାଲର୍ଡ ଫିଡର ଇଂରାଜୀ କମେଣ୍ଟ୍ରି ପ୍ୟାନେଲର ଅଂଶ। ଏଥିପାଇଁ ସେ…
ଚାଲାଣ ହେଉଥିଲା ଗଞ୍ଜେଇ: ମାଡିବସିଲା ପୋଲିସ, ୪ ଗିରଫ
ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ପୋଲିସ ଦ୍ୱାରା ଏକ କିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଗଞ୍ଜେଇ ବୋଝେଇ ମାକ୍ସ ପିକଅପ ଓ ବୋଲେରୋ ଗାଡିକୁ ପୋଲିସ ଜବତ କରିଛି। ବୌଦ୍ଧ…
ମା’ ସମଲେଶ୍ୱରୀଙ୍କ ମହାସ୍ନାନ, ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି
ବରଗଡ଼,୧୨ା୪: ଆଜି ଚୈତ୍ର ପୂର୍ଣ୍ଣିମା । ଏହି ଅବସରରେ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାର୍ଷିକ ମହାସ୍ନାନ ଉତ୍ସବ ଚାଲିଛି। ଭୋର୍ ୪ଟାରୁ ମା’ଙ୍କ ସ୍ବତନ୍ତ୍ର ପୂଜା ସହ ଦେବୀଙ୍କ ମହାସ୍ନାନ ପର୍ବ ହୋଇଥିଲା। ସେହିପରି ଭୋର ୪ଟା ୫୦ମିନିଟରୁ ଭକ୍ତଙ୍କ…
ବଦଳିଲା କି Tatkal Ticket ବୁକିଂ କରିବାର ସମୟ? ବଡ଼ ଅପଡେଟ୍ ଦେଲା ଭାରତୀୟ ରେଲଓ୍ବେ
ନୂଆଦିଲ୍ଲୀ,୧୨।୪: ଭାରତୀୟ ରେଲଓ୍ବେ ସ୍ପଷ୍ଟ କରିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଏହି ସମୟ ବଦଳାଇବା ସମ୍ପର୍କିତ କିଛି ମିଥ୍ୟା ଖବର ପ୍ରଚାର ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ…
ତୁଣ୍ଡ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: କହିଲେ ନବୀନ ମିଛ କହୁଛନ୍ତି, ମୋ ବିରୋଧରେ ବି ପାଣ୍ଡିଆନ…
ଭୁବନେଶ୍ୱର,୧୨ା୪: ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ ସାହସ ଜୁଟାଇପାରୁ ନ ଥିଲେ। ଯଦି ଦଳର କୌଣସି ବିଷୟରେ କେହି ପଚାରୁଥିଲେ ତେବେ…
କ’ଣ ଅଫିସରେ କଫି ମେସିନରୁ ପିଉଛନ୍ତି କି କଫି? ସାବଧାନ ହୋଇପାରେ ମାରାତ୍ମକ ରୋଗ
ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ କଫି ମେସିନ ସହିତ ନିଜର ଦିନ ଆରମ୍ଭ କରନ୍ତି। ସକାଳର ବୈଠକ ପୂର୍ବରୁ ହେଉ କିମ୍ବା ଅପରାହ୍ନରେ, ଅଧିକାଂଶ ଲୋକ ଅଫିସ ମେସିନରୁ କଫି ପିଅନ୍ତି, କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର…
ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ
ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ ସମୟରେ ତିନି ଜଣ ଆତଙ୍କବାଦୀ ଟଳିପଡ଼ିଛନ୍ତି। ଏହି ଅପରେଶନ ୯ ଏପ୍ରିଲରୁ ଚାଲିଥିଲା। ଶୁକ୍ରବାର…
ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଅଜିତ ବିଷୋୟୀ(୩୨)।…
ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ
ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ…
ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି
ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା ନେତା ତଥା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ସାକ୍ଷାତକରି ଜିଲାର ସମବାୟ…
Archives


