Home Left

ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ ଆପଣ ଦ୍ୱନ୍ଦରେ ପଡ଼ିଯାଉଥିବେ। ହେଲେ ଆମେ ଆପଣଙ୍କୁ ଏକ ସ୍ବାଦିଷ୍ଟ ଏବଂ ଶୀଘ୍ର ପ୍ରସ୍ତୃତ…

ପୁଣି ଟିଏମସିକୁ ଲାଗିଲା ଝଟକା: ଜଣେ ବିଧାୟକ ସମେତ ବହୁ ନେତା ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୯।୫: ପଶ୍ଚିମବଙ୍ଗର କ୍ଷମତାଧାରୀ ଦଳ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଝଟକା ଲାଗିଛି। ବୁଧବାର ଦିଲ୍ଲୀରେ ଟିଏମସିର ବିଧାୟକ ମୁନିରୁଲ ଇସଲାମ ଭାଜପାରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଟିଏମସିର ବରିଷ୍ଠ ନେତା ଗଦାଧର ହାଜରା, ମହମ୍ମଦ ଆସିଫ…

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌, ହରଭଜନ ସିଂ-ଗୀତା ବସ୍ରାଙ୍କ ଭଳି ଅନେକ ଯୋଡ଼ି ପ୍ରେମ କରି ସଫଳ ହୋଇଛନ୍ତି। ଏବେ…

ମାଲକାନଗିର ପୋଲିସ ହାତରେ ଚୋର ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ

କୋରୁକୁଣ୍ଡା,୨୯।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଦୀର୍ଘଦିନରୁ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ବୁଧବାର ମାଲକାନଗିରି ପୋଲିସ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଗୁରୁଦାସ ମଜୁମଦାର, ବିଜୟ ମଣ୍ଡଳ, ବାବୁଲାଲ୍‌ ମଜୁମ୍‌ଦାର। ସେହିପରି ଅନ୍ୟ ଜଣଙ୍କ…

ଧର୍ମପୀଠକୁ କାହିଁକି ଯାତ୍ରା କରିବା

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ ଧାର୍ମିକ ସ୍ଥାନ କିମ୍ବା…

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ ମିଡିଆରେ ସଲମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି। ଏପରିକି ଭାଇଜାନଙ୍କୁ ‘ବିଷାକ୍ତ ପୌରୁଷତ୍ୱ’ କହିଛନ୍ତି…

ଗୋଟିଏ ଫ୍ରେମରେ ପଟୌଦି ଖାନଦାନ

ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା ଓ ଇବ୍ରାହିମ ନଜର ଆସିଛନ୍ତି। ସୋହା ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି,…

ଉଦ୍ଧବଙ୍କ ସୁପର୍‌ ଆଇଡିଆ

ଆସାମର ଉଦ୍ଧବ କୁମାର ଭରାଲି, ତାଙ୍କ ଭିତରେ ସୁପର୍‌ ଆଇଡିଆ ଭରପୂର୍‌ ହୋଇ ରହିଛି। ଯେଉଁଥିପାଇଁ ଅନେକ ତାଙ୍କୁ ଚଳନ୍ତା ପାୱାର୍‌ ହାଉସ୍‌ ବୋଲି ମଧ୍ୟ କହିଥାନ୍ତି। ନିଜର ଅଦ୍ଭୁତ ଉପାୟ ମାଧ୍ୟମରେ ସେ ବଡ଼ରୁ ବଡ଼ ସମସ୍ୟାର ସରଳ ସମାଧାନ…

ଏହି ଖମ୍ବକୁ ହାଲୁକା ଆଘାତ କଲେ ବାହାରେ ସଙ୍ଗୀତର ସାତ ଧ୍ୱନି

ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍‌ଙ୍କ ବିଶାଳ ମନ୍ଦିର ଅଛି। ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି ା ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର ଉଦାହରଣ ଅଟେ। କୁହାଯାଏ ଯେ ଏହି ଖମ୍ବରେ ହାଲୁକା ଆଘାତ କଲେ ସଙ୍ଗୀତର ସାତ…

ରବର୍ଟ ଭଦ୍ରାଙ୍କୁ ଟ୍ୟୁମର : ବିଦେଶ ଯିବା ପାଇଁ କୋର୍ଟଙ୍କୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୨୯ା୫: ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦିଲୀର ରାଉଜ୍‌ ଏଭେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ ଜମା କରିଛନ୍ତି। ତାଙ୍କ ପେଟରେ ଟ୍ୟୁମର ହୋଇଥିବାରୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ବୁଧବାର ଅଦାଲତରେ ଅନୁମତି ମାଗିଛନ୍ତି।…

ନାଥୁରାମ ଗଡସେ ଥିଲେ ଜଣେ ରାଷ୍ଟ୍ରବାଦୀ: ଭାଜପା ବିଧାୟକ

ଇନ୍ଦୋର, ୨୯।୫: ଭାଜପା ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କ ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ରାଷ୍ଟ୍ରବାଦୀ କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇନ୍ଦୋର ବିଧାୟିକା ଉଷା ଠାକୁର କହିଛନ୍ତି, ନାଥୁରାମ ଗଡସେ ଜଣେ…

ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ

ଯାଜପୁର ରୋଡ,୨୯।୫(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନରେ ବାସ କରୁଥିବା ବିଭିନ୍ନ ଓ୍ବାର୍ଡର ଲୋକଙ୍କୁ ବାତ୍ୟା ଫନୀ ଲାଗି କ୍ଷତିପୂରଣ ଦାବିରେ ବୁଧବାର ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ଦୁଷ୍ମନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri