Home Left

ପିଲା ପାଠ ପଢ଼ୁ ନାହିଁ କି ତା’ହେଲେ ଆପଣାନ୍ତୁ ଏହି ଉପାୟ

ସବୁ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି।କିଛି…

କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି। ନିକଟରେ ସେ ବ୍ୟସ୍ତ ଶୁଟିଂ ସିଡ୍ୟୁଲ ଭିତରୁ ସମୟ ବାହାରି କରି କାନାଡ଼ା ଯାଇଛନ୍ତି…

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ: ଆଗରେ ମୁକୁଲ

ନୂଆଦିଲ୍ଲୀ,୯।୮: ଆଉ ଗୋଟିଏ ଦିନ ପରେ କଂଗ୍ରେସ ଦଳକୁ ଅଧ୍ୟକ୍ଷ ମିଳିଯିବ ବୋଲି କୁହାଯାଉଛି। ଶୁକ୍ରବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏକେ ବୈଠକରୁ ଯାହା ଅନୁମାନ କରାଯାଉଛି ଶନିବାର ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ…

ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ: ଜାଣନ୍ତୁ ବୟସରେ ବଡ଼ ନମ୍ରତାଙ୍କୁ କିପରିି ଦେଇଥିଲେ ସେ ମନ

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ। ମହେଶ କେବଳ ଯେ ଜଣେ ଲୋକପ୍ରିୟ ଅଭିନେତା ତାହା ନୁହେଁ ବରଂ ଜଣେ ପାରିବାରିକ ମଣିଷ ଭାବେ ପ୍ରଶଂସକଙ୍କ ମନରେ ତାଙ୍କର ଛବି ଭିନ୍ନ। ମାତ୍ର ଚାରି ବର୍ଷ ବୟସରେ…

ଶ୍ରୀନଗରରେ ରାଜ୍ୟପାଳଙ୍କୁ ଭେଟିଲେ ଡୋଭାଲ

ଶ୍ରୀନଗର,୯।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶୁକ୍ରବାର ଶ୍ରୀନଗର ସ୍ଥିତ ରାଜଭବନରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିିକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରରେ ଥିବା ବର୍ତ୍ତମାନ ସ୍ଥିତିକୁ ନେଇ ଅଜିତ ଡୋଭାଲ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ଶାନ୍ତି…

ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ ସହ ରେଳ ସେବା, ଆକାଶ ପଥ ମଧ୍ୟ ବନ୍ଦ କରି ଦେଇଛି। ପାକିସ୍ତାନର ଏହି…

ବନ୍ୟାଞ୍ଚଳରେ ସେଲ୍‌ଫି ନେଇ ବିବାଦରେ ମନ୍ତ୍ରୀ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ସାଂଗଲି ଓ କୋଲ୍ଲାପୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ…

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ, ଡି.ରାଜାଙ୍କୁ ଅଟକ ପ୍ରସଙ୍ଗ: ଓଡ଼ିଶା ରାଜ୍ୟ କମିଟିର ପ୍ରତିବାଦ

ଭୁବନେଶ୍ୱର,୯।୮(ବ୍ୟୁରୋ): ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବାକୁ ବିରୋଧ କରିଛି ଦଳର ଓଡ଼ିଶା ରାଜ୍ୟ କମିଟି। ଏହା ଭାଜପାର ବେଆଇନ୍‌, ଅଗଣତାନ୍ତ୍ରିକତା, ଏକଛତ୍ରବାଦୀ ନୀତିକୁ ପ୍ରତିଫଳନ କରୁଛି ବୋଲି…

କନଷ୍ଟେବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ

ବଡ଼ଗାଁ,୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁରେଇବଗା ଗ୍ରାମରେ ଶୁକ୍ରବାର ଜଣେ କନେଷ୍ଟବଳଙ୍କ ଘରୁ ଚୋରି ଉଦ୍ୟମ ବିଫଳ ହୋଇଛି। ସୂଚନାଯୋଗ୍ୟ, ଲାଠିକଟା ଅଞ୍ଚଳର ଏକ ଥାନାରେ କାର୍ଯ୍ୟରତ କନଷ୍ଟେବଳ ଦିଗାମ୍ବର କାଲେ ଘରେ ନ ଥିବା ବେଳେ ତାଙ୍କ…

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନ୍ଧାଧୁନ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

ମୁମ୍ବାଇ: ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ଏଥିରେ ହିନ୍ଦୀ ଫିଲ୍ମ ଅନ୍ଧାଧୂନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଆୟୁଷ୍ମାନ ଖୁରାନା ଓ ଭିକି କୌଶଳଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମ ‘ବଧାଇ ହୋ’ ପାଇଁ…

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ହତ୍ୟା ସନ୍ଦେହ

ହାଟଡ଼ିହୀ,୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶୁକ୍ରବାର ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହର ଅଧିକାଂଶ ଭାଗ ପଚି ଯାଇଥିବାରୁ ତାଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ…

ଜାଣନ୍ତୁ..ଅଗଷ୍ଟ ୧୫ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଅଗଷ୍ଟ ୧୫, ସ୍ବାଧୀନତା ଦିବସ ଉପଲକ୍ଷେ ଶୁକ୍ରବାର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?