ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର
ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର ଖାନ୍କା ଶରିଫଠାରେ ଉତ୍ସବ ପାଳନ ହେବ। ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ…
ପିତାଙ୍କ ସ୍ମୃତିରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ପୁଅ
ଆସାମ ଦିବ୍ରୁଗଡ଼ର ଏକ ସଡ଼କରେ ଚାଲିଲେ, ଆପଣଙ୍କୁ ବିଦେଶରେ ଭ୍ରମଣ କରିବାର ଅନୁଭୂତି ପ୍ରାପ୍ତ ହେବ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ସଡ଼କର ନିର୍ମାଣ ସ୍ଥାନୀୟ ଅଞ୍ଚଳର ଗୌତମ ବାରଦାଲୋଇ କରିଛନ୍ତି। ପିତାଙ୍କ ନାମାନୁସାରେ ସଡ଼କର ନାମକରଣ କରିଛନ୍ତି…
ଗଳାକାଟି ମହିଳାଙ୍କୁ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ
ଯୋଡ଼ା, ୨୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ରବିବାର ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ଶୁକ୍ରା ମୁଣ୍ଡା(୩୨)। ଗତ ୧୫ ତାରିଖ ଅପରାହ୍ନରେ ଉକ୍ତ…
‘ଆଗେ ଜମି ଦିଅ, ପରେ ଉଚ୍ଛେଦ’
ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ କରିବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏହାକୁ ସ୍ଥାନୀୟ ବାସିନ୍ଦର ବିରୋଧ କରି…
ଏଆର୍ ଗ୍ଲାସ୍ରେ ଏଥର ଭଲ ଭାବେ ଦେଖିହେବ
ନ୍ୟୁୟର୍କ: ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍ ( ଆଗୁମେଣ୍ଟେଡ ରିୟଲିଟି)ଗ୍ଲାସ୍ ଦୃଷ୍ଟିଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଗବେଷକମାନେ କହିଛନ୍ତି। ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କେକ୍ ସ୍କୁଲ ଅଫ ମେଡିସିନର…
ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍ସର ଆଶଙ୍କା ବେଶି
ନ୍ୟୁୟର୍କ: ଓଭାରିଆନ୍ କ୍ୟାନ୍ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ ଅନେକ ଦିନ ହେବ ଜାଣିବାକୁ ଗବେଷକମାନେ ଅନୁଧ୍ୟାନ କରୁଥିଲେ । ଏବେ ଆମେରିକାର ଗବେଷକମାନେ…
ମହାକାଶକୁ ଭାରତ କାର୍ଟୋସାଟ-୩ ପଠାଇବ
ଚେନ୍ନାଇ:ଭାରତ ଅତ୍ୟାଧୁନିକ କାର୍ଟୋଗ୍ରାଫି ସାଟେଲାଇଟ୍,କାର୍ଟୋସାଟ-୩ ମହାକାଶକୁ ପଠାଇବାର ଯୋଜନା କରିଛି। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହାକୁ ପଠାଯିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର( ଇସ୍ରୋ)ର ମୁଖ୍ୟ କେ. ଶିବନ କହିଛନ୍ତି। ଏହି ସାଟେଲାଇଟ୍କୁ ପୋଲାର୍ ସାଟେଲାଇଟ୍ ଲଞ୍ଚ୍…
ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ
ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା। ପପୁମ୍ ପାରେ ଜିଲାର ବନ୍ଦରଦଓ୍ବୋ ବନାଞ୍ଚଳ ଡିଭିଜନରେ କାକୋଇ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି।…
ନୂଆରୋଗ ଏବେ ବୃଦ୍ଧିପାଉଛି
ଡୁଣ୍ଡେ ବିଶ୍ୱବିଦ୍ୟାଳୟ,ସ୍କଟ୍ଲ୍ୟାଣ୍ଡର ଗବେଷକମାନେ କହିଛନ୍ତି ଯେ, ବିଶ୍ୱରେ ଯେଉଁମାନେ ଯକ୍ଷ୍ମାରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ଦୀର୍ଘଦିନ ଧରି ଫୁସ୍ଫୁସ୍ ସମସ୍ୟା ଭୋଗୁଛନ୍ତି। ଡୁଣ୍ଡେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଭାରତର ରେସିପିରେଟୋରୀ ରିସର୍ଚ୍ଚ ନେଟ୍ଓ୍ବର୍କ ସହଭାଗିତାରେ ଭାରତରେ ଏକ ଅନୁଧ୍ୟାନ କରିଥିଲେ। ଏଥିରେ…
ସେନ୍ସରରୁ ଜାଣିହେବ ହୃଦ୍ରୋଗ
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍ସର। ଏହା ଶୀଘ୍ର ଓ ଠିକ୍ ଭାବେ ହୃଦ୍ରୋଗ ନିରୂପଣ କରିପାରୁଛି। ଏହି ସେନ୍ସର ସମ୍ବନ୍ଧରେ ଜର୍ନାଲ…
ଟ୍ରକ୍ ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ
ବଡ଼ବିଲ,୨୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନାଲଦାଠାରେ ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ପୌରାଞ୍ଚଳ ୱାର୍ଡ ନଂ. ୧ ନାଲଦାରେ ରହୁଥିବା ଲକ୍ଷ୍ମୀ ସିଂ (୫୫)। ସୂଚନାଯୋଗ୍ୟ, ଲକ୍ଷ୍ମୀ ରାସ୍ତା ପାରି ହେଉଥିବା ବେଳେ…
ଗୋଷ୍ଠୀ ସଂଘର୍ଷ ମାମଲା: ୪ ଅଭିଯୁକ୍ତଙ୍କୁ ଜେଲ, ନୂଆପଡ଼ା ଅଶାନ୍ତ, ପୋଲିସ ମୁତୟନ
ଦିଗପହଣ୍ଡି,୨୬।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ାର ୪ ଜଣ ଯୁବକଙ୍କୁ ଗୋଷ୍ଠୀ ସଂଘର୍ଷ ମାମଲାରେ କେ.ନୂଆଗାଁ ପୋଲିସ ସୋମବାର ଗିରଫକରି ଅପରାହ୍ନରେ ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛି। ସେମାନେ ହେଲେ କାହ୍ନୁ ପ୍ରଧାନ, ଶଙ୍କର ପ୍ରଧାନ, ସୁମନ ପ୍ରଧାନ ଓ…

