Home Left

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅମୃତଭଣ୍ଡା ପତ୍ର

ଆୟୁର୍ବେଦଶାସ୍ତ୍ରରେ ତୁଳସୀ, ଘିକୁଆଁରୀ ଓ ପୋଦିନା ପତ୍ରର ଅନେକ ଉପକାରୀ ଗୁଣ ରହିଥିବା ଉଲ୍ଲେଖ କରାଯାଇଛି। ଏବେ ଏହା ସହ ଯୋଡି ହୋଇଛି ଅମୃତଭଣ୍ଡା ପତ୍ର। ଏହି ପତ୍ରକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ତା’ ରସକୁ ଛାଣି ପିଇଲେ ଲାଭ…

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି। ଚମୋଲୀର ଉର୍ଗମ ଘାଟିରେ ହଜାରେ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ଅଞ୍ଚଳକୁ କେତେକ…

ଗଣ୍ଡଗୋଳ ପାଇଁ ଲୋୟର ସୁକ୍‌ତେଲ ୧୯ ବର୍ଷ ପରେ ଅଧା ରହିଛି: ବଲାଙ୍ଗୀରରେ ଚଳିତବର୍ଷ ୧୫ଶହ ଗଭୀର ନଳକୂପ ଖୋଳାଯିବ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବଲାଙ୍ଗୀର ଜିଲାକୁ ଜଳସେଚନ ସୁବିଧା ମିଳୁ ନାହିଁ। ରାଜ୍ୟ ସରକାର ସବୁ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ବଲାଙ୍ଗୀର ଜିଲାର ଅନେକ ବ୍ଲକରେ ୧ ପ୍ରତିଶତ ଜଳସେଚନ…

ଶୀତଳଭଣ୍ଡାର, ଆଳୁମିଶନ ବନ୍ଦ ଆରୋପ ମହାରଥୀଙ୍କୁ ବାଧିଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ) : କାଲିଠୁ ମୁଁ ଖାଇନି। ଆପଣ ମନ୍ତ୍ରୀ ହୋଇଥିଲେ କ’ଣ ଏକଥା ସହିପାରିଥାନ୍ତେ! ମୋର ସବୁ ସମ୍ମାନ ଆପଣଙ୍କ ପାଖରେ। ବୁଧବାର ମୋହନ ମାଝିଙ୍କ ପ୍ରଶ୍ନୋତ୍ତର ବେଳେ ଅର୍ଥମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଲେ, ତାହା ମୋତେ ବହୁତ ବାଧିଛି। ଆପଣ…

ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ଏଥିଯୋଗୁ ସେହି ଲୋକମାନେ କୌଣସି ସୁବିଧା ସୁଯୋଗ…

ଧାରଣାସ୍ଥଳରେ କର୍ମଚାରୀଙ୍କର ହେଲା ବିବାହ କର୍ମ

ଠାଣେ,୧୮।୭: ଅମରାବତି ଜିଲାରେ ନିଖିଲ ତେଖି ନାମକ ଜଣେ ବ୍ୟକ୍ତି ନିଜ ବଦଳିକୁ ନେଇ ଧାରଣାରେ ବସିଥିଲେ। ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡରେଶନର କେତେଜଣ କର୍ମଚାରୀ ତାଙ୍କ ବଦଳିକୁ ଅବୈଧ ଦର୍ଶାଇ ଧାରଣାରେ ବସିଛନ୍ତି। ସେଥିମଧ୍ୟରୁ ନିଖିଲଙ୍କର ବିବାହ ଆସନ୍ତା…

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି…

ଖାଲି ପାଦରେ ବିଧାନସଭା ଆସିଲେ ଦେବେ ଗୌଡାଙ୍କ ପୁଅ

ବେଙ୍ଗାଲୁରୁ,୧୮।୭: କର୍ନାଟକର ମନ୍ତ୍ରୀ ଏଚ୍‌ଡି ରେଭାନ୍ନା ଗୁରୁବାର ଖାଲି ପାଦରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କର ସେହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

କୋରାପୁଟ ଜିଲାରେ ୨୬୧.୫ ମି.ମି. ବର୍ଷା ରେକର୍ଡ

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୨୬୧.୫ ମି.ମି. ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୦ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି ଜିଲାର ଜୟପୁର ବ୍ଲକରେ ୪୮.୬ ମି.ମି. ବର୍ଷା ହୋଇଥିବାବେଳେ ନନ୍ଦପୁରରେ ୪୧.୨…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖକ୍କାନ ଆବ୍ବାସି ଗିରଫ

ଲାହୋର,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ମୁଖ୍ୟ ସହିଦ ଖକ୍କାନ ଆବ୍ବାସିଙ୍କୁ ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ଟୋଲ୍‌ ପ୍ଲାଜା ନିକଟରୁ ଗୁରୁବାର ଗିରଫ କରିଛି। ଲିକ୍ୟୁଫାଏଡ ନ୍ୟାଚୁରାଲ ଗ୍ୟାସ(ଏଲ୍‌ଏନ୍‌ଜି)ରପ୍ତାନି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।…

ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ନିଖୋଜ ବିଧାୟକ

ମୁମ୍ବାଇ, ୧୮।୭: କର୍ନାଟକରେ ଏଚ୍‌ଡି କୁମାରସ୍ବାମୀ ସରକାର ଗୁରୁବାର ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ ଦେଇଛନ୍ତି। ଏପଟେ କଂଗ୍ରେସ-ଜେଡି(ଏସ) ମେଣ୍ଟର କିଛି ବିଧାୟକ ଗୃହରେ ଅନୁପସ୍ଥିତ ଥିଲାବେଳେ ସେପଟେ ନିଖୋଜ ଥିବା କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁଧବାର…

ପୁତ୍ର ସନ୍ତାନର ପିତା ହେଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡିମେଟ୍ରିଆଡିସ୍‌ଙ୍କ କୋଳକୁ ଆସିଛି ଏକ ପୁତ୍ର ସନ୍ତାନ। ଗୁରୁବାର ଏମାନେ ପୁତ୍ର ସନ୍ତାନର ମାତାପିତା ହୋଇଥିବା ଖବର ଜେପି ଦତ୍ତାଙ୍କ ଝିଅ ନିଧି ଦତ୍ତା ଟୁଇଟ୍‌ କରି ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?