Home Left

ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍‌ ଲାଗିବ ବୋଲି…

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୦ଟି ଆସନ ପାଇଁ ଦଳ…

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଖୋଲିଲା ମା’ବୈଷ୍ଣୋଦେବୀଙ୍କ ପୁରୁଣା ଗୁମ୍ଫା

କଟରା,୨୩।୯: ଜମ୍ମୁରେ ଥିବା ମା’ ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ଏକ ଖୁସି ଖବର। ନବରାତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ପୁରୁଣା ଗୁମ୍ପାର ସ୍ବର୍ଣ୍ଣିମ ଦର୍ଶନ କରିପାରିବେ। ମା’ବୈଷ୍ଣୋଦେବୀଙ୍କ ଶ୍ରାଇନ ବୋର୍ଡ ଦ୍ୱାରା ମା’ଙ୍କ ପ୍ରାଚୀନ ଗୁମ୍ଫାର…

ଦିନକୁ ଦେଢ ଲିଟର କଫି ପିଉଥିବା ଏହି ଶିଶୁ କନ୍ୟା

ଶିଶୁମାନେ କଫି ପିଇବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଇଣ୍ଡୋନେସିଆର ଏକ ଶିଶୁ କନ୍ୟା ୧୪ ମାସ ବୟସରେ ଦିନକୁ ଦେଢ ଲିଟର କଫି ପିଇବା ଆଶ୍ଚର୍ଯ୍ୟ କର ଘଟଣା। ଏହାପରେ ବି ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା…

କେଦାରନାଥରେ ତୀର୍ଥଯାତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୩।୯: ଉତ୍ତରାଖଣ୍ଡ କେଦାରନାଥରେ ସୋମବାର ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ହେଲିକପ୍ଟରର ବହୁ କ୍ଷତି ହୋଇଥିବା ବେଳେ ଏଥିରେ ପାଇଲଟ ସମେତ…

ମାଆ ହେବାକୁ ଡରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ମଲ୍ଲିକା ସେରାଓ୍ବତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ। ହେଲେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ମଝିରେ ମଝିରେ ଆସନ୍ତି ଚର୍ଚ୍ଚାକୁ। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି…

ମୋବାଇଲ ଭ୍ୟାନରେ ପିଆଜ ଯୋଗାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୯: ଦେଶର ଅଧିକାଂଶ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦାମ୍‌ ୫୦ ଟଙ୍କା ଛୁଇଁଥିବା ବେଳେ ସାଧାରଣ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ମୋବାଇଲ ଭ୍ୟାନ ମାଧ୍ୟମରେ…

ପୁଣି ଖୋଲିବ ଡ୍ୟାନ୍ସ ବାର: ମିଳିଲା ଅବକାରୀ କମିଶନର ପକ୍ଷରୁ ଅନୁମତି

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜଧାନୀରେ ପୁଣି ଥରେ ଖୋଲିବ ଡ୍ୟାନ୍ସ ବାର। ଏ ନେଇ ୭ଟି ଡ୍ୟାନ୍ସ ବାର୍‌କୁ ସୋମବାର ଅବକାରୀ କମିଶନର ପକ୍ଷରୁ ଅନୁମତି ମିଳିଛି। ସେମାନେ ଅବକାରୀ ଆଇନ୍‌ ୪୪(୫)ର ଗାଇଡ୍‌ଲାଇନ୍‌ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ…

ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା

ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି…

ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ ବାବଦରେ କେତେ ଫିସ୍‌ ନିଅନ୍ତି। ବିଜ୍ଞାପନରେ ସବୁଠୁ ଅଧିକ ଟଙ୍କା ନିଅନ୍ତି ଅମିର୍‌ ଖାନ୍‌।…

ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଲେ ୨୪ରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି।…

ଇମୋଶନାଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ଇମୋଶନାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ୭ ସପ୍ତାହ ପରେ ସେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?