ଖଡିବାହାଳି ଗାଁରେ ହାତୀ ଆତଙ୍କ: ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକଙ୍କ ଦାବି
କେନ୍ଦୁଝର, ୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖଡିବାହାଳି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତ ୫ ଦିନ ହେଲା ସନ୍ଧ୍ୟା ହେଲେ ଗାଁକୁ ହାତୀପଲ ମାଡ଼ି ଆସୁଛନ୍ତି। ଫସଲ ସବୁ ଦଳିକୁଦି ନଷ୍ଟ କରିବା ସହ ବାଡିବଗିଚା…
ବିଭିନ୍ନ ଦାବିନେଇ ୱେସ୍କୋ ଅଫିସ ଆଗରେ ଧାରଣା: ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ବରଗଡ଼ ଅଫିସ୍,୫।୭: ବରଗଡ଼ ବିଦ୍ୟୁତ ଉପଭୋକ୍ତା ସଂଘ ବିଭିନ୍ନ ଦାବି ନେଇ ଶୁକ୍ରବାର ସ୍ଥାନୀୟ ଗାନ୍ଧୀଛକ ନିକଟ ୱେସ୍କୋ ଅଫିସ ଆଗରେ ଧାରଣା ଦେଇଛି । ବିଦ୍ୟୁତ ବିଭ୍ରାଟର ସମ୍ପୂର୍ଣ୍ଣ ନିରାକରଣ, ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ ତଥା…
ବଲାଙ୍ଗୀର ଅଞ୍ଚଳରୁ ଜାଲ ନୋଟ ଜବତ, ଜଣେ ଅଟକ
ବଲାଙ୍ଗୀର ଅଫିସ, ୫।୭: ବଲାଙ୍ଗୀର ଜିଲା ଚନ୍ଦନଭାଟି ଫାଣ୍ଡି ପୋଲିସ ଶୁକ୍ରବାର ଚନ୍ଦନଭାଟି ଗ୍ରାମର ଜଣେ ଯୁବକଙ୍କ ନିକଟରୁ ୩ଟି ଶହେ ଟଙ୍କିଆ ଜାଲ ନୋଟ ଜବତ କରିଛି। ସେ ହେଲେ ପିଣ୍ଟୁ ମହାକୁର। ପୋଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା…
କୋରାପୁଟ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି
କୋରାପୁଟ,୫ା୭(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅବସରରେ ବଳଭଦ୍ରଙ୍କ ରଥକୁ ଛାଡ଼ି ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଅଧା ବାଟରେ ଅଟକି ରହିଥିଲା। ଶୁକ୍ରବାର ପୂର୍ବାହ୍ନରେ ଏହି ଦୁଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ପ୍ରାୟ…
ସୀତାରାମନ୍ଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା
ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍ରେ ୪୯ ବର୍ଷ ପରେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗରିବ, ଦଳିତ, କୃଷକ, ଯୁବବର୍ଗ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଏହା ଏକ…
ଦିଲ୍ଲୀର ଡିଜିଏଚ୍ଏସ୍ କୋଠାରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ହେଲ୍ଥ ସର୍ଭିସ (ଡିଜିଏଚ୍ଏସ୍) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।…
ଖୁବ୍ଶୀଘ୍ର ଉବଲବ୍ଧ ହେବ ୧, ୨, ୫, ୧୦,୨୦ ଟଙ୍କିଆ ମୁଦ୍ରା: ସୀତାରାମନ୍
ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖୁବ୍ଶୀଘ୍ର ୧, ୨, ୫, ୧୦ ଓ ୨୦ ଟଙ୍କିଆ ମୁଦ୍ରା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ଦୃଷ୍ଟିହୀନ ବ୍ୟକ୍ତି ଏହାକୁ…
ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା
ନବଜାତ ଶିଶୁ କଥା କହିପାରି ନ ଥାନ୍ତି। ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି। ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା, ହାତ ପାଟିରେ ପୂରାଇବା ଆଦି କିଛି ସଙ୍କେତ ଦେଇଥାଏ। ତାହା କେବଳ ବୁଝିବାକୁ ହେବ…
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ସୋପିଆନ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସୋପିଆନର ନରବାନି ଅଞ୍ଚଳରେ ଥିବା ଏକ ସେଓ ବଗିଚାରେ କିଛି ଆତଙ୍କବାଦୀ ଲୁଚି…
ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ
ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ, ବିବାହର ୧୦ ମାସ ପରେ ୧୭ ଅକ୍ଟୋବର ୨୦୧୬ରେ ପତ୍ନୀ ୟାଙ୍ଗଙ୍କ ସହ ଝଗଡା…
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ
ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଜିଲାର ୩ ହଜାର ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ୨୪ କୋଟି ପ୍ରଦାନ ତଥା ଅନ୍ୟାନ୍ୟ ଦାବିରେ ଏହି ଘେରାଉ…
ଶିକାର ଉଦ୍ଦେଶ୍ୟରେ ଗୁଳିମାଡ଼: ନାବାଳକ ଗୁରୁତର
ନୟାଗଡ଼ ଅଫିସ, ୫।୭: ନୟାଗଡ଼ ସଦର ବ୍ଲକ ଇଟାଭାଟି ଥାନା ପାଲଗୁଣ୍ଠୁଣି ଗ୍ରାମର ଜଣେ ନାବାଳକ ଶୁକ୍ରବାର ସକାଳେ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ଦୁଃଶାସନ(୧୫)। ପ୍ରକାଶ ଯେ, ଦୁଃଶାସନ ଭୋର ସମୟରେ ନିକଟସ୍ଥ ନାଳକୁ…

