ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା
ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ଖବରକୁ ନେଇ ବର୍ଷିଛନ୍ତି ପ୍ରିୟଙ୍କା। ଏହାକୁ ନେଇ…
ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ
ବାଳକାଟୀ,୧ା୭(ଡି.ଏନ୍.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ ଆରମ୍ଭ ହେଉ ହେଉ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଉଠାଇ ନେଇ ଥାନାରେ…
ହାରିଗଲା ଭାରତ, ଫଶିଲା ପାକିସ୍ତାନ
ବର୍ମିଂହାମ, ୧।୭:ଚଳିତ ଆଇସିସି ବିଶ୍ୱକପରେ ଫେଭରାଇଟ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ ମ୍ୟାଚରେ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡଠାରୁ ଭାରତ ପରାସ୍ତ…
ଖାଲକୁ ଖସିଲା ସ୍କୁଲ ବସ୍ ଡ୍ରାଇଭର ସମେତ ୩ ମୃତ
ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଥିବା ଅନ୍ୟ ୧୦ ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣା ପରେ…
ଟ୍ରଲରକୁ ଧକ୍କା ଦେଲା କଣ୍ଟେନର, ୨ ଜଣଙ୍କ ଜୀବନ ଗଲା
ଛତିଆ/ଚଣ୍ଡିଖୋଲ,୧ା୭(ଡି.ଏନ୍.ଏ.): ଯାଜପୁର ଜିଲା ବନ୍ଦାଳ ହାଟ କରନ୍ଦା ଛକ ନିକଟରେ ସୋମବାର ଭୋରରୁ ରଡ୍ ବୋଝେଇ ଟ୍ରଲର ପଛପଟେ ଏକ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କଟକ ଆଡ଼କୁ ରଡ୍ ବୋଝେଇ ଟ୍ରଲର ଠିଆ ହୋଇଥିବାବେଳେ…
ବାଇକ୍ ଚାଳକଙ୍କୁ ପିଛା କଲା ବାଘ: ଭିଡ଼ିଓ ଭାଇରାଲ
ଓ୍ବାଇନାଡ୍,୧।୭: କେରଳ ଓ୍ବାଇନାଡ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମୁଥାଙ୍ଗ୍ ଅଭୟାରଣ୍ୟ ନିକଟରେ ଥିବା ରାସ୍ତାରେ ବାଘ ବାଇକ୍ ଚାଳକଙ୍କ ପିଛା କରୁଥିବା ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଜଙ୍ଗଲ…
ଜର୍ସି ଯୋଗୁ ଭାରତ ହାରିଲା: ମେହବୁବା ମୁଫତି
ଶ୍ରୀନଗର, ୧।୭:ଆଇସିସି ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିବାରେ ସମର୍ଥ ହୋଇଛି ଆୟୋଜକ ଇଂଲଣ୍ଡ। ରବିବାର ବର୍ମିଂହାମରେ ଖେଳାଯାଇଥିବା ଏକ ମ୍ୟାଚ୍ ଭାରତକୁ ୩୧ରନରେ ପରାସ୍ତ କରି ଘରୋଇ ଦଳ ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ କରିଛି। ଭାରତ ପରାସ୍ତ ହେବା…
ଅସରାଏ ବର୍ଷାରେ ଜଳମଗ୍ନ ରାଜଧାନୀ : ଇସ୍କନ ମନ୍ଦିର ସମ୍ମୁଖରେ ଭାସିଲା କାର
ଭୁବନେଶ୍ୱର, ୧।୭ (ବ୍ୟୁରୋ): ରବିବାର ସନ୍ଧ୍ୟାରେ ପ୍ରାୟ ୧ ଘଣ୍ଟାର ବର୍ଷା ଦେଶର ୧ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥାକୁ କଦର୍ଯ୍ୟ କରିଦେଇଥିଲା। କେଉଁଠି ଅଣ୍ଟାଏ, କେଉଁଠି ଆଣ୍ଠୁଏ ପାଣି ଜମି ରହିଥିଲା। ଜାତୀୟ ରାଜପଥରେ ଥିବା ଫ୍ଲାଏଓଭରର ସ୍ଥାନେ ସ୍ଥାନେ…
ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ
ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଡିସନ୍ ମ୍ୟୁନସିପାଲ ଏୟାରପୋର୍ଟରେ ବିଚକ୍ରାପ୍ଟ କିଙ୍ଗ ଏୟାର ୩୫୦ ଉଡାଣ ଭରିବା ସମୟରେ…
ସରକାରୀ ବାବୁଙ୍କୁ ଉପହାର ମନା
ଲକ୍ଷ୍ନୌ,୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ସରକାରୀ ବାବୁଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଆଇନ ଲାଗୁ କରିବା ଜାରି ରଖିଛନ୍ତି। ପ୍ରଥମେ ସରକାରୀ ମିଟିଂରେ ମୋବାଇଲ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ସରକାରୀ କର୍ମଚାରୀ ସକାଳ ୯ଟା…
ହୃଦ୍ରୋଗ ଠାରୁ ଦୂରେଇ ରଖେ ତଟକା ଫଳମୂଳ
ହୃଦ୍ରୋଗ ପରି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ସେଥିପାଇଁ ସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ବିଷୟରେ ଅନେକେ ଅବଗତ ଥିବେ। ହେଲେ ଏହି ତାଲିକାରେ ନିକଟରେ ଆଉ ଏକ ବିଷୟକୁ ସାମିଲ…
ଡାକ୍ତର-ରୋଗୀ ଉପାଖ୍ୟାନମ୍
ଜୁଲାଇ ୧ ହେଉଛି ‘ଜାତୀୟ ଚିକିତ୍ସକ ଦିବସ/ ନ୍ୟାଶନାଲ ଡକ୍ଟର’ସ ଡେ । ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… “ରୋଗୀ ଚିକିତ୍ସାରେ ନିଜର ଭୁଲ୍ଭଟକାକୁ ଖୋଲାଖୋଲି ମାନିଯାଉଥିଲେ ଡାକ୍ତର ନିକୋଲାର ପିରାଟୋଭ। ଏପରିକି ନିଜ ଭୁଲ୍ କରିଥିବା କଥାକୁ ପ୍ରକାଶ…

