ରେକର୍ଡ ବୁକ୍ ରେ ଭାଇଜାଗ ଟେଷ୍ଟ
ବିଶାଖାପାଟଣା,୬।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରେକର୍ଡ ବୁକ୍ରେ ସ୍ଥାନ ପାଇଛି। ଏହି ଟେଷ୍ଟରେ ଉଭୟ ଦଳ ମୋଟ ୩୬ ଛକା ଲଗାଇଛନ୍ତି। ଇତିହାସରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟରେ ଏହା ସର୍ବାଧିକ…
କଂଗ୍ରେସକୁ ଝଟ୍କା: ଦଳ ଛାଡି ଆପ୍ରେ ଯୋଗଦେଲେ ପ୍ରହ୍ଲାଦ ସିଂ
ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ଉପସ୍ଥିତିରେ ସେ ଆପରେ ସାମିଲ ହୋଇଛନ୍ତି। ଦିଲ୍ଲୀର ଚାନ୍ଦିନୀ ଚୌକରୁ…
ବିଦ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଜଗତ୍ସିଂହପୁର ଅଫିସ,୬।୧୦: ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦାଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁରେ ଥିବା ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବକଙ୍କ…
ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର
ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ…
ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା ତୁଠରୁ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ଦୁଇ…
ସପାରେ ଯୋଗ ଦେଲେ ରମାକାନ୍ତ ଯାଦବଙ୍କ ସହ ଫୁଲନ ଦେବୀଙ୍କ ଭଉଣୀ
ଲକ୍ଷ୍ନୌ,୬।୧୦: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରବିବାର କେତେଜଣ ନେତା ସମାଜବାଦୀ ପାର୍ଟି ହାତ ଧରିଛନ୍ତି। ଆଜମଗଡ଼ର ପୂର୍ବତନ ଏମ୍ପି ରମାକାନ୍ତ ଯାଦବ ତାଙ୍କ ସମର୍ଥକଙ୍କ ସହ ଆସି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ଦଳ ମୁଖ୍ୟ ଅଖିଳେଶ ଯାଦବଙ୍କ…
ଥରିଲା ପିଓକେ
ଇସ୍ଲାମାବାଦ,୬।୧୦: ପିଓକେ ବା ପାକ୍ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି ଏଥିରେ ଏକ ଘର ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଆହତ…
ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ
ଅଭିନେତ୍ରୀ ତଥା ଏମ୍ପି ନୁଶରତ୍ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ ପୂଜା ପେଣ୍ଡାଲରେ ପହଞ୍ଚିଥିଲେ। ପାରମ୍ପରିକ ବଙ୍ଗାଳୀ ଶାଢି ଏବଂ ସିନ୍ଦୁର ପିନ୍ଧି ନୁଶରତଙ୍କୁ ଢୋଲ…
ଭାଇରାଲ ହେଉଛି ବିଗ୍ ବିଙ୍କ ଫନି ଟିକ୍ଟକ୍ ଭିଡିଓ
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ନିକଟରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏମିତି ଏକ ଭିଡିଓ ଅପଲୋଡ କରିଛନ୍ତି ଯାହାକୁ ଦେଖିଲେ ନ ହସିବା ଲୋକେ ବି ହସି ପକାଇବେ। ଉକ୍ତ ଭିଡିଓରେ ଜଣେ…
ଫେରୁଛି ‘ରୋଜା’
ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ ସ୍ବାମୀ ଓ ମଧୁଙ୍କ ଯୋଡିଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏବେ ଏହି ଯୋଡି…
ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍ରେ ପରାସ୍ତ କଲା ଭାରତ
ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର. ଅଶ୍ୱିନ୍, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ…
ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ ଜାଣନ୍ତୁ…
ମା’ ଦୁର୍ଗାଙ୍କ ଆବାହନରେ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ ଆରମ୍ଭ ହୋଇଛି ମା’ଙ୍କର ଏହି ପୂଜାର୍ଚ୍ଚନା। ଆଜି ଅର୍ଥାତ ରବିବାର ଅଷ୍ଟମୀ ପୂଜା। ଦଶମୀ ତିଥିରେ ମା’ଙ୍କ ପୂଜା ସମାପନ ହେବ। ଦେବୀ ଦୁର୍ଗାଙ୍କୁ ନେଇ…

