ମହିଳାଙ୍କୁ ସ୍ବାବଲମ୍ବି କରିବାକୁ ସେନା ଖୋଲିଲା ଟେଲରିଂ ୟୁନିଟ୍
ପୁଞ୍ଚ,୪।୮: ଜମ୍ମୁ-କଶ୍ମୀରର ସୁରାନକୋଟେ ଅଞ୍ଚଳରେ ଥିବା ଫସାଲା ବାଦ ଗାଁରେ ଭାରତୀୟ ସେନା ଦ୍ୱାରା ଏକ ଟେଲରିଂ ୟୁନିଟ୍ ଖୋଲିଛି। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି। ତେବେ ମହିଳାମାନଙ୍କୁ ସ୍ବାବଲମ୍ବି କରାଇବା ଉଦ୍ଦେଶ୍ୟରେ ଏହି…
ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ
ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ନିଜ ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କରିଛନ୍ତି। ଏନେଇ ତାଙ୍କ ପିତାଙ୍କ ପକ୍ଷରୁ ଥାନାରେ…
କୈମୁର୍ ଅଭୟାରଣ୍ୟ
ବିହାରର କୈମୁର୍ ଜିଲାରେ ଥିବା କୈମୁର୍ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ… ବିହାରର…
ଦାମୀ ବ୍ୟାଗ୍
ଡିଜାଇନର୍ ତଥା ବ୍ରାଣ୍ଡେଡ୍ ହ୍ୟାଣ୍ଡବ୍ୟାଗ୍ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍ ଅଛି, ଯାହାର ଦାମ୍ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍ ସମ୍ପର୍କରେ……
ତ୍ରୟମ୍ବକେଶ୍ୱର ମନ୍ଦିରରେ ପଶିଲା ବନ୍ୟାଜଳ
ନାସିକ,୪।୮: ମହାରାଷ୍ଟ୍ରରେ ଚଳିତ ବର୍ଷ ବନ୍ୟାରେ ସ୍ଥିତି ଗମ୍ଭିର ହୋଇଛି। ଏଠାକାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ମୁମ୍ବାଇ ସହର ଏବେବି ଜଳବନ୍ଦୀ ହୋଇ ରହିଛି। ଇତିମଧ୍ୟରେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖାଯାଇଛି। ଫଳରେ ମନ୍ଦିର…
ଅଳପ ଲାଜେଇ ଟିକେ ସିଆଣି: ମନ କିଣିନେଲା ଚୋରାଚାହାଣି
ପ୍ରଶ୍ନ-ଜଣେ ସୁନ୍ଦରୀର ଚୋରାଚାହାଣି ମୋତେ ଘାଇଲା କରିଛି। ତା’ ପ୍ରେମରେ ପଡିଯାଇଛି କହିଲେ କିଛି ଭୁଲ ହେବ ନାହିଁ। ହେଲେ ସେ କେମିତି ମୋ ମନ ଚୋରି କରିନେଲା ଜାଣିପାରୁନାହିଁ। -ଅନ୍ବେଷ, ବାଲିକୁଦା, ଜଗତ୍ସିଂହପୁର ଉତ୍ତର: ବେଳେବେଳେ ପ୍ରେମର ନିଶା ଆରମ୍ଭରୁ…
ପ୍ରଥମ ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି
ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୮୧ରେ ଦଶମ ପାସ୍ କରିବା ପରେ କେନ୍ଦ୍ରାପଡା କଲେଜରେ ପଢିଥିଲି। ସେଠାରୁ ଓଡିଆ…
ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍ କଲେ ବେଞ୍ଜାମିନ୍ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ
ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ ଅଧିକ ସଶକ୍ତ ଏବଂ ଗଭୀର ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଏଥିରେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର
ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ସାକ୍ଷାତ୍ କରି ଯେଉଁ ଉପହାର ଦେଇଥିଲେ ତାହା ଏକ ପ୍ଲାଷ୍ଟିକ ଜରିରେ କଭର କରାଯାଇଥିଲା। ଏଥିପାଇଁ ତାଙ୍କୁ…
ପ୍ରେମରେ ପଡ଼ିଛନ୍ତି ତମନ୍ନା
ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି ମଧ୍ୟ ତାଙ୍କୁ ଅନେକ ଅନୁପ୍ରାଣିତ କରିଛି। ହେଲେ ଏହି ପ୍ରେମ ଯାତ୍ରାରେ ତମନ୍ନା ସଫଳ…
ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ
ବାଲେଶ୍ୱର ଅଫିସ୍,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ ଜଣେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ…
ଜିଲାରେ ୪୯୪.୨ ମିମି ବର୍ଷା, କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି
କୋରାପୁଟ,୪।୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୪୯୪.୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗର ରିପୋର୍ଟରୁ ଜଣାଯାଇଛି। ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି ବର୍ଷା ହୋଇଥିବାବେଳେ ବୋରିଗୁମ୍ମା ବ୍ଲକରେ ୪୮.୮ମିମିି, ଦଶମନ୍ତପୁର ବ୍ଲକରେ ୫୦ ମିମି ବର୍ଷା ହୋଇଛି…

