କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ : ଅଟକି ରହିଛି ଗାଡ଼ିମୋଟର, ଯାତାୟାତ ବାଧାପ୍ରାପ୍ତ
କାଲିମେଳା,୨୨।୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ବୁଧବାର ରାତିଠାରୁ ବର୍ଷା ଲାଗିରହିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ…
୬୦୦ଟଙ୍କିଆ ଶାଢି ପିନ୍ଧି ଟ୍ରୋଲ ହେଲେ କଙ୍ଗନା
ବଲିଉଡର ବିନ୍ଦାସ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କୁ ଅଧିକାଂଶ ସମୟରେ ଶାଢି ପିନ୍ଧିଥିବାର ଲକ୍ଷ୍ୟ କରାଯାଏ। ଶାଢି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ନିକଟରେ ମାତ୍ର ୬୦୦ଟଙ୍କିଆ ଶାଢି ପିନ୍ଧି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି କଙ୍ଗନା। ତାଙ୍କ ଭଉଣୀ…
ଚିନ୍ତାରେ ପାକିସ୍ତାନ: ଗୁଜରାଟ ସୀମାରେ ମୁତୟନ କଲା ଏସ୍ଏସ୍ଜି କମାଣ୍ଡୋ
ଇସଲାମାବାଦ/ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଅଡୁଆରେ ପଡିଥିବା ପାକିସ୍ତାନ ଥରକୁ ଥର ଭାରତ ବିରୋଧରେ କିଛି ନା କିଛି ପଦକ୍ଷେପ ନେଇ ଆସୁଛି ଚର୍ଚ୍ଚାକୁ। ଏଥର ସୁରକ୍ଷା କଥା ଚିନ୍ତା କରି ପାକିସ୍ତାନ ଗୁଜରାଟ ସୀମାରେ ଥିବା ସର…
ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିପାରିବେନି କୋହଲି: ସେହଓ୍ବାଗ
ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ କଷ୍ଟକର ହୋଇପାରେ ବୋଲି ଭାରତୀୟ ଦଳର ପୂର୍ବତନ…
ଟ୍ରକ ଧକ୍କାରେ ୨ ହାତୀ ମୃତ
ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…
ପୁଣିଥରେ ମିଗ୍-୨୧ ଉଡାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ,୨୨।୮: ଭାରତୀୟ ବାୟୁସେନର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପୁଣିଥରେ ମିଗ୍-୨୧ ବିମାନ ଉଡାଇଥିବା ପ୍ରକାଶ କରିଛନ୍ତି ଜଣେ ବାୟୁସେନା ଅଧିକାରୀ। ବେଙ୍ଗାଲୁରୁରେ ଥିବା ବାୟୁସେନାର ଇନଷ୍ଟିଚ୍ୟୁଟ ଅଫ୍ ଏରୋସ୍ପେଶ୍ ମେଡିସିନରେ ପ୍ରାୟ ୩ ସପ୍ତାହ ପୂର୍ବରୁ ଚିକିତ୍ସା ଯାଞ୍ଚ ପରେ…
ନିଜ ହାତରେ ଚା’ ତିଆରି କରି ଲୋକଙ୍କୁ ପରସିଲେ ମମତା
ଦିଘା,୨୨।୮:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ହାତରେ ଚା’ ତିଆରି କରି ସାଧାରଣ ଜନତାଙ୍କୁ ପରସିଛନ୍ତି। ବୁଧବାର ମମତା ଦିଘାରେ ଥିବା ଏକ ଚା’ ଦୋକାନରେ ନିଜ ହାତରେ ଚା’ କରିବା ସହ ସେଠାରେ ଉପସ୍ଥିତ ଥିବ ଜନତାଙ୍କୁ ଏହା ପିଇବାକୁ…
କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍
ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି ଛପର ଘରୁଠାରୁ ଆରମ୍ଭ କରି ଅସ୍ଥାୟୀ ଦୋକାନ ମନ୍ଦିର ଓ ବଡ ଗଛଗୁଡ଼ିକୁ ଉଚ୍ଛେଦ…
ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା
ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ କରି ବିବାହ କରିଛନ୍ତି ବିବାହିତା ବଡବାପା ପୁଅ ଭାଇ। ଭାଇ ଓ ଭଉଣୀଙ୍କ କାରନାମାକୁ…
ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼
କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ଗୋଲକ ପରିଡା(୪୦) ଓ ସମ୍ପର୍କୀୟ ଭାଇ ଲିକୁନା (୩୫)ଙ୍କ ଘର ଉପରକୁ ୪ ବୋମା ଫିଙ୍ଗିଛନ୍ତି।…
ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ୱ ନେଲେ ସୁଲୋଚନା
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ବୁଧବାର ସକାଳେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା କାର୍ଯ୍ୟାଳୟରେ ପହଞ୍ଚତ୍ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଭିନ୍ନକ୍ଷମମାନେ ଯେପରି ନିଜ…
ଗୁଜରାଟ ହୀରା କାରବାର ମାନ୍ଦା, ୧୫% ନିଯୁକ୍ତି ହ୍ରାସ
ନୂଆଦିଲ୍ଲୀ,୨୨।୮: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍ ଓ୍ବାର୍ ପ୍ରଭାବ ଏବେ ଧୀରେ ଧୀରେ ଦୁଇଦେଶର ସୀମାସରହଦ ଅତିକ୍ରମ କରି ଅନ୍ୟ ଦେଶର ବାଣିଜ୍ୟକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଭାରତ ମଧ୍ୟ ଏଥିରୁ ଅଛୁଅଁା ରହିନାହିଁ। ଗୁଜରାଟର…

