ଅଂଶୁମାନ ଯାହା ଚାହୁଁଥିଲେ..
ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ କହନ୍ତି, ‘ଏହି ଭୂମିକାରେ କେତେ ଦମ୍ ଅଛି…
ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏମାନେ
କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ…
୨୬ରେ ସୈନିକ ନିଯୁକ୍ତି ପାଇଁ ପରୀକ୍ଷା
କଟକ ଅଫିସ, ୯ା୧୦: ସୈନିକ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୨୬ରେ କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ଅନୁଷ୍ଠିତ ହେବ। ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଗତ ଅଗଷ୍ଟ ୧୮ରୁ ୨୬ ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ…
ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ
କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦: ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର ପ୍ରଧାନ ଦେବବ୍ରତ ମହାପାତ୍ର। ଖବରପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ…
ମା’ଙ୍କୁ ମେଲାଣି: ବାଜାବାଣରେ ଦୁଲୁକିଲା କାମାକ୍ଷାନଗର
କାମାକ୍ଷାନଗର, ୯।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ଟି ମେଢ଼ ମଧ୍ୟରୁ ୧୪ଟି ସାମିଲ ହୋଇଥିଲେ। ବାଜାବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ସମଗ୍ର ସହର। ହଜାର…
ଏମ୍ସିଏ ମୁଖ୍ୟଙ୍କୁ ଭେଟିବେ ସଚିନ
ମୁମ୍ବାଇ,୯।୧୦(ପି.ଟି.): କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ମୁମ୍ବାଇ କ୍ରିକେଟ ଏକାଡେମୀ (ଏମ୍ସିଏ) ସଭାପତି ବିଜୟ ପାଟିଲଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ଏମ୍ସିଏ ପକ୍ଷରୁ ତେନ୍ଦୁଲକରଙ୍କୁ ଏକ ବୈଠକରେ ଯୋଗଦେବା ଲାଗି ଅନୁରୋଧ କରାଯାଇଥିଲା। ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି,…
ଅଧିନାୟକ କୋହଲିଙ୍କ ଅପେକ୍ଷାରେ କୃତିତ୍ୱ
ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ ଦଳ ଏବେ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଅଧିନାୟକ କୋହଲିଙ୍କ ପାଇଁ…
ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର
ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ ଛକ, ବସଷ୍ଟାଣ୍ଡ ଓ ଉଫୁଲାଠାରେ ହୋଇଥିବା ମେଢ଼, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ…
ଅବକାରୀ ଚଢ଼ାଉ, ୬ ଗିରଫ
ଢେଙ୍କାନାଳ ଅଫିସ, ୯।୧୦-ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ଭୁବନ ଥାନା ଟିପିଲେଇ ଛକ ଏବଂ ପଳାସପିଠିଆରୁ ୮୦ ବୋତଲ ବିଦେଶୀ ମଦ ସହ ଏକ ବାଇକ୍ ଜବତ…
ବଜ୍ରପାତରେ ଜଣେ ମୃତ
ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର ଅନୁସାରେ ବୁଧବାର ଅପରାହ୍ନରେ ନାଥ ଚନ୍ଦ୍ର ଘର ଆଗରେ ବସିଥିବା ବେଳେ ବଜ୍ରପାତର ଶିକାର…
ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ପୁରୀ ଅଫିସ, ୯ା୧୦: ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ…
ବାଇକ୍ରୁ ଡେଇଁ ହାତକଡ଼ି ସହ ଚମ୍ପଟ ଅଭିଯୁକ୍ତ ଗିରଫ:୨ ପୋଲିସ ନିଲମ୍ବିତ
ଚାନ୍ଦବାଲି, ୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ବାଂଶଡ଼ା ଥାନାରେ ଏକ କମେଣ୍ଟ ମାରିବା ମାମଲାରେ ଗିରଫ ଜଣେ ଅଭିଯୁକ୍ତ ଭଦ୍ରକ ଜେଲ୍କୁ ସ୍ଥାନାନ୍ତର ହେବା ରାସ୍ତାରେ ହାତକଡ଼ି ସହ ବାଇକ୍ରୁ ଡେଇଁ ମଙ୍ଗଳବାର ସନ୍ଧ୍ୟାରେ ଚମ୍ପଟ ମାରିଥିଲେ। ପୋଲିସ୍ ଖୋଜାଖୋଜି କରି…

