Home Left

ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍‌ରେ ନିଜର ସ୍ଥାନ ନିଶ୍ଚିତ କରିଛି।…

ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ

ଭୁବନେଶ୍ୱର,୨ା୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ମଧ୍ୟରୁ ଏହି ଛୁଆଟି ଗୋଟିଏ।…

ଆମେରିକା ଉପରେ ବଡ଼ ଆକ୍ସନ ନେବ ଭାରତ! ଫସିଲେ ଟ୍ରମ୍ପ…

ନୂଆଦିଲ୍ଲୀ, ୨।୬: ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତର ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନୋଟିସକୁ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ ଭାରତ ଆମେରିକାର ଇସ୍ପାତ ଓ ଆଲୁମିନିୟମ ଆମଦାନି ଶୁଳ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଥିଲା। ଆମେରିକା ଏହି ଶୁଳ୍କଗୁଡ଼ିକୁ…

ସାପ୍ତାହିକ ହାଟର ଶୁଭାରମ୍ଭ କଲେ ଏନ୍‌ଏସି ଅଧ୍ୟକ୍ଷା, ଏମ୍‌ପି-ବିଧାୟକ ଅଲୋଡ଼ା ହେବା ନେଇ ଜୋର୍‌ ଧରିଛି ରାଜନୀତି

ଗଞ୍ଜାମ,୨ା୬(ବିଦ୍ୟାଧର ସାହୁ): ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଏନ୍‌ଏସି ଅଧକ୍ଷା ଏହାର ଶୁଭାରମ୍ଭ କରିଥିଲେ। କିନ୍ତୁ ସ୍ଥାନୀୟ ବିଧାୟକ, ଏମ୍‌ପିଙ୍କୁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଏବଂ ଫଳକରେ ନାମ ଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନରୁ ଲୋକଙ୍କ…

କୋହଲିଙ୍କ ନାଁରେ ମାମଲା ରୁଜୁ: ଏହି ମାମଲାରେ ଫସିଗଲେ

ବେଙ୍ଗାଲୁରୁ,୨।୫: ବେଙ୍ଗାଲୁରୁ ପୋଲିସ କ୍ରିକେଟର ବିରାଟ କୋହଲିଙ୍କ ପବ-ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋହଲିଙ୍କ One8 Commune ପବ ଏବଂ ରେଷ୍ଟୁରାଣ୍ଟ ବିରୋଧରେ ନୋ ସ୍ମୋକିଂ ଜୋନ ନ ଥିବା ପାଇଁ ପୋଲିସ ଏକ ମାମଲା ରୁଜୁ କରିଛି। ତଥାପି,…

ଲଣ୍ଡା ପାହାଡ଼ ପାଲଟିଲା ସବୁଜ ବନାନୀ, ବଢ଼ିଲାଣି କାଠଚୋରି

ଭଞ୍ଜନଗର,୨ା୬(ବାବୁଲା ପ୍ରଧାନ): ସରକାର ଜନସାଧାରଣଙ୍କ ହିତକୁ ଦେଖି ଯୋଜନା କରିଥାନ୍ତି। କିନ୍ତୁ ତଳସ୍ତରରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଯୋଜନାର ସୁଫଳ ନିର୍ଭର କରୁଛି। କିଛି ଯୋଜନା ସଫଳ ହେଉଥିବା ବେଳେ ଆଉ କିଛି ଯୋଜନା ବିଫଳ ମଧ୍ୟ ହେଉଛି।…

ସୁପ୍ରିମୋଙ୍କ କଡ଼ା ଆକ୍ସନ, ବିଜେଡିରୁ ପୁଣି ଜଣଙ୍କୁ ବିଦା କରି…

ଭୁବନେଶ୍ୱର,୨ା୬: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଏକ କଡ଼ା ଆକ୍ସନ ନେଇଛନ୍ତି। ଢେଙ୍କାନାଳ ସଦର ବ୍ଲକର ପୂର୍ବତନ ବ୍ଲକ ସଭାପତି ବିଭୂ ପ୍ରସାଦ ଦେହୁରୀଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ସୁପ୍ରିମୋ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଭୂଙ୍କୁ ଦଳରୁ ନିଲମ୍ବନ…

ଭାରତ ଠାରୁ ୨ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି ଟ୍ରମ୍ପ, ଚାଞ୍ଚଲ୍ୟକର ଖୁଲାସା…

ନୂଆଦିଲ୍ଲୀ, ୨।୬: ଆମେରିକା ସଂଯୁକ୍ତ ରାଷ୍ଟ୍ର ଭାରତକୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା (୨୧୬ ବିଲିୟନ ଡଲାର) ଦେବ ଏବଂ ତାହା ପୁଣି ଋଣ ପରିଶୋଧ ପାଇଁ। ଏନେଇ ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଟ୍ରେଜୁରୀ…

IPL ଗୋଟିଏ ମ୍ୟାଚରୁ କେତେ ରୋଜଗାର କରନ୍ତି ମୁମ୍ବାଇ ମାଲିକାଣୀ ନୀତା ଅମ୍ବାନୀ: ପ୍ରୀତି ଜିଣ୍ଟାଙ୍କ ରୋଜଗାର…

ନୂଆଦିଲ୍ଲୀ,୨।୬: IPL 2025ର କ୍ୱାଲିଫାୟର-୨ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତି ପଞ୍ଜାବ ଦଳ ଫାଇନାଲରେ ପହଞ୍ଚିଛି ଏବଂ ଏହି IPL ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଏବେ ୩…

ଭାରତକୁ ଦୟାର ଭିକ ମାଗିବେ ଶହବାଜ-ମୁନିର? ପାକିସ୍ତାନରେ ହାହାକାର, ମୁଣ୍ଡରେ ଝୁଲୁଛି…

ଇସଲାମାବାଦ,୨।୬: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯାହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଚଳିତ ବର୍ଷ ଖରିଫ (ଗ୍ରୀଷ୍ମ ଫସଲ) ଋତୁରେ ଗମ୍ଭୀର ଜଳ ସଙ୍କଟକୁ ନେଇ…

RCB ନ ଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଦେବି… ମହିଳା ପ୍ରଶଂସକଙ୍କ ଧମକ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ,୨।୬: IPL 2025ର ଉତ୍ସାହ ଶୀର୍ଷରେ ପହଞ୍ଚିଛି। ଏବେ ଫାଇନାଲ ମ୍ୟାଚ ବାକି ଅଛି। ଅନ୍ୟପକ୍ଷରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଶଂସକଙ୍କ ଉତ୍ସାହ ବଢିଯଇଛି। କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସ ଉପରେ ଚମତ୍କାର ବିଜୟ ପରେ RCB ଫାଇନାଲରେ ପହଞ୍ଚିଛି। RCB ଦଳ…

JEE ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ, ରଜିତ୍‌ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ,୨ା୬: JEE ଆଡଭାନ୍ସଡ ରେଜଲ୍ଟ ୨୦୨୫ ସୋମବାର ପ୍ରକାଶ ପାଇଛି। IIT ଦିଲ୍ଲୀ ଜୋନ୍‌ର ରଜିତ୍‌ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରଜିତ୍‌ ୩୬୦ ମାର୍କରୁ ୩୩୨ ମାର୍କ ପାଇ କମନ ରାଙ୍କ ଲିଷ୍ଟ (CRL)ରେ ଶୀର୍ଷ ସ୍ଥାନ ଅଧିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri