କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ
ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ନୂଆ ନୂଆ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ପାକିସ୍ତାନ ସଂସଦରେ ବିରୋଧୀ ଦଳ…
ଶୁବମନ ଗିଲ୍ଙ୍କ ରେକର୍ଡ ଦ୍ୱିଶତକ
ତରୌବ(ତ୍ରିନିଦାଦ ଆଣ୍ଡ୍ ଟବାଗୋ),୯।୮- ଶୁବମନ ଗିଲ୍ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଏଠାରେ ଚାଲିଥିବା ତୃତୀୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଭାରତ ଏ’…
ସାମ୍ନାକୁ ଆସିଲେ ବାଘକୁ ମାରିଦିଅ: ମୋଦି କହିଲେ ମୋର ସଂସ୍କାର ଏମିତି ନୁହେଁ
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବ୍ଲିସିଟି କ୍ଷେତ୍ରରେ ଟିକେ ଆଗରେ ବୋଲି କୁହାଯାଏ। ତେବେ ନିକଟରେ ସେ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ମ୍ୟାନ ଭର୍ସେସ୍ ଓ୍ବାଇଲ୍ଡର ଏକ ସ୍ପେଶାଲ ଏପିସୋଡରେ ମୋଦିଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ…
ହସ୍ପିଟାଲରେ ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ଉନ୍ମୋଚିତ, ମିଳିବ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସୂଚନା
ଭୁବନେଶ୍ୱର,୯।୮(ବ୍ୟୁରୋ): ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଜନସଚେତନତା ବୃଦ୍ଧି ତଥା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପ୍ଡେଟ୍ ସୂଚନା ଲୋକଙ୍କ ନିକଟରେ ପହଞ୍ଚିବ। ଏଥି ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲ ସମେତ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଅନ୍ୟ ଡାକ୍ତରଖାନା…
ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍ନ କରିଛନ୍ତି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଚାଙ୍ଗୁଡିଆ ପଞ୍ଚାୟତରେ ୪ଟି ଗୋଷ୍ଠୀକେନ୍ଦ୍ର, ସନ୍ତରାବନ୍ଧ ଉଚ୍ଚ ବିଦ୍ୟାଳୟରେ ଜିଲା ଖଣିଜ…
ତ୍ରିଶୂଳୀ ନଦୀକୁ ଖସିଲା ବସ୍ ୩ ମୃତ ୨୩ ନିଖୋଜ
କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍ ଖସି ପଡିବା ଫଳରେ ଅତିକମ୍ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ…
ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ହେଲା କାଳ: ଅଟୋ ଓଲଟି ୭ ଛାତ୍ରୀଛାତ୍ର ଆହତ, ଜଣେ ଗୁରୁତର
ଚନ୍ଦ୍ରଗିରି,୯।୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓଲଟି ପଡିବାରୁ ୮ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ହେଲେ ଅଲିଫ ବୀର(୧୫)। ସେହିଭଳି ଆହତମାନେ…
ଶ୍ରୀଲଙ୍କା ପ୍ରଶଂସକଙ୍କ ସହ ଜନ୍ମଦିନ ପାଳିଲେ ଓ୍ବିଲିୟମସନ
କଲମ୍ବୋ,୯।୮- ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ଦଳକୁ ଫାଇନାଲରେ ପହଞ୍ଚାଇଥିବା ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଓ୍ବିଲିୟମସନ ଗୁରୁବାର ୨୯ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ସେ ଶ୍ରୀଲଙ୍କା ପ୍ରଶଂସକଙ୍କ ସହ…
ସ୍ୟାଟ ଉଚ୍ଛେଦକୁ ଗଞ୍ଜାମ ଓକିଲ ସଂଘର ବିରୋଧ: କାର୍ଯ୍ୟରୁ ନିବୃତ୍ତ ରହିଲେ ଆଇନଜୀବୀ
ବ୍ରହ୍ମପୁର ଅଫିସ,୯।୮: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି। ଏ ନେଇ ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…
ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍ଇଡି ଡିସ୍ପ୍ଲେ
ବ୍ରହ୍ମପୁର ଅଫିସ୍,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍ଇଡି ଡିସ୍ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଭୁବନେଶ୍ୱରଠାରୁ…
ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ
ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ ପିଲାଙ୍କୁ ବନ୍ଧକ ରଖି ଋଣ ଆଣୁଥିବା ପ୍ରକାଶ କରିଛନ୍ତି। ଏହା ସେମାନଙ୍କର ଏକ ନିଶ୍ଚିତ…
ବିବାହ କରି ମଧ୍ୟ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ଗାଙ୍ଗୁଲି
ଟିମ୍ ଇଣ୍ଡିଆରେ ‘ଦାଦା’ ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପଡିଆରେ ଯେତିକି ପ୍ରଭାବୀ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଲୋକପ୍ରିୟ। ଫେବୃୟାରୀ ୨୧, ୧୯୯୭ରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡୋନା ରାୟଙ୍କୁ ସେ ବିବାହ କରିଥିଲେ। କିନ୍ତୁ…

