ଓଡ଼ିଆ ପାଇଲଟ୍ ମୃତ
କବିସୂର୍ଯ୍ୟନଗର/ଭୁବନେଶ୍ୱର,୧୩।୬(ବ୍ୟୁରୋ): ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍) ବିମାନ ଏଏନ୍-୩୨ର ସମସ୍ତ ଯାତ୍ରୀ ମୃତ। ଗୁରୁବାର ବିଧିବଦ୍ଧ ଭାବେ ଆଇଏଏଫ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିମାନର ଚାଳକ ଦଳରେ ଓଡ଼ିଆ ପାଇଲଟ୍ ସୁନୀତ୍ ମହାନ୍ତି ଥିଲେ। ଆଇଏଏଫ୍ର ଏହି ଘୋଷଣା ପରେ…
ଜୁଲାଇ ୪ରେ ରଥଯାତ୍ରା: ବସିଲା ତୃତୀୟ ସମନ୍ବୟ ବୈଠକ
ପୁରୀ ଅଫିସ,୧୩।୬: ଚଳିତବର୍ଷ ରଥଯାତ୍ରାର ତୃତୀୟ ସମନ୍ବୟ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହଡ଼ା ଯାତ୍ରା, ସୁନାବେଶ,…
ଢାବା ଉପରେ ବୋମାମାଡ଼ କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ବୁଧବାର ରାତିରେ ବୋମାମାଡ଼ ହୋଇଛି। ଏଥିରେ ଢାବାମାଲିକଙ୍କର ବୁଲେଟ୍ ଏବଂ କାର୍ଟି ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ୭/୮ ଜଣ ଦୁର୍ବୃତ୍ତ…
ରଥଖଳାରେ କାମ ପାଇଁ ଶ୍ରଦ୍ଧାଭାବ ଆବଶ୍ୟକ
ନନ୍ଦିଘୋଷ ରଥର ଅନ୍ୟତମ ବରିଷ୍ଠ ରୂପକାର ଲିଙ୍ଗରାଜ ମହାପାତ୍ର। ୫ବର୍ଷ ବୟସରେ ସେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ବାପା ଆର୍ତ୍ତତ୍ରାଣଙ୍କଠାରୁ ସେ ବାରିସୀ, ନିହଣ ଧରିବା ଶିଖିଥିଲେ। ଲିଙ୍ଗରାଜ କହିଛନ୍ତି, ସ୍କୁଲ ଛୁଟି ହେଲେ ବହିବସ୍ତାନି ସହ…
ଆଇଓସିଏଲ୍ ପାଇପ୍ କାଟି ତେଲ ଚୋରି
ବାସୁଦେବପୁର,୧୩ା୬(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗୁଡ଼ା ଗ୍ରାମ ଦେଇ ବିଲ ମଧ୍ୟରେ ଯାଇଥିବା ଆଇଓସିଏଲ୍ର ପାଇପ୍ କାଟି ବୁଧବାର ରାତିରେ କେହି ତେଲ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଗୁରୁବାର ପୂର୍ବାହ୍ନରେ ଏହା ଜଣାପଡ଼ିବା ପରେ…
ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଭାଜପା
ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପାର୍ଟି ମୁଖ୍ୟାଳୟରେ ଗୁରୁବାର ଏକ ବୈଠକ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ…
ଗୁହାଳ ଖୋଜା
କଟକରେ ଏବେ ଗୁହାଳ ଖୋଜା ଚାଲିଛି। ସାଧାରଣତଃ ଗଁ।ଗହଳିରେ ବର୍ଷାଦିନ ପୂର୍ବରୁ ଜାଳକାଠକୁ ସାଇତି ରଖିବା ପାଇଁ ଲୋକେ ଭାଡ଼ି (ଅସ୍ଥାୟୀ କୁଡ଼ିଆ) ନିର୍ମାଣ କରିଥାନ୍ତି। ସେଥିରେ ଜାଳକୁ ବର୍ଷାଦାଉରୁ ରକ୍ଷା କରିଥାନ୍ତି। ଏହାବାଦ୍ ମୁଗ ବୋତି (ମୁଗ ଶୁଖିଲା ପତ୍ର)କୁ…
ଇଶ୍ୱରଙ୍କ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ
ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା କୋଟାମରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ହେବା ପାଇଁ…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ
ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମପିଓ। ଇଣ୍ଡିଆ ଆଇଡିଆଜ୍ ସମିଟ୍କୁ ସମ୍ବୋଧିତ କରି ମାଇକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କହିଛନ୍ତି,…
ପଶ୍ଚିମବଙ୍ଗ ହିଂସାକୁ ନେଇ ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ
କୋଲକାତା,୧୩।୬: ଲୋକ ସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଲାଗି ରହିଥିବା ରାଜନୈତୀକ ହିଂସା ଥିମିବାର ନାଁ ନେଉନି। ଏହା ବେଳକୁ ବେଳ ଉଗ୍ର ହେଉଥିବାରୁ ରାଜ୍ୟପାଳ କେଶରି ନାଥ ତ୍ରିପାଠୀ ପ୍ରମୁଖ ରାଜନୈତୀକ ଦଳଙ୍କର ଏକ ବୈଠକ ଡକାଇଛନ୍ତି। ପତ୍ର ମାଧ୍ୟମରେ…
ଭୋକିଲା ଗାଈ ଶବାଧାରରେ ସାମିଲ ହେଲେ ସାଧୁସନ୍ଥ
ଜୟପୁର, ୧୩।୬: ରାଜସ୍ଥାନ ବାରମେର ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଭୋକିଲା ଗାଈର ମୃତ୍ୟୁକୁ ବିରୋଧ ପ୍ରଦର୍ଶନ କରି ବହୁ ସାଧୁସନ୍ଥ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାରମେର ଏବଂ ଜାସଲମେର ଜିଲାରେ ଘାସ ଚାରା ଅଭାବ ଥିବାରୁ ଗାଈ ଏବଂ…
ତଳମୂଳରେ ହାତୀପଲ, ଲୋକେ ଆତଙ୍କିତ
ବଅଁରପାଳ,୧୩ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଓ ମହୀଧରପୁର ଅଞ୍ଚଳକୁ ବୁଧବାର ରାତିରୁ ୧୭ଟି ହାତୀ ପଳାଇ ଆସିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀପଲ ଲୋକଙ୍କ ବାଡ଼ି ବଗିଚାରେ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି। ତଳମୂଳ…

