Home Left

ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୋନମ୍‌ ବେଳେବେଳେ ଏମିତି କିଛି ଫଟୋ ଶେୟାର କରନ୍ତି ଯାହାକୁ ଦେଖି ଫିଦା ହୁଅନ୍ତି…

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବାୟୁସେନା ବିମାନର ମିଳିଲା ବ୍ଲାକ୍‌ ବକ୍ସ

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର କୌଣସି…

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପରାମର୍ଶ ଦେଲେ ପିଡି

ଦାରିଙ୍ଗବାଡ଼ି,୧୩ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ କନ୍ଧମାଳ ଡିଆରଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱନାଥ ବାରିକ ସମୀକ୍ଷା କରିଛନ୍ତି। ଉଭୟ ଦାରିଙ୍ଗବାଡ଼ିରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ…

ଭଲ ବ୍ୟବସାୟ କରୁଛି ଭାଇଜାନ୍‌ଙ୍କ ‘ଭାରତ’, ଖୁବ୍‌ଶୀଘ୍ର ସାମିଲ ହେବ ୨ଶହ କୋଟି କ୍ଲବରେ

ମୁମ୍ବାଇ: ଇଦ୍‌ରେ ପରଦାକୁ ଆସିଥିବା ସଲ୍‌ମାନ-କଟ୍ରିନା ଅଭୀନିତ ‘ଭାରତ’କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଛି। ଏହାର ପ୍ରମାଣ ହେଉଛି ଫିଲ୍ମର ବ୍ୟବସାୟ। ରିଲିଜ୍‌ର ପ୍ରଥମ ସପ୍ତାହରେ ଏହା ଶହେ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଧୀରେ ଧୀରେ ଏହା ଦୁଇଶହ…

ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍‌ଚିଟ୍‌

ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଫଳରେ ସେ ଦୋଷମୁକ୍ତ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ମୁମ୍ବାଇ ଓସିୱାରା ବୋଲିସ ଷ୍ଟେଶନରେ…

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି ବା ପିଲା ଜନ୍ମ ପାଇଁ ଓଟି ବୁକ୍‌ କରାଯାଉଛି ବୋଲି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ…

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ ତପସ୍ୟା କରୁଥିବା ଦେଖାଯାଇଛି। ଖୋଲା ଆକାଶ ତଳେ ଚାରିପଟେ ନିଆଁ ଜାଳି ସାଧୁ ଜଣଙ୍କ…

ରିଲିଜ୍‌ ହେଲା ‘ସାହୋ’ର ଟିଜର: ଦେଖିବାକୁ ମିଳୁଛି ପ୍ରଭାସଙ୍କ ଆକ୍ସନ ସହ ରୋମାନ୍ସ

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର। ଏଥିରେ ରୋମାନ୍ସ ସହ ଭରପୂର ଆକ୍ସନ ଦେଖିବାକୁ ମିଳୁଛି। ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଏଥିରେ ଅଭିନୟ କରିଛନ୍ତି। ତେବେ ଟିଜରକୁ ଦେଖିବା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ…

ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ

ନଟ୍ଟିଂହାମ,୧୩।୬: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଲାଗି ଟସ୍‌ରେ ବିଳମ୍ବ ହୋଇଛି। ଓଦା ଆଉଟ୍‌ ଫିଲ୍ଡ ଓ ପରେ ବର୍ଷା ଯୋଗୁ ଏପର୍ଯ୍ୟନ୍ତ ଟସ୍‌ ପଡ଼ିପାରି ନାହିଁ। ଏବେ ବର୍ଷା ବନ୍ଦ ହୋଇଯାଇଥିବାରୁ ଗ୍ରାଉଣ୍ଡରୁ ସମସ୍ତ…

ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରିଲେ ପ୍ରେମୀଯୁଗଳ

ଜୟପୁର,୧୩।୬: ରାଜସ୍ଥାନର ବାରମେର ଜିଲାରେ ଏଭ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମୀଯୁଗଳ ଫିଲ୍ମ ଷ୍ଟାଇଲରେ ପରସ୍ପରକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ଦୁଇଜଣ ହେଲେ ଶଙ୍କର ଏବଂ ଅଞ୍ଜୁ। ଏନେଇ ପୋଲିସ ସୂଚନା ପାଇବା ପରେ…

ଆଣ୍ଟିଗୁଆରୁ ଭାରତର ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ

ଆଣ୍ଟିଗୁଆ,୧୩।୬: ଆଣ୍ଟିଗୁଆର ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରୁ ଭାରତୀୟ ଦଳର ତା’ର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଆୟୋଜନ କରିିବ। ଏଠାରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ ସହ ଶୀର୍ଷ ର଼୍ୟାଙ୍କଧାରୀ ଭାରତ ଅଗଷ୍ଟ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌…

ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହାସହ ଯବାନଙ୍କ ସ୍ମୃତିରେ ଏକ ସଡ଼କର ନାମକରଣ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?