Home Left

୧୧ ବିମାନ ବାତିଲ କଲା ଏୟାର ଇଣ୍ଡିଆ, କାରଣ…

ନୂଆଦିଲ୍ଲୀ,୨୫ା୧୧: ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍‌ ୧୧ଟି ବିମାନ ବାତିଲ କରିଛି ଏୟାର…

ପଦ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ ସାମନ୍ତରାୟ, ବିଜେଡିରେ ହଇଚଇ

ଭୁବନେଶ୍ୱର,୨୫।୧୧: ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିର ସିନିୟର ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ଦଳ ଉପରେ ଅସନ୍ତୋଷ…

ଆଜି ଶ୍ରୀରାମ ମନ୍ଦିର ଧ୍ବଜାରୋହଣ ସମାରୋହ: ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଅଯୋଧ୍ୟା,୨୫।୧୧: ଆଜି ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ। ଏହି ଦିନ ମାତା ସୀତା ଏବଂ ମହାପ୍ରଭୁ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା। ଏହି ପୂଣ୍ୟତିଥି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ହେଉଛି ଧ୍ବଜାରୋହଣ ସମାରୋହ। ଏନେଇ ଉତ୍ସବମୁଖର ହୋଇପଡିଛି ଅଯୋଧ୍ୟା। ଏହି ପରିପ୍ରେକ୍ଷୀରେ…

ଶେଷରେ ସାମ୍ନାକୁ ଆସିଲା ଅର୍ପିତାଙ୍କ ସାଂଘାତିକ କଥା! ହ୍ୟୁମାନଙ୍କ ମୃତ୍ୟୁକୁ ନେଇ କହିଲେ…

ଭୁବନେଶ୍ୱର,୨୫।୧୧: ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। AIIMS ଭୁବନେଶ୍ୱରରେ ୭୨ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ସେ ଶେଷ…

ଆଉ ଏକ ଲଘୁଚାପ ସୃଷ୍ଟି: ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ…

ଭୁବନେଶ୍ୱର,୨୫।୧୧:ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି। ସକାଳ ୫ଟା ୩୦ରେ ବଙ୍ଗୋପସାଗର ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ସକ୍ରିୟ…

ଅପମିଶ୍ରଣ ଅଭିଯୋଗ: କଟକରେ ଯାଞ୍ଚ ହେଲା କ୍ଷୀର ଗାଡ଼ି

କଟକ,୨୫।୧୧: CMC ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ମଙ୍ଗଳବାର କଟକ ବିଡ଼ାନାସୀ ଅଞ୍ଚଳରେ ବଡ଼ ଧରଣର ଚଢାଉ କରାଯାଇଛି। କ୍ଷୀରରେ ଅପମିଶ୍ରଣ ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ମୋବାଇଲ ଭ୍ୟାନ୍‌ରେ ଆସୁଥିବା କ୍ଷୀର ସହ ସମସ୍ତ…

ବିଜେଡିରେ ହଲଚଲ: ପଦ ଛାଡିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୫।୧୧: ବିଜେଡିକୁ ବଡ଼ ଝଟକା ଲାଗିଛି। ପଦ ଛାଡିଲେ ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିର ସିନିୟର ସିଟିଜେନ୍‌ ସେଲ୍‌ ଉପସଭାପତି ପଦରୁ ମଙ୍ଗଳବାର ଦେବାଶିଷ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଦେବାଶିଷ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।…

ନାଗରିକତ୍ୱ ନିୟମ ବଦଳାଇଲା କାନାଡା

ନୂଆଦିଲ୍ଲୀ,୨୫ା୧୧ କାନାଡା ସରକାର ନାଗରିକତ୍ୱ ଆଇନରେ ଆଧୁନିକୀକରଣ କରିଛନ୍ତି। ପୁରୁଣା ନିୟମରେ ଯେଉଁମାନେ ନାଗରିକତ୍ୱରୁ ବାଦ୍‌ ପଡ଼ିଥିଲେ ସେମାନେ ସଂଶୋଧିତ ନିୟମରେ ଉପକୃତ ହେବେ। ବିଲ୍‌ ସି-୩କୁ ରାଜକୀୟ ମଞ୍ଜୁରୀ ମିଳିଛି। ଉକ୍ତ ଆଇନ ଅନୁଯାୟୀ, ସ୍ବାଭାବିକ ନାଗରିକମାନେ ସେମାନଙ୍କର ବିଦେଶରେ…

ଇଥିଓପିଆରେ ଲାଭା ଉଦ୍‌ଗିରଣ, ଭାରତ ଆଡ଼କୁ ମାଡ଼ିଆସୁଛି ପାଉଁଶ

ନୂଆଦିଲ୍ଲୀ,୨୪ା୧୧: ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଉତ୍ତର ଭାରତରେ ପହଞ୍ଚିଲାଣି ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ ବେସାମରିକ ବିମାନ…

ଟ୍ୟାଙ୍କର୍‌-ବୋଲେରୋ ଧକ୍କା: ଚାଲିଗଲା ୩ ଜୀବନ, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଚୌଦ୍ୱାର,୨୫।୧୧: କଟକ ଜିଲା ରଜକଣା ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର୍‌ ସହ ବୋଲେରୋ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇ SCB ମେଡିକାଲରେ…

ମାଡିଆସୁଛି ବଡ଼ ବାତ୍ୟା! ଆଗାମୀ ୪୮ ଘଣ୍ଟା ମଧ୍ୟରେ…ଜାଣନ୍ତୁ ଅପଡେଟ୍‌

ଭୁବନେଶ୍ୱର,୨୫।୧୧: ସାରା ଦେଶରେ ପାଗ ପରିବର୍ତ୍ତନ ହେଉଛି। ନଭେମ୍ବର ମାସ ବଢ଼ିବା ସହିତ ଥଣ୍ଡା ବୃଦ୍ଧି ପାଉଛି। ଦିନର ପାଗ ସ୍ପଷ୍ଟ ଏବଂ ଶୁଷ୍କ ରହୁଥିବା ବେଳେ, ସନ୍ଧ୍ୟା ହେବା ସହିତ ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ଏହି ସମୟରେ, ପାଣିପାଗ…

ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ପତାକା ଉଡାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ଏହି ପତାକା ଉତ୍ତୋଳନ ମନ୍ଦିର ନିର୍ମାଣ ସମାପ୍ତିର ଚିହ୍ନ ହେବ ଏବଂ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?