Home Left

୫ ଇଞ୍ଚର ବୁଢ଼ା ଅଙ୍ଗୁଳି ପାଇଁ ଟିକ୍‌ଟକ୍‌ରେ ପ୍ରସିଦ୍ଧ

ଆମେରିକା, ମାସାଚୁସେଟ୍‌ସ୍ଥ ଓ୍ବେଷ୍ଟପୋର୍ଟର ୨୦ ବର୍ଷୀୟ ଜାକୋବ ପିନା ନିକଟରେ ଟିକ୍‌ଟକ୍‌ରେ ହୋଇଛନ୍ତି ପ୍ରସିଦ୍ଧ। ତେବେ ନିଜ ଗୀତ କି ନାଚ ପାଇଁ ନୁହେଁ। ବରଂ ନିଜର ବୁଢା ଅଙ୍ଗୁଳି ପାଇଁ। ସେ ଟିକ୍‌ଟକ୍‌ରେ ନିଜ ବୁଢା ଅଙ୍ଗୁଳିର ଏକ ମ୍ୟୁଜିକ୍‌…

ଶୁଭ ଅଶୁଭ ସଙ୍କେତ

* ଯେଉଁ ଘରେ ସର୍ବଦା ବିଲେଇ କଳି କରୁଥାନ୍ତି ସେହି ଘରେ ସବୁବେଳେ ବିବାଦ ଲାଗି ରହିଥାଏ ବୋଲି ଲୋକକଥା ରହିଛି। * ଘର ସମ୍ମୁଖରେ ଗାଈ ଆସି ହମ୍ବାଳିବା ଶୁଭ ବୋଲି କୁହାଯାଏ । ସେହି ଘରକୁ ଖୁବ୍‌ ଶୀଘ୍ର…

ଏହି ମନ୍ଦିର ପଛ ଦ୍ୱାରରେ ରହିଛି ନର୍କକୁ ରାସ୍ତା

ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ ପାପୀଙ୍କର ସ୍ଥାନ ବୋଲି କୁହାଯାଇଥାଏ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ, ଯାହାକୁ…

ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ ଏକ ଅଫର। ହଁ , ସେ ହେଲେ ନବାଗତ ରାକେଶ ଦେଓ। ନିକଟରେ ତାଙ୍କ…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ…

‘ସ୍ବପ୍ନମହଲର ସ୍ବପ୍ନା’ରେ ଡବଲ ଚରିତ୍ରରେ ରିଙ୍କି

ଦୁଇ ଯାଆଁଳା ଭଉଣୀ। ସ୍ବପ୍ନା ଆଉ ସୁଇଟି। ଦେଖିବାକୁ ଏକାପରି। ଠିକ୍‌ ଯେମିତି ଗୋଟିଏ ଚାଉଳରେ ଗଢ଼ା। ସ୍ବପ୍ନା କାନ୍ଦୁରୀ ହୋଇଥିବା ବେଳେ ସୁଇଟି ରୋକ୍‌ଠୋକ୍‌। କାହାରିକୁ ଛାଡ଼େନା। ପିଲାଟି ବେଳୁ ଅଲଗା ହୋଇଯାଇଛନ୍ତି ଏଇ ଦୁଇ ଭଉଣୀ। ବଡ଼ ହେଉଛି…

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ ଖ୍ରାଷ୍ଟ କଲେଜରେ ଆଇଏ ଓ ଓଡ଼ିଆ ସମ୍ମାନ ରଖି ବିଏ ପଢିଥିଲି। ତା’ପରେ ପଶ୍ଚିମବଙ୍ଗ…

ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ

ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି ଉଡ଼ିଛନ୍ତି ତ ଆଉ କେତେବେଳେ ଲଟେଇରୁ ଛିଣ୍ଡି ଯାଇଥିବା ଗୁଡ଼ି ଭଳି ଆକାଶରେ ଉଡ଼ିଛନ୍ତି।…

ବ୍ରାହ୍ମଣବିଲରେ ହାତୀ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୯।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମ ବେହେରା ସାହିର ପାଣ୍ଡବ ସାହୁ(୪୮)। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସକଳେ ଗ୍ରାମ ନିକଟସ୍ଥ ଆମ୍ବତୋଟାକୁ…

ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି, ରଫଲ୍‌ ଦ୍ୱାରା ସେଥିରେ ଗ୍ଲାମର ଟଚ୍‌ ଆସିଥାଏ। ସେଥିପାଇଁ ତ ଏବେ ରଫଲ୍‌ ଆଉଟ୍‌ଫିଟ୍‌ର…

ଆବର୍ଜନାରୁ ସର୍ଜନା

ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି । ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର । ଆଉ ସେହି ବାଟ ନିଜସ୍ବ ଉପାୟରେ ଖୋଜିଛନ୍ତି କେଇଜଣ । ନିଜ ସାଧ୍ୟମତେ…

ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କଲେ ଛାତ୍ର

ଫିରୋଜାବାଦ୍‌,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍‌ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କରିଛନ୍ତି। ସେମାନେ ୧୦ ଦିନରେ ଏହାକୁ ତିଆରି କରିଛନ୍ତି। କାର୍ଡରେ ବିଭିନ୍ନ ସାମାଜିକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?