ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ
ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ ବଂଶୀ ଧରି ଗାଇ ଚରାଉଥିବାବେଳେ ତ ଆଉ କେତେବେଳେ ଭଗବାନ ଶଙ୍କରଙ୍କ ଅବତାରରେ ଦେଖାଯାନ୍ତି।…
ଉନ୍ନାଓ ବଳାତ୍କାର ମାମଲା: ସେନଗର କହିଲେ ମୁଁ ନିର୍ଦ୍ଦୋଷ
ନୂଆଦିଲ୍ଲୀ,୫।୮: ଉତ୍ତର ପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାର ଅଭିଯୁକ୍ତ ତଥା ଭଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ଏକ କୋର୍ଟରେ ହାଜର ହେବେ। ଅନୁମାନ କରାଯାଉଛି କି ପୋଲିସ ଉନ୍ନାଓ ମାମଲା ସହ ଜଡିତ ଅନ୍ୟ ୪ଟି…
କର୍କଟ ହସ୍ପିଟାଲରେ ବିସ୍ଫୋରଣ: ୧୯ ମୃତ
କାଏରୋ,୫।୮: ଇଜିପ୍ଟର କାଏରୋଠାରେ ଏକ କର୍କଟ ହସ୍ପିଟାଲରେ ବିସ୍ଫୋରଣ ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର…
ହୃଦ୍ରୋଗୀ ଓ ଖାଦ୍ୟ
ହୃଦ୍ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ନିୟମିତ ସମୟ ଅନ୍ତରାଳରେ ଚେକ୍ଅପ୍ ପ୍ରତି ନଜର ଦେବାକୁ ପଡ଼େ। ଏହାବ୍ୟତୀତ ଜଣେ ହୃଦ୍ରୋଗୀ ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ସଚେତନ ରହିବା ଆବଶ୍ୟକ। ବିଶେଷଭାବେ ଲହୁଣି,…
ସୁନିଦ୍ରା ଅନ୍ତରାଳେ…
ପ୍ରତିଦିନ ଆମେ ଯଦି ଆବଶ୍ୟକ ମୁତାବକ ନ ଶୋଇବା ତେବେ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା। କେବଳ ସେତିକି ନୁହେଁ ଏହା ପରୋକ୍ଷରେ କେତେକ ରୋଗକୁ ଡାକିଆଣେ। ତେବେ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ଆମେ ଆରାମରେ ଶୋଇପାରିବା। ପ୍ରଥମତଃ…
ଭାରତ: ବିଶ୍ୱର ସାପକାମୁଡ଼ା ରାଜଧାନୀ
”ଭାରତକୁ ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା ଅନୁଯାୟୀ ଭାରତରେ ପ୍ରତିବର୍ଷ ସାପକାମୁଡାରେ ଆକ୍ରାନ୍ତ ହୋଇଥାନ୍ତି ପାଖାପାଖି ୮୧ ହଜାର ଲୋକ ଓ…
ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍ତି
ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ ନିଷ୍ପତ୍ତି ଆସିବାକୁ ଥିବାବେଳେ ନ୍ୟାଶନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା…
ଜମିବାଡ଼ି ବିବାଦ: ମହିଳାଙ୍କ ତଣ୍ଟିକାଟି ହତ୍ୟା; ସ୍ବାମୀ, ପୁଅ ଗୁରୁତର
ସୋନପୁର,୫ା୮(ନି.ପ୍ର.): ଜମିବାଡି ବିବାଦକୁ କେନ୍ଦ୍ର କରି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଘୋଡାଧାର ଗ୍ରାମରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ହରିଜନବସ୍ତିର ପାଞ୍ଚେଶ୍ୱରୀ ଲୁହା(୫୦)ଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ଆକ୍ରମଣରେ ପାଞ୍ଚେଶ୍ୱରୀଙ୍କ ସ୍ବାମୀ କଣ୍ଟିଆ ଲୁହା(୫୫) ଓ ପୁଅ ବାଲେଶ୍ୱର…
ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ : ହଷ୍ଟେଲ ଛାଡ଼ିଲେ ୪୮ ଛାତ୍ରୀ
ରାମନାଗୁଡ଼ା/ଗୁଣପୁର,୫ା୮(ଡି.ଏନ.ଏ.) : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନାଇରା ଆଶ୍ରମ ବିଦ୍ୟାଳୟର ୪୮ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ନିମ୍ନମାନର ଖାଦ୍ୟ ପ୍ରଦାନ ଓ ସହାକରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନେ…
ଛୁରାମାଡ଼ କରି ଲୁଟ୍ ଉଦ୍ୟମ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୫ା୮(ବ୍ୟୁରୋ): ରାଜମହଲ ଛକରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଛୁରାମାଡ କରି ଲୁଟ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୋଲିସ ରବିବାର ଗିରଫ କରିଥିବାବେଳେ ୨ଜଣ ଫେରାର ଅଛନ୍ତି। ସେ ହେଲେ ଅଶୋକ ନଗର ଅଞ୍ଚଳର ରାକେଶ ବେହେରା। ସୂଚନା…
ଡକାୟତି ଯୋଜନା : ୨ ଗିରଫ
ପୁରୁଣା ଭୁବନେଶ୍ୱର,୫ା୮(ଡି.ଏନ୍.ଏ.): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ହରଚଣ୍ଡୀ ସାହିର ଚନ୍ଦନ କୁମାର ମହାପାତ୍ର ଓରଫ ବାପୁନି, ଏୟାରପୋର୍ଟ ଥାନା ଗଙ୍ଗନଗର…
ବଦନାମରୁ ମୁକୁଳିବାକୁ ଏନ୍କାଉଣ୍ଟର ପରେ ଏନ୍କାଉଣ୍ଟର
ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି ଅପରାଧ। ସକାଳୁ ରାତି ମାତୁଛନ୍ତି ଅପରାଧୀ। କମିଶନରେଟ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗତ କିଛିଦିନ ହେବ ସହରରେ ବଡ଼ ବଡ଼ ଅପରାଧୀ ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠିଛନ୍ତି। ସହରବାସୀ ରାସ୍ତାକୁ ଓହ୍ଲାଇବା ପରେ ବଦନାମ ଛିଟା…

