ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ସେନାରେ ଭର୍ତ୍ତି କରିବାକୁ ଇଛା ପ୍ରକାଶ କଲେ ସ୍ତ୍ରୀ
କାନପୁର,୫।୮: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଶରେ ଶହୀଦ ହୋଇଥିବା ପ୍ରଦୀପ ଯାଦବଙ୍କ ସ୍ତ୍ରୀ ନୀରଜ ଯାଦବ ଶନିବାର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ପୁଅକୁ କୋଳରେ ନେବା ସମୟରେ ନୀରଜ ଭାବୁକ ହେବା ସହ ପୁଅ ମଧ୍ୟ ଆର୍ମିରେ ଭର୍ତ୍ତି ହେବ…
ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି
ଆରଡି,୫ା୮(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡିଆମାନେ ଜଣଙ୍କ ପରେ ଜଣେ…
ଆକାଶ ମାର୍ଗରୁ କର୍ନାଟକ ବନ୍ୟାସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୫।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଏସ୍ ୟେଦୁରପ୍ପା ସୋମବାର ଆକାଶ ମାର୍ଗରୁ କର୍ନାଟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିକୁ ନେଇ ଜିଲା ଅଧିକାରୀଙ୍କ ସହ ରବିବାର ବୈଠକ କରିବା ପରେ ସେ ଆଗାଶମାର୍ଗରୁ ଏହା…
ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି
କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ ଆମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି। କିନ୍ତୁ କେଉଁ ଭାରତୀୟ କ୍ରିକେଟରଙ୍କୁ ଆମନ୍ତ୍ରଣ କରିବେ,…
କଶ୍ମୀରରେ ବହୁ ପରିମାଣର ସୁରକ୍ଷାକର୍ମୀଙ୍କୁ ଦେଖି ଟ୍ରମ୍ପଙ୍କୁ ଗୁହାରି କଲେ ଇମ୍ରାନ୍
ଇସଲାମାବାଦ,୫।୮: ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହା ଉପେର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଇମ୍ରାନ କହିଛନ୍ତି ପୂର୍ବରୁ ଟ୍ରମ୍ପ କାଶ୍ମୀର ପରିସ୍ଥିତିକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ…
ସମ୍ପତ୍ତି ଜବରଦଖଲ ଅଭିଯୋଗ : ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ମହିଳା
ବରଗଡ଼ ଅଫିସ,୫।୮: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବସେକେଲା ଗ୍ରାମର କେତେକ ଲୋକେ ଜଣେ ମହିଳାଙ୍କ ପୈତୃକ ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ସୌକି ମେଲ୍ଲୀ ନାମକ ଜଣେ ମହିଳା ବାରମ୍ବାର ବିଭାଗୀୟ ପ୍ରଶାସନିକ…
ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ
ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା ବେଳେ ଅନ୍ୟପଟେ ଶ୍ରୀନଗରରେ ୧୪୪ ଧାରା ଲାଗୁ କରାଯିବା ସହ ସ୍କୁଲ, କଲେଜ ଓ…
ଅଗଷ୍ଟ ୧୫ ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କ ଛୁଟି ବାତିଲ
ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଏପଟେ ଛୁଟିରେ ଥିବା ବା ରାଜ୍ୟ ବାହାରେ ଥିବା ଅଧିକାରୀମାନେ ସୋମବାର ଅପରାହ୍ନ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ…
ବନ୍ୟା ପୀଡିତଙ୍କୁ ଖାଦ୍ୟ ବାଣ୍ଟିଲେ ପଠାନ୍ ବ୍ରଦର୍ସ
ଗାନ୍ଧିନଗର, ୫।୮: ଗୁଜରାଟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବଡୋଦରାରେ ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏଭଳି ବିପଦ ସମୟରେ…
ପୋଲିସ ଚାକିରି ପାଇଁ ଯାଇଥିବା ୨୧ ପ୍ରାର୍ଥୀ ଆହତ
ଜଳନ୍ଧର,୫।୮: ପଞ୍ଜାବର ଜଳନ୍ଧରରେ ଥିବା ପଞ୍ଜାବ ଆର୍ମଡ ପୋଲିସ ଗ୍ରାଉଣ୍ଡରେ ଚାଲିଥିବା ଚୟନ ପ୍ରକ୍ରିୟାରେ ଅଘଟଣ ଘଟି ପ୍ରାୟ ୨୧ ପ୍ରାର୍ଥୀ ଆହତ ହୋଇଥିବା ସୂଚନା ମିଳିଛି। ଜଳନ୍ଧର ସେଣ୍ଟ୍ରାଲର ଏଏସ୍ପି ହରସିମରତ ସିଂ ଏହି ସୂଚନା ଦେଇଛନ୍ତି। ପାର୍ଥୀମାନେ ପୋଲିସ…
ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା
ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ। କାରଣ ଏଠାରେ ଥିବା ଏକ ବ୍ୟାଙ୍କରେ ପ୍ରେମିକ ପ୍ରେମିକାମାନେ ସେମାନଙ୍କର ପ୍ରେମ କାହାଣୀ ହେଉ…
ସେଓ ବିକି ଲକ୍ଷପତି ପାଲଟିଛନ୍ତି ଗ୍ରାମବାସୀ: ପ୍ରତି ପରିବାରର ବାର୍ଷିକ ଆୟ ୭୦ରୁ ୭୫ ଲକ୍ଷ
ଶିମଲା,୫।୮: ହିମାଚଳ ପ୍ରଦେଶ ଶିମଲାଠାରୁ ୯୨ କିଲୋମିଟର ଦୂର ଶାମିଲ ଗାଁ ରହିଛି। ଏହି ଗାଁ ସମୁଦ୍ର ପତ୍ତନଠାରୁ ପ୍ରାୟ ୭୭୭୪ ଫୁଟ ଉଚ୍ଚରେ ଅଛି। ଏଠାରୁ ପ୍ରତିବର୍ଷ ୭ ଲକ୍ଷ ପେଟି ସେଓ ବାହାରକୁ ରପ୍ତାନୀ ହୋଇଥାଏ। ସେଓ ବିକ୍ରି…

