Home Left

ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ

ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର ସୁରକ୍ଷା ବାର୍ତ୍ତା ଦେଇଥିଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରୁ ଆସିଥିବା ଏ. ବ୍ରହ୍ମାନନ୍ଦ ଆଚାରୀ। ବାତ୍ୟା…

ଶିଳ୍ପୀଙ୍କ ରଙ୍ଗ, ତୂଳୀ ବଖାଣିଲା ମହାପ୍ରଭୁଙ୍କ ଗାଥା

ପୁରୀ ଅଫିସ,୧୧ା୭: ଶିଳ୍ପୀର ପରିକଳ୍ପନା ବାସ୍ତବିକ ନିଆରା। କେତେବେଳେ କାନ୍‌ଭାସ ଉପରେ ତା’ ମନର ଭାବକୁ ଫୁଟାଇଥାଏ ତ ପୁଣି କେତେବେଳେ ତୋଳି ଧରେ ଅନ୍ୟର କଥା ଓ ଭାଷାକୁ। ତା’ ହାତର ସ୍ପର୍ଶରେ ଏଠି ରଙ୍ଗ, ତୂଳୀ କଥା କୁହନ୍ତି।…

କାମରେ ଆସୁନି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ

ମନମୁଣ୍ଡା, ୧୧।୭ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘିକୁଣ୍ଡି ପଞ୍ଚାୟତ ହାତୀପାଲିଠାରେ ଥିବା ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଏବେ କାମରେ ଲାଗୁନି । ଫଳରେ ଲୋକମାନେ ପାନୀୟ ଜଳ ପାଇଁ ଅସୁବିଧା ଭୋଗୁଛନ୍ତି । ସୂଚନା ଅନୁସାରେ, ୨୦୧୮ ମସିହାରେ ଗ୍ରାମ୍ୟ ଜଳଯୋଗାଣ…

ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଅମରପାଲି ଗ୍ରାମବାସୀ କାମକୁ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବିଭାଗୀୟ ଯନ୍ତ୍ରୀ…

ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୧୧ା୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଡଙ୍ଗାପାଳ ଗ୍ରାମରେ ୨୦୧୬ରେ ସଙ୍ଗଠିତ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ତଥା ଅତିରିକ୍ତ ଜିଲାଜଜ୍‌ ରାଜକିଶୋର ମହାପାତ୍ର ଅଭିଯୁକ୍ତ ସୁବାସ ସିଂଙ୍କୁ ଦୋଷୀ…

ଗାଧୋଇବାକୁ ଯାଉଥିବାବେଳେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ହାତୀ

ରାସୋଳ,୧୧।୭(ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅଧୀନ କାଦୁଆମଡା ଗ୍ରାମର ପ୍ରଫୁଲ ନାୟକ ଗୁରୁବାର ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେ ଅପରାହ୍ନରେ ଗ୍ରାମ ନିକଟସ୍ଥ ବେଗାନାଳକୁ ଗାଧୋଇବା ପାଇଁ ଯାଉଥିବାବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି…

୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା

ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ୨୫ ହଜାର ଜନସଂଖ୍ୟାକୁ ଆଧାର କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ନିରାମୟ ଯୋଜନାରେ…

ସ୍ଲୁଇସ ଗେଟ୍‌ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ

ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍‌ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗୋବରୀ ନଦୀରେ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ…

ବସ ଭଡ଼ା ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ)- ଡିଜେଲ ଦର ବୃଦ୍ଧି ହେଉ ହେଉ ରାଜ୍ୟ ସରକାର ବସ୍‌ ଭଡା ବୃଦ୍ଧି କରିଛନ୍ତି। ଯାହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସହ ଏହାକୁ ଅବିଳମ୍ବ ପ୍ରତ୍ୟାହାର କରିବା ଲାଗି ସଭାପତି ରବି ବେହେରା ଏକ ପ୍ରେସ ବିବୃତ୍ତିରେ…

ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ: ବାହାରିଲା ସଚେତନତା ରଥ

ରଘୁନାଥପୁର, ୧୧। ୭ (ଡି.ଏନ.ଏ.)- ଜାତୀୟ ସ୍ବାସ୍ଥ୍ୟମିଶନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜୁଲାଇ ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ…

ବର୍ଷା ଆଗମନରେ ଛତୁର ପସରା

କୋଳିମାଟି, ୧୧ା୭-(ଡି.ଏନ.ଏ.)-ବର୍ଷା ଦିନରେ ଆଗମନରେ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ରଙ୍ଗବେରଙ୍ଗର ଛତୁ ଫୁଟିଥାଏ। ଏହା ଦେଖିବାକୁ ସୁନ୍ଦର ହୋଇଥିବାଳେ ଖାଇବାକୁ ମଧ୍ୟ ସୁଆଦିଆ ହୋଇଥାଏ। ଗାଁରୁ ସହର ପର୍ଯ୍ୟନ୍ତ ଲୋକ ଏହି ଛତୁକୁ ବେଶ୍‌ ଆଗ୍ରହର ସହ କିଣିଥାନ୍ତି। କେନ୍ଦୁଝର ଜିଲା…

ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ଚମ୍ପୁଆ ପୋଲିସ ଏହାର ତନାଘନା କରିଛି। ସୂଚନା ଅନୁସାରେ ଚମ୍ପୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?