ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ
ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ ବିଦେଶ ଗସ୍ତ କରୁଥିବା ସମୟରେ ପୋଲିସ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହାପରେ…
ମାନସିକ ବିକାରଗସ୍ତ ସ୍ବାମୀଙ୍କ ଅଭାବନୀୟ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ କଲେ ଆତ୍ମହତ୍ୟା
ଚନ୍ଦ୍ରଗିରି, ୧୪।୮(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦନପୁର ହରିଜନ ବସ୍ତିରେ ଜଣେ ଦମ୍ପତ୍ତିଙ୍କ ମୃତଦେହକୁ ବୁଧବାର ମୋହନା ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଉଠାଣସିଂ। ଘଟଣା…
ବରଗଡ଼ ଜିଲାପାଳଙ୍କଠାରୁ ମିଳିଲା ନିର୍ଭର ପ୍ରତିଶ୍ରୁତି, ଅନଶନ କରିବେନି ଜିଲା ପରିଷଦ ଅଧ୍ୟକ୍ଷା
ବରଗଡ଼ ଅଫିସ,୧୪।୮- ବରଗଡ଼ ଜିଲାରେ ଚୋରାମଦ କାରବାର ତଥା କୁଟିଆ ମଦ ଦୋକାନ ବନ୍ଦ ଦାବି ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ସ୍ବାଧୀନତା ଦିବସରେ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲାପାଳ…
ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍ ହେଲେ ଆଉ ଜଣେ ଟିଏମସି ବିଧାୟକ
କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି। ଟିଏମସିର ଅନେକ ବିଧାୟକ ଏବଂ ଏମ୍ପି ଦଳ ଛାଡି ଭାଜପାରେ ଯୋଗ…
ମାର୍କେଟରେ ମିଳୁଛି ମମତା-ମୋଦି ରାଖୀ
ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ ଦୋକାନଗୁଡ଼ିରେ ରାଖୀରେ ସଜେଇ ହୋଇଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନଙ୍କର ଭିଡ଼ ଜମୁଥିବା…
ସତ୍ୟପାଲ୍ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?
ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ ରାହୁଲ ପଚାରିଛନ୍ତି ଯେ, ସେ କେବେ ସେଠାକୁ ଯାଇପାରିବେ। ଗସ୍ତ ଲାଗି କୌଣସି ସର୍ତ୍ତ…
ଲଗାଣ ବର୍ଷା: ୨ ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବେହାଲ୍ ହୋଇପଡ଼ିଛି ଜୀବନଯାତ୍ରା। ଯୋଗାଯୋଗ ଓ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଛି। ବିଶେଷକରି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ପରି ତଳିଆ ଅଞ୍ଚଳରେ…
ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ,ସୁପ୍ରିମକୋର୍ଟ ଗଲେ ଭାଜପା ନେତା
ନୂଆଦିଲ୍ଲୀ, ୧୪।୮: ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଦାବି କରିଛନ୍ତି ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ଭାରତରେ ପୁରୁଷଙ୍କ ବିବାହ ବୟସସୀମା ୨୧ ହୋଇଥିଲାବେଳେ ଝିଅଙ୍କ…
ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା
ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ ଆପଣ ବି ପ୍ରଶଂସା ନ କରି ରହି ପାରିବେନି। ଏହାର ଭିଡିଓ ସୋସିିଆଲ ମିଡିଆରେ…
ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ
କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ ମଣ୍ଡଳ ରାତାରାତି ବନିଯାଇଛନ୍ତି ସେଲିବ୍ରିଟି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ…
ଜୋତାରୁ ବାହାରିଲା ତମ୍ପ ଛୁଆ
ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଭୁବନେଶ୍ୱର ପଞ୍ଚସଖା ନଗର ପ୍ଲଟ ନମ୍ବର ଏଲ୍-୨୧/୪୯ରେ ରହୁଥିବା ରବୀନ୍ଦ୍ର ନାଥ ଦାଶଙ୍କ ପୁଅ ରାକେଶଙ୍କ ଜୋତାରୁ ବୁଧବାର ସକାଳେ ଏକ ସାପ ଛୁଆ ଉଦ୍ଧାର କରାଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନକୁ ଖବର ଦେବାପରେ ଏହାର ସାଧାରଣ…
ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ
ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ। କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ କେସ୍ କରିଛନ୍ତି। ଏମିତି ଏକ ଅଜବ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ। ଘରମାଲିକ କ୍ୟାଥରିନ୍ କିଡ୍ କୁହନ୍ତି, ପଡ଼ୋଶୀଙ୍କ ଦୁଃଖ ଏବଂ ଥକାପଣ…

