ଶାଶୁ, ନଣନ୍ଦଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା ରାୟ
ପାଟନା,୨୯।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ଶାଶୁ ରାବ୍ରିି ଦେବୀ ଏବଂ ନଣନ୍ଦ ମୀସା ଭାରତୀଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋତେ ଶାଶୁ ଘରେ ଖାଇବାକୁ ଦିଆଯାଉ ନ ଥିଲା। ଏପରିକି ରୋଷେଇ…
କୋଲେମାନଙ୍କୁ ୧୦୦ ମି. ସ୍ବର୍ଣ୍ଣ
ଦୋହା,୨୯।୯(ଏଏଫ୍ପି): ଏଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ୍ସର ସବୁଠୁ ଲୋକପ୍ରିୟ ଇଭେଣ୍ଟ ପୁରୁଷ ୧୦୦ ମିଟରରେ ଆମେରିକୀୟ ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲେମାନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ସହ ସେ ବିଶ୍ୱ ଦୌଡ଼ ଇଭେଣ୍ଟରେ ନିଜ ଛାପ ଛାଡ଼ିଛନ୍ତି। ୨୩ ବର୍ଷୀୟ…
ରଣବୀରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଦୀପିକା, ପ୍ରଶଂସକ କଲେ ଟ୍ରୋଲ୍
ବିଗତ ଦିନରେ ଦୀପିକା ପାଦୁକୋନ୍ ଏବଂ ରଣବୀର କପୁରଙ୍କ ପ୍ରେମସମ୍ପର୍କକୁ ନେଇ ବଲିଉଡ୍ରେ ଖୁବ୍ ଚର୍ଚ୍ଚା ହେଉଥିଲା। ପରେ ବ୍ରେକ୍ଅପ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ଦୁଇଜଣ ଭଲ ବନ୍ଧୁ ହୋଇଯାଇଛନ୍ତି। ୨୮ ସେପ୍ଟେମ୍ବର ଅର୍ଥାତ୍ ଗତକାଲି…
ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ
ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ ଆକାଶ ଛୁଇଁ ହୋଇଛି। ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରବିବାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ…
ଇମ୍ରାନ୍ଙ୍କ ତୃତୀୟ ସ୍ତ୍ରୀ ବୁଶାରାଙ୍କ ପ୍ରତିବିମ୍ବ ଦର୍ପଣରେ ହେଉନି ପ୍ରତିଫଳିତ: ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା
ଇସଲାମାବାଦ୍,୨୯।୯: ପାକିସ୍ତାନରେ ଏବେ ଏକ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ଜାରି ରହିଛି। ପାକିସ୍ତାନ ମିଡ଼ିଆ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ତୃତୀୟ ସ୍ତ୍ରୀ ବୁଶାରା ବିବିଙ୍କ ପ୍ରତିବିମ୍ବ ଦର୍ପଣରେ ପ୍ରତିଫଳିତ ହେଉନାହିଁ। ଏହାକୁ ନେଇ ସ୍ଥାନୀୟ କ୍ୟାପିଟଲ ଟିଭି ପକ୍ଷରୁ ଦାବି…
ଗଲ୍ଫ ପରେ ବିଲିଆଡର୍ସ ଖେଳିଲେ ଧୋନୀ
ରାଞ୍ଚ,୨୯।୯: ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନାହିଁ। ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର ନେଇ ଅନିଶ୍ଚିତତା ଜାରି ରହିଛି। କିନ୍ତୁ ବିଶ୍ୱର ସଫଳତମ ଅଧିନାୟକ…
୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର
ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର କରୁଥିବା ଚର୍ଖା ଆଜି ବି ଐତିହାସିକ ହୋଇ ରହିଛି। ମଧ୍ୟପ୍ରଦେଶର ନରସିଂହପୁରରେ ଏକ ସ୍କୁଲରେ…
ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ପାଣି
ପାଟନା,୨୯।୯: ବିହାରରେ ପ୍ରବଳ ବର୍ଷାଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାରଠାରୁ ଲଗାତାର ବର୍ଷା ଲାଗି ରହିଛି। ଫଳରେ ଏଠାରେ ଥିବା ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ଉପରକୁ ପାଣି ଭର୍ତ୍ତି ହୋଇ ରହିଛି। ଏହି ଅଞ୍ଚଳରେ ବିହାରର…
ଗୌତମ ଗମ୍ଭୀରଙ୍କ ନାମରେ ଠକେଇ ଅଭିଯୋଗ: ଚାର୍ଜଶିଟ୍ ଦାଖଲ
ନୂଆଦିଲ୍ଲୀ,୨୯।୯: ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଛି। ଏନେଇ ଚାର୍ଜଶିଟ୍ ସାକେତ୍ କୋର୍ଟରେ ଦାଖଲ ହୋଇଛି। ୫୦ ଜଣ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ୨୦୧୧ରେ ଗାଜିଆବାଦ୍ର ଇନ୍ଦିରାପୁରମ୍ରେ ଫ୍ଲାଟ୍…
ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ
ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ…
କୁତ୍ରା ବ୍ଲକ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ: ରାଉରକେଲା-ସମ୍ବଲପୁର ଯାତାୟାତ ବାଧାପ୍ରାପ୍ତ
ସୁନ୍ଦରଗଡ଼,୨୯।୯(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲି ଆସିଥିଲେ। ରବିବାର ହାତୀପଲକୁ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍ ଓ୍ବେର ଗଙ୍ଗାଜଳ ବସଷ୍ଟାଣ୍ଡଠାରେ…
ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ
ହୃଦ୍ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ ସଂଖ୍ୟା ବିକଶିତ ଦେଶ ତୁଳନାରେ ବିକାଶଶୀଳ ଦେଶରେ ଅଧିକ ହୋଇଛି । ଏଥିଯୋଗୁ ୮୦…

