Home Left

ଓଏଚ୍‌ଆର୍‌ସି କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାଶ : ଶୀଘ୍ର ଫଇସଲା ହେବ ପଡ଼ିରହିଥିବା ସଙ୍ଗିନ ମାମଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ)- ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ଥିବା ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗୁରୁବାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମାନବାଧିକାର ସୁରକ୍ଷା ଧାରା ୧୯୯୩ର ସେକ୍ସନ…

ଲେଖିକା ମଣିଦୀପାଙ୍କ ସନ୍ଦେହଜନକ ମୃତ୍ୟୁ : ୫ ଦିନ ପରେ ଘରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୫(ବ୍ୟୁରୋ) – ବିଶିଷ୍ଟ ଲେଖିକା ଡା. ମଣିଦୀପା ପଟ୍ଟନାୟକ(୪୮)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ରହୁଥିବା ପୁରୁଣା ଭୁବନେଶ୍ୱରର ଲିଙ୍କରାଜ ନଗରସ୍ଥିତ ବସେରା ଆପାର୍ଟମେଣ୍ଟରୁ ତାଙ୍କ ଗଳିତ ମୃତଦେହକୁ ଲିଙ୍ଗରାଜ ଥାନା ପୋଲିସ କବାଟ ଭାଙ୍ଗି ଗୁରୁବାର ଉଦ୍ଧାର କରିଛି।…

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ଏଥିପାଇଁ କିଛି ସମୟ ରାସ୍ତାରେ…

ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ : ହଂକଂରେ ଭାରତରୁ ପ୍ରତିନିଧିତ୍ୱ କରିବେ ଶରଣ୍ୟା

ଭୁବନେଶ୍ୱର,୧୭।୫(ବ୍ୟୁରୋ):  ଗତ ଏପ୍ରିଲ ୨୭ରୁ ୨୯ ପର୍ଯ୍ୟନ୍ତ କେରଳର କୋଝିକୋଡ଼ଠାରେ ଅନୁଷ୍ଠିତ ଜୁନିୟର ମଡେଲ ଇଣ୍ଟରନ୍ୟାଶନାଲ ୨୦୧୯ରେ ବାଜି ମାରିଛନ୍ତି ଆଉ ଜଣେ ଓଡ଼ିଆ। ଜୁନିୟର ବର୍ଗରେ ଶ୍ରୀବାଲିଙ୍କ ବାଜିମାତ ପରେ ୧୦ରୁ ୧୪ବର୍ଷ ବର୍ଗରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ଓଡ଼ିଆ…

ବିଦ୍ୟୁତ୍‌ ମରାମତିବେଳେ ଠିକା ମିସ୍ତ୍ରି ଜଳିଯିବା ଘଟଣା : -ମାରିଦେବା ପରେ ପୋଲିସ ଲଗାଇ ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର, ୧୭ା୫(ବ୍ୟୁରୋ)- ରାଜଧାନୀକୁ ଶୀଘ୍ର ବିଦ୍ୟୁତ୍‌ ଯୋଗାଇବା ପାଇଁ ଭୋକଶୋଷ ଭୁଲି ମରାମତିରେ ଲାଗି ପଡିଥିଲେ ବହୁ ଠିକା ମିସ୍ତ୍ରି ଓ ଶ୍ରମିକ। ବାତ୍ୟାବିପନ୍ନଙ୍କ ପାଇଁ ସାଜିଥିଲେ ରିୟଲ ହିରୋ। ହେଲେ ବୁଧବାର କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି…

ଅଲିମ୍ପିକ ହକିରେ ଖେଳି ନ ପାରେ ପାକିସ୍ତାନ

କରାଚୀ, ୧୭|୫ (ପି.ଟି.)- ଆସନ୍ତା ବର୍ଷ ଅଲିମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତ ଦେଖାଦେଇଛି। କାରଣ, ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଆସନ୍ତା ମାସରେ ହେବାକୁଥିବା ପ୍ରି-କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ଏହି ଦଳକୁ ସାମିଲ କରିନାହିଁ। ଏହା ପାକିସ୍ତାନକୁ…

ଡିସ୍‌କାଉଣ୍ଟ ଉପରେ ଲାଗିଛି କଟକଣା;ଇ-କମର୍ସ କମ୍ପାନୀଙ୍କ ବେପାର ମାନ୍ଦା

ନୂଆଦିଲ୍ଲୀ,୧୭-୫: ଗତ ତିନି ମାସ ହେବ ୨ ବଡ଼ ଇ-କମର୍ସ କମ୍ପାନୀରେ ବିକ୍ରି ଅନେକ ହ୍ରାସ ପାଇଛି। କାରଣ ସେମାନେ ଦେଉଥିବା ଭାରି ଡିସ୍‌କାଉଣ୍ଟ ଉପରେ ଏବେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ସ୍ଥାନୀୟ ବଜାରରେ ଏବେ ଭିଡ଼ ଜମିବା…

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା ଥିବା ବେଳେ ଚଳିତବର୍ଷ ଦେଶର ଶୀର୍ଷ ୪ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ୍‌, ଓ୍ବିପ୍ରୋ…

ଆମାଜନରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ;ଜୋର ଧରିଲା ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭-୫: ଅନ୍‌ଲାଇନ ସପିଂ ପ୍ଲାଟଫର୍ମ ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ ବିକ୍ରି ହେବାକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ କମ୍ପାନୀକୁ ବଏକଟ କରିବାକୁ ଆହ୍ବାନ ଦିଆଯାଉଛି। ଟୁଇଟରରେ #ବଏକଟଆମାଜନ ହ୍ୟାଶ୍‌ଟ୍ୟାଗ୍‌ ସହିତ…

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି। ୧୯୮୦ଠାରୁ …

ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର

ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍‌ ଏବଂ ପାନ୍‌ଭେଲ ମଝିରେ ରହିଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri