Home Left

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ କରିବାକୁ ଜିଲାପାଳ ତହସିଲଦାର ଡ. ଦୟାସିନ୍ଧୁ ପରିଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର…

ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ପୂରା ପରିବାରର ମୃତଦେହ: ମୁହଁରେ ଲାଗିଥିଲା କଳା ଟେପ୍‌

ଗାଜିଆବାଦ,୫।୭: ଗାଜିଆବାଦ ମସୁରୀରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ନ୍ୟୁ ଶତାବ୍ଦୀପୁରମ୍‌ର ଏକ ଘରେ ସ୍ବାମୀ ଓ ତାଙ୍କ ୩ଟି ପିଲାଙ୍କ ମୃତଦେହ ମିଳିଥିବା ବେଳେ…

୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର

ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଆମେରିକାରୁ। ଆମେରିକାର ଓହିଓରେ ଏକ ଯୋଡି ଶହେ ବର୍ଷ ବୟସରେ ବି…

ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ ଏକ ନୂଆ ଫଟୋ ଦର୍ଶକଙ୍କ ସାମ୍ନାକୁ ଆସିଛି।…

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି। ଚାଇନାର ଶୋନ୍‌ଡଙ୍ଗ୍‌ ପ୍ରାନ୍ତରେ ଏହି ନିୟମ ଲାଗୁ ହୋଇଛି। ଅଧିକାରୀଙ୍କ ମତରେ ଅସାମାଜିକ କାର୍ଯ୍ୟକଳାପ…

ଅପହରଣ ପରେ ଯୁବକଙ୍କୁ ଟାୟାର ଜାଳି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ/ନିରାକାରପୁର,୫।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ଓ ଉଗ୍ରତାରା ଛକ ନିକଟସ୍ଥ ଏକ ଜଙ୍ଗଲରୁ ଶୁକ୍ରବାର ସକାଳେ ହାଡ଼କଙ୍କାଳ ଜବତ ହୋଇଛି। ଏହା ନୟାଗଡ଼ ଜିଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗଁାର ରବି ପ୍ରଧାନ(୨୦)ଙ୍କର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ନିରାକାରପୁର…

ଛେଣ୍ତିପଦା ସାଲୁଇଖମଣରେ ବାର୍‌ହା ଆତଙ୍କ: ଜୀବନ ରକ୍ଷା ଲାଗି ପୋଖରୀକୁ ଡେଇଁଲେ ବ୍ୟକ୍ତି

ଛେଣ୍ଡିପଦା,୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସାଲୁଇଖମଣ ଗ୍ରାମରେ ଏକ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝି, ଝୁନାରାଣୀ ସାହୁ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଏକ ବାର୍‌ହା ନିକଟସ୍ଥ ଜଙ୍ଗଲରୁ ଗ୍ରାମ ଭିତରକୁ ପଶି…

ସଚିନଙ୍କ ଭବିଷ୍ୟବାଣୀ ସତ ହେଲା

ଲଣ୍ଡନ, ୫।୭: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭବିଷ୍ୟବାଣୀ ସତ ହୋଇଛି। ୨୦୧୯ ଆଇସିସି ବିଶ୍ୱକପକୁ ନେଇ ସେ କରିଥିବା ସମସ୍ତ ଆକଳନ ଗୋଟି ଗୋଟି କରି ବାସ୍ତବରେ ପରିଣତ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ସଚିନ ଭବିଷ୍ୟବାଣୀ…

ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ ଆସିଥିଲେ। ମହାରାଜ ସୁକଦେବ ଜେନାମଣି ଛେରାପହଁରା କରିଥିଲେ। ମନ୍ତ୍ରୀ ଗୁରୁପ୍ରସାଦ ମିଶ୍ର ପହଣ୍ଡିରେ ସାମିଲ…

ଜନ୍ମବେଦିରେ ପହଞ୍ଚିଲେ ଶ୍ରୀଜୀଉ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ, ମକୁନ୍ଦପ୍ରସାଦ, ଉଇଲକିଶନନଗର ଓ ଦଧିମାଛଗାଡିଆଠାରେ ରଥଯାତ୍ରା ଅନୁରୂପ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗର ବିଶ୍ୱନାଥ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ଟାଙ୍ଗିସାହିସ୍ଥିତ ମାଉସୀ ମା’ ମନ୍ଦିରକୁ ଯାଇଥିଲେ। ଧର୍ମ ପ୍ରକାଶ ମହାନ୍ତି ଛେରା…

ପ୍ରଦୂଷଣ ପ୍ରଭାବରୁ ରକ୍ଷାକରିବ ଗୁଡ଼

ପ୍ରଦୂଷଣ ଯୋଗୁ ଲୋକେ ଆଜ୍‌ମା, ବ୍ରୋଙ୍କାଇଟ୍ସ ଏବଂ ଶିଶୁଙ୍କ ମଧ୍ୟରେ ନିମୋନିଆ ଆଶଙ୍କା ବଢ଼ିବାରେ ଲାଗିଛି। ଆଗକୁ ଏହି ପ୍ରଦୂଷଣ ସ୍ତର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି। ତେବେ ଗୁଡ଼ ସେବନ ଦ୍ୱାରା ଏହି ସମସ୍ୟାରୁ କିଛି ପରିମାଣରେ ରକ୍ଷାପାଇପାରିବେ। ନିକଟରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?