‘ବାୟୁ’ ପାଇଁ ଭୟ ନାହିଁ ଘରକୁ ଫେରିି ପାରିବେ ସୁରକ୍ଷିତ ସ୍ଥାନରେ ଥିବା ଲୋକେ: ରୂପାନି
ଗାନ୍ଧୀନଗର,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ଏବେ ଆଉ ଗୁଜରାଟ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏହା ତା’ର ଦିଗ ବଦଳାଇ ସାରିଛି। ଏହା ପଶ୍ଚିମ ମୁହାଁ ହୋଇଥିବାରୁ ଏବେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିବା ଲୋକେ ନିଜ ନିଜ ଘରକୁ…
‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ
ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ଏବେ…
ହେଲ୍ମେଟ ପିନ୍ଧି କାମ କଲେ ଡାକ୍ତର
ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ର ରେସିଡେନ୍ସ ଡାକ୍ତରମାନେ ହେଲମେଟ୍ ପିନ୍ଧି ରୋଗୀ ସେବା କରୁଥିବା ଦେଖିବାକୁ…
ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ
କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍ ୧୪…
ଟ୍ରିପଲ୍ ତଲାକ୍ ବିଲ୍କୁ ବିରୋଧ କରିବ ଜେଡିୟୁ
ପାଟନା, ୧୪।୬: କେନ୍ଦ୍ର କ୍ୟାବିନେଟ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଛି। ଅଗାମୀ ସଂସଦୀୟ ଅଧିବେଶନରେ ଏହି ବିଲ୍ ଆସିବ ବୋଲି ପଥ ପରିଷ୍କାର ହୋଇଛି। ଭାଜପା ନେତୃତ୍ୱାଧୀନ ଏନଡିଏରେ ରହିଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ ବିଲକୁ ରାଜ୍ୟସଭାରେ…
ଛୋଟ ପରଦାକୁ ଫେରିଲେ କରଣ, ଏକ୍ତାଙ୍କ ସାମ୍ନାରେ ରଖିଥିଲେ ସର୍ତ୍ତ
୬ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଅଭିନେତା କରଣ ସିଂହ ଗ୍ରୋଭର। ଏକ୍ତା କପୁରଙ୍କ ଟିଭି ଶୋ ‘କସୌଟି ଜିନ୍ଦେଗିକି-୨’ରେ ତାଙ୍କୁ ଦେଖିବାକୁ ମିଳିବ। ଇତି ମଧ୍ୟରେ ତାଙ୍କ ଚରିତ୍ର ମିଷ୍ଟର ବଜାରର ପ୍ରଥମ…
ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ
ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍ରେ ଜୀବନ ଯିବାର ଆଶଙ୍କା ଥାଏ। ଯେଉଁଠାକୁ ଯିବା…
ଚମ୍ପା, ଚମେଲି, ବାଦଲଙ୍କୁ ମିଳିଲା ଇଚ୍ଛାମୃତ୍ୟୁ ଅନୁମତି
ଗୋରଖପୁର,୧୪।୬: ଉତ୍ତର ପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗାଁଓରେ ୨ଟି ଘୋଡ଼ି ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ଜୀବ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡିତ ଥିଲେ। ଯେଉଁଥିରେ ମୃତ୍ୟୁ…
ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବାରିପଦା ଅଫିସ,୧୪।୬: ଚିକିତ୍ସା ଅବହେଳାରୁ ବାରିପଦା ମେଡିକାଲ କଲେଜରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏ ନେଇ ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରାଯାଇଛି। ସୂଚନା ମୁତାବକ ଖୁଣ୍ଟା…
ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର
କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ ଦେଇଛନ୍ତି। ଧିରେ ଧିରେ ଏହି ଆନ୍ଦେଳନ ତୀବ୍ର ହେବାକୁ ଲାଗିଥିବାବେଳେ ଶୁକ୍ରବାର କୋଲକତା ହାଇକୋର୍ଟ…
ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର
ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି ସ୍କୁଲ। ଛାତ୍ରୀଛାତ୍ର ଫି’ ବଦଳରେ ସ୍କୁଲକୁ ପ୍ଲାଷ୍ଟିକ ବୋତଲ ନେଇ ଯାଇଥାନ୍ତି। ଏହା ସହିତ…
ଦାଦା-ପୁତୁରା ହେବେନି ଏକାଠି: ଏକାକୀ ନିର୍ବାଚନ ଲଢିବେ ଶିବପାଲ
ଲକ୍ଷ୍ନୌ, ୧୪।୬: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ ଭାଙ୍ଗିବା ପରେ ସାନ ଭାଇ ଶିବପାଲ ଯାଦବ ଏବଂ ପୁଅ ଅଖିଲେଶକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଥିଲେ ମୁଲାୟମ ସିଂହ ଯାଦବ। କିନ୍ତୁ ମୂଲାୟମଙ୍କ…

