ନୂଆ ବାୟୋମେଟ୍ରିକ ଲେନ୍ସ: ପାଖ ଦୂର ଜିନିଷ ଦେଖିହେବ
କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦୂର କିମ୍ବା ପାଖ ଜିନିଷ ଭଲ ଭାବରେ ଦେଖିହେବ। ଯେଉଁମାନଙ୍କର ଦୃଷ୍ଟିଶକ୍ତି ପୂରା କମ୍ ସେମାନଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ଗବେଷକମାନେ କହିଛନ୍ତି।…
ସ୍ବର ନିୟନ୍ତ୍ରିତ ଏଆଇ ସାଇକେଲ
ଚାଇନା: ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ସ୍ବର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି। ଚାଳକ ମାଇକ୍ରୋଫୋନ ସ୍ବରରେ ଏହାକୁ ନିୟନ୍ତ୍ରଣ କରେ। ସାଇକେଲରେ ଏକ ଭଏସ୍ ଆସିଷ୍ଟାଣ୍ଟ୍ ଆଲେକ୍ସା ଲଗାଯାଇଛି ଯାହା…
ଡକାୟତି ଯୋଜନା ବିଫଳ : ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ଭଟ୍ଟରମିଲ୍ ପରିସରରେ ଶୁକ୍ରବାର ମଧ୍ୟରାତ୍ରିରେ ୮ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ସହ ଥିବା…
ଦୁର୍ଘଟଣାଗ୍ରସ୍ତ କାର୍ ଛାଡ଼ି ଚାଳକ ଫେରାର, ମୃତାହତଙ୍କ ସୁରାକ ମିଳିନି
ଦାରିଙ୍ଗବାଡ଼ି,୩।୮(ଡି.ଏନ୍.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗାଁ ଶେଷମୁଣ୍ଡରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ଟିର ନମ୍ବର ନ ଥିବା ବେଳେ ଅଦ୍ୟାବଧି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟାଇ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ସେନେଇ ପୋଲିସ…
ଅର୍ଶ, ପେଟ ଦରଜ ଦୂର କରେ ଡାଳିମ୍ବ ଚୋପା
ସାଧାରଣତଃ ଆମେ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ଯେଉଁଥିରେ କି ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ ଖାଇ ଆମେ ଚୋପା ଫିଙ୍ଗି ଦେଉ। କିନ୍ତୁ ଡାଳିମ୍ବ ଚୋପାରେ ଅନେକ ଔଷଧୀୟ ଗୁଣ ରହିଛି।…
ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା
ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ନିଜକୁ…
ଏଠି ହେଉଛି ପଥର ବର୍ଷା…
ଆକାଶରୁ ସାଧାରଣତଃ ବର୍ଷା ହୋଇଥାଏ। ତେବେ ଆକାଶରୁ ପଥର ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହାରାଷ୍ଟ୍ର ଗଢ଼ଚିରୋଲିଠାରେ ଥିବା ଆରମୋରିରେ ଏଭଳି ଅଭାବନୀୟ ଘଟଣା ଘଟିଥାଏ। ଏଠାରେ ପ୍ରତିଦିନ ରାତି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏଭଳି…
‘ଆରମ୍ଭ ହେଲା ଟି୨୦ ବିଶ୍ୱକପ୍ ପ୍ରସ୍ତୁତି’
ଲଡରହିଲ,୩।୮(ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଭାରତୀୟ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରୁ ପ୍ରସ୍ତୁତି ଆରମ୍ଭ କଲା ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ମେଗା ଇଭେଣ୍ଟ ପୂର୍ବରୁ ଆମ ନିକଟରେ…
ଫାଇନାଲରେ ରାଙ୍କୀରେଡ୍ଡୀ-ଶେଟ୍ଟି
ବ୍ୟାଙ୍କକ୍,୩।୮(ପି.ଟି.)- ସାତ୍ୱିକସାଇରାଜ ରାଙ୍କୀରେଡ୍ଡୀ ଓ ଚିରାଗ ଶେଟ୍ଟି ଶନିବାର ଥାଇଲାଣ୍ଡ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ପ୍ରଥମ ଭାରତୀୟ ଯୋଡ଼ି ଭାବେ ରାଙ୍କୀରେଡ୍ଡୀ ଓ ଶେଟ୍ଟିଙ୍କ ଯୋଡ଼ି ବିଡବ୍ଲ୍ୟୁଏଫ୍ ସୁପର ୫୦୦ ଟୁର୍ନାମେଣ୍ଟ…
ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ
ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଖୋଦ୍ ଜେଜେମା ନିଜ ୬ ବର୍ଷର…
ବଦଳିପାରେ ପରେଡ୍ ସ୍ଥାନ
ଭୁବନେଶ୍ୱର, ୩।୮(ବ୍ୟୁରୋ): ଆସନ୍ତା ସ୍ବାଧନତା ଦିବସ ଅବସରରେ ରାଜ୍ୟସ୍ତରୀୟ ପରେଡ୍ ସ୍ଥାନ ବଦଳିପାରେ। ବିକଳ୍ପଭାବେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଦର୍ଶନୀ ପଡ଼ିଆ, ଜନତା ମଇନାନ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି। ଏହି ସମୟରେ ଡିଜିଙ୍କ ସହ ପୋଲିସ…
ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି
ଭବାନୀପାଟଣା, ୩।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ…

