୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି
ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ୍ ବ୍ୟୟରେ ୪ ଉଇକେଟ ନେଇ ଭାରତୀୟ…
ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା
ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି। ସୂଚନାଯୋଗ୍ୟ,…
ନବଜାତ ଶିଶୁ ପଛରେ ଲାଞ୍ଜ
ନୂଆଦିଲ୍ଲୀ,୨୫।୯: ବେଳେ ବେଳେ କତେକ ନବଜାତ ଶିଶୁଙ୍କ ଶରୀରରେ ନିଆରା ଅଙ୍ଗପ୍ରତ୍ୟେଙ୍ଗ ଦେଖିବାକୁ ମିଳିଥାଏ। ପ୍ରାୟ ସମୟରେ କେତେକଙ୍କ ଶରୀରରେ ଅଧିକ କେଶ ରହିଥାଏ ତ ଆଉ କେତେକଙ୍କ ହାତ ଆଙ୍ଗୁଠି ଅଧିକ ରହିଥିବା ଦେଖିବାକୁ ମିଳେ। କିଛି ଏଭଳି ଆଶ୍ଚର୍ଯ୍ୟଜନକ…
୨୧ କିଲୋ ପନିପରିବା ପିଠିରେ ଧରି ୧୨ କିମି ପାଦରେ ଚାଲୁଛନ୍ତି ଜିଲାପାଳ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ,୨୫।୯: ସୋସିଆଲ୍ ମିଡ଼ିଆରେ ଏବେ ଜଣେ ଜିଲାପାଳ ବେଶ୍ ଭାଇରାଲ ହେବାରେ ଲାଗିଛନ୍ତି। ମେଘାଳୟର ପଶ୍ଚିମ ଗାରୋ ହିଲସ୍ ଅଞ୍ଚଳରେ ନିଯୁକ୍ତ ହୋଇଥିବା ୪୩ ବୟସ୍କ ଜିଲାପାଳ ରାମ ସିଂହ ଘରଠାରୁ ସ୍ଥାନୀୟ ସାପ୍ତାହିକ ବଜାରକୁୁ ଚାଲି ଚାଲି ଆସିଥାନ୍ତି। ବଜାରରୁ…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ…
୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ
ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଘଟଗାଁ ଥାନା ଅଞ୍ଚଳର ଗୋବିନ୍ଦ…
ଲାଞ୍ଚନେଇ କ୍ୟାଶିୟର ଗିରଫ
ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟର କ୍ୟାଶିୟର ଅଜୟ କୁମାର ସେଜପଡା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଜଣେ ଠିକାଦାରଙ୍କଠାରୁ ଅଜୟ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ।…
ଏସିଡିଟିରୁ ମୁକ୍ତି ପାଇଁ ରାନିଟିଡିନ୍ ଔଷଧ ଖାଇଲେ ହୋଇପାରେ କ୍ୟାନସର୍: ଡ୍ରଗ୍ କଣ୍ଟ୍ରୋଲର୍ ମହାନିର୍ଦ୍ଦେଶକ
ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏହାର ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ…
‘ହାଉସଫୁଲ୍-୪’ର ପ୍ରଥମ ପୋଷ୍ଟର ରିଲିଜ
ମୁମ୍ବାଇ: ସବୁ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଇଥାନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ସ୍ପଳ୍ପ ବଜେଟ୍ରେ ନିର୍ମାଣ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟ ସୁପରହିଟ୍ ହୋଇଥାଏ। ଅନେକ ସମୟରେ ବାସ୍ତବଧର୍ମୀ ତ କେବେ କମେଡି ଫିଲ୍ମ କରି ବାହାବାଃ…
ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ
ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ କମ୍ ଅଛନ୍ତି। ଇଂଲଣ୍ଡର ଦମ୍ପତି ଗେବିନ୍ ଏବଂ ଏଲିସ୍ ମୁନ୍ରୋ ଏମିତି କିଛି ଗଛ…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ
କେନ୍ଦୁଝର,୨୫।୯(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କେନ୍ଦୁଝର ଦ୍ୱିତୀୟ କ୍ୟାମ୍ପସରେ ବୁଧବାର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶୋଚନୀୟ ରାସ୍ତା, ଅଧ୍ୟାପକ ଅଭାବ, ହଷ୍ଟେଲ, ଲାବରୋଟୋରୀ, ଓ୍ବାଇଫାଇ ସୁବିଧା ନ ଥିବା ଆଦି ସମସ୍ୟା ସମାଧାନ ନେଇ ଏହି ଆନ୍ଦୋଳନ ହୋଇଛି। ବାରମ୍ବାର…
ବିଜେପୁର ଉପନିର୍ବାଚନ: ୩୦ରେ ବିଜେଡିର ନାମାଙ୍କନ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ଶେଷରେ ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,…

