Home Left

ଇଦ୍‌ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍‌ ଆଗରେ ଲାଗିଲା ଆଇଏସ ପତାକା

ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ ନିକଟରେ ସୁରକ୍ଷାକର୍ମୀଙ୍କୁ କିଛି ଲୋକ ଟେକା ପଥର ମାଡ କରି ଆତଙ୍କୀ ସଂଗଠନ ଆଇଏସର…

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର, ବିଭାଗ ଯନ୍ତ୍ରୀଙ୍କ ନିକଟରେ ଖବର ନାହିଁ

ଦାରିଙ୍ଗବାଡ଼ି,୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ସିପୁବାଡ଼ି ଗ୍ରାମର ସୁରକ୍ଷିତ ପ୍ରଧାନ। ସିପୁବାଡ଼ି ଗ୍ରାମର ଶେଷ…

ବିଶ୍ୱ ପରିବେଶ ଦିବସରେ ବ୍ରହ୍ମପୁର ବିଏମ୍‌ସି ପକ୍ଷରୁ କପଡ଼ା ବ୍ୟାଗ୍‌ ବଣ୍ଟନ

ବ୍ରହ୍ମପୁର ଅଫିସ,୫।୬: ପଲିଥିନ୍‌ ଓ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ପଲିଥିନ୍‌ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରର ଭୟାବହତା ନେଇ ବୁଧବାର ସଚେତନତା ସୃଷ୍ଟି କରାଯାଇଛି । ବିଶ୍ୱ ପରିବେଶ ଦିବସ ଅବସରରେ…

ନିଜ ଭୂମିକାରେ ହ୍ରିତିକ୍‌ଙ୍କୁ ଦେଖି ଭାବବିହ୍ବଳ ହେଲେ ଆନନ୍ଦ କୁମାର: କହିଲେ ‘ସୁପର-୩୦’ ଟ୍ରେଲର ପୁରା ପରିବାରକୁ କନ୍ଦାଇ ଦେଲା

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର-୩୦’ର ଟ୍ରେଲର ପରଦାକୁ ଆସିଛି। ଦର୍ଶକମାନେ ଏହାକୁ ପସନ୍ଦ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ଟୁଇଟରରେ ପ୍ରତିକ୍ରିୟା ରଖି ହ୍ରିତିକ୍‌ଙ୍କ କାମର ପ୍ରଶଂସା କରୁଛନ୍ତି। ଚଳଚ୍ଚିତ୍ରଟି ବିହାରରେ କୋଚିଂ ସେଣ୍ଟର…

ବ୍ରିଟେନରେ ମହିଳାଙ୍କୁ ବଳାତ୍କାର କରି ଭାରତ ଚାଲିଆସିଥିଲେ ଯୁବକ: ମିଳିଲା ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଲଣ୍ଡନ, ୫।୬: ବ୍ରିଟେନରେ ଜଣେ ମହିଳାଙ୍କୁ ବଳାତ୍କାର କରି ଭାରତ ପଳାଇଆସିଥିବା ଜଣେ ବ୍ୟକ୍ତିଙ୍କୁ ୭ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଜୟ ରାଣା(୩୫) ନାମକ ଜଣେ ଯୁବକ ୨୦୧୭, ଡିସେମ୍ବର ୯ରେ ଇଂଲଣ୍ଡର ଲୋବସ୍ଫୋଟ ସହରରେ ଲିଫ୍ଟ ଦେବାକୁ କହି…

ପାରିବାରିକ କଳହ: ସାନଭାଇ କଟୁରି ଚୋଟରେ ବଡ଼ଭାଇ ମୃତ

ନୟାଗଡ଼ ଅଫିସ,୫।୬: ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇ କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିି ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ। ମୃତକ ବଡ଼ଭାଇ ଜଣଙ୍କ ହେଲେ କୁବେର ସାହୁ। ପ୍ରକାଶ ଯେ,…

ଅଜବ ଗାଁ : ଘର ରଙ୍ଗ କରାଯାଏନି କି ବିବାହ ଉତ୍ସବରେ ସାଜସଜା ହୁଏନି

ରଙ୍ଗ ହେଉ କି ସାଜସଜା ପ୍ରାୟ ସମସ୍ତଙ୍କୁ ଆକର୍ଷଣ କରିଥାଏ। ଏଥିପାଇଁ ଲୋକେ କେତେ ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି। ବିଶେଷକରି ଘର ତିଆରି କରିବା ସହ ଏଥିରେ ରଙ୍ଗ ଏବଂ ବିବାହ ଉତ୍ସବରେ ସାଜସଜା ପାଇଁ ବହୁ ଅର୍ଥ ବ୍ୟୟ…

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଏଥିପାଇଁ ସେ ସମସ୍ତ ବିଭାଗର ବଜେଟରେ କାଣ୍ଟଛାଟ କରିବେ ବୋଲି ସୂଚନା ମିଳିଛି।…

ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି କହିଛନ୍ତି ସଲମାନ ମୋ ପୁଅ ଭଳି। ୧୯୮୮ରେ…

ସାପ କାମୁଡ଼ାରେ ମହିଳା ମୃତ

ଦାରିଙ୍ଗବାଡ଼ି,୫।୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଗଦଡ଼ି ଗ୍ରାମରେ ସାପକାମୁଡ଼ାରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଇଟି ପ୍ରଧାନ ା ସୁଇଟିଙ୍କୁ ସାପ କାମୁଡ଼ିଥିବା ଜାଣିବା ପରେ ଶ୍ୱଶୁର ଘର ଲୋକେ ତାଙ୍କୁ କ.ନୁଆଗାଁ…

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ମାୟାବତୀ

ମେରଠ,୫।୬: ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ଦୀର୍ଘ ବର୍ଷର ଶତ୍ରୁତାକୁ ଭୁଲି ଗତ ଲୋକ ସଭା ନିର୍ବାଚନରେ ଏକାଠି ହୋଇଥିଲେ। ଚଳିତବର୍ଷ ଜାନୁୟାରୀରେ ହିଁ ଦୁଇ ଦଳର ମୁଖ୍ୟ ଏକ ଖବରଦାତା ସମ୍ମିଳନୀରେ ଏକାଠି ହୋଇଥିବା ଘୋଷଣା କରିଥିଲେ। ସେତେବେଳେ ରାଜନୈତିକ ବିଶେଷଜ୍ଞ…

ଶ୍ମଶାନରେ ଚାଲୁଛି କୋଚିଂ ସେଣ୍ଟର

ଅହମଦାବାଦ୍‌, ୫।୬: ସୁରତ କୋଚିଂ ସେଣ୍ଟରରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ପରେ ଗୁଜୁରାଟ ସରକାର ଫାୟାର ସେଫ୍ଟି ମାନକ ନିମ୍ନମାନର ଥିବା ଦର୍ଶାଇ ସହରର ପ୍ରାୟ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କୋଚିଂ ସେଣ୍ଟର ମାଲିକମାନେ ବଗିଚା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?