ବିବାଦ ପରେ ୟୁ ଟର୍ଣ୍ଣ ନେଲେ ରବିଶଙ୍କର
ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ବୟାନ ଦେଇଥିଲେ ତାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବହୁ ବଡ ବଡ ନେତା ତାଙ୍କୁ ଘେରିବା ପରେ ରବିବାର ସେ ଏକ ପ୍ରେସ୍ ରିଲିଜ୍ ମାଧ୍ୟରେ…
ରୋଗରୁ ଦୂରେଇ ରହିବା ପାଇଁ ପିମ୍ପୁଡି ଖାଆନ୍ତି ଏହି ଜନଜାତି…
ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସମ୍ପର୍କରେ ଆମେରିକାର ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟରେ ହୋଇଥିବା…
ଡମ୍ପର ଚାପାରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଯାଜପୁର ଅଫିସ,୧୩।୧୦: ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ଅଧୀନ ତଳଗଡ଼ ପଥୁରିଆ ସାହିର ପ୍ରଦୀପ ମଳିକ(୩୫)ଙ୍କ ରବିବାର ଅପରାହ୍ନରେ ତଳଗଡ଼ ସ୍କୁଲ ନିକଟରେ ଡମ୍ପର ଚାପାରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ପୂର୍ବ ଶତ୍ରୁତାକୁ କେନ୍ଦ୍ର…
ଆଗୁଆ ସିରିଜ୍ ଜିତିଲା ଭାରତ
ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ ଓ ୧୩୭ ରନ୍ରେ ଜିତିନେଇଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ୬୦୧ ରନ୍ କରି…
ଦୁନିଆର ସବୁଠାରୁ ଏକୁଟିଆ ମଣିଷ
ବ୍ରାଜିଲର ରୋଣ୍ଡୋନିଆ ରାଜ୍ୟରେ ଥିବା ଆମାଜୋନ ଅବବାହିକାର ଗହୀର ଜଙ୍ଗଲ ମଧ୍ୟରେ ଏକ ବ୍ୟକ୍ତିଙ୍କୁ ଠାବ କରାଯାଇଛି। କୁହାଯାଏ ବ୍ୟକ୍ତି ଜଣକ ଶହଶହ କିଲୋମିଟର ପରିବ୍ୟାପ୍ତ ସେହି ଜଙ୍ଗଲରେ ଏକା ବସବାସ କରନ୍ତି। ଯେହେତୁ ସେ ନିଜ ଜନଜାତିର ଅନ୍ତିମ ସଦସ୍ୟ…
ଘସିପୁରା ବ୍ଲକରେ ଆବାସ ଘୋଟାଲା ପ୍ରସଙ୍ଗ : ଦୁଇ ପିଇଓ ନିଲମ୍ବିତ
ଘସିପୁରା,୧୩।୧୦(ଡି.ଏନ୍.ଏ.) : କେନ୍ଦୁଝର ଜିଲା ଘସିପୁରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୨ ପିଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କୁ ନିଲମ୍ବନ କରାଯାଇଛି। ଏହି ବ୍ଲକରେ ଆବାସ ଯୋଜନାରେ କିଛି ଘୋଟାଲାର ତଦନ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ…
ଅତି ଉତ୍ସାହିତ ହୋଇ ମୋଦିଙ୍କୁ ଫକିର ବୋଲି କହିଲେ ଅନୁପମ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାକୁ ଦେଖିବା ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା। ଏହା ଦେଖିବା ପରେ ବଲିଉଡ୍ କଳାକାର ଅକ୍ଷୟ…
ସନତଙ୍କ ଲାଗି ପ୍ରଚାର କଲେ ପୂର୍ବତନ ଏମ୍ପି ବୈଜୟନ୍ତ
ବିଜେପୁର,୧୩।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଉ ମାତ୍ର ଏକ ସପ୍ତାହ ରହିଛି। ତେଣୁ ବିଭିନ୍ନ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଏହି ଅଞ୍ଚଳରେ ପ୍ରଚାରର ମଙ୍ଗ ଧରିଲେଣି। ଏହିକ୍ରମରେ ରବିବାର ପୂର୍ବତନ ଏମ୍ପି ବୈଜୟନ୍ତ ପଣ୍ଡା ବିଜେପୁର ଅଞ୍ଚଳରେ ଭାଜପା…
ଇତିହାସ ପାଲଟିବ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି
ମୁମ୍ବାଇ,୧୩।୧୦: ଦିନେ ଲୋକପ୍ରିୟ ଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗୋଟିଏ ବର୍ଷ ପରେ ଇତିହାସ ପାଲଟିବ। ଆସନ୍ତା ୨୦୨୦ ଜୁନ୍ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ସେବା ବନ୍ଦ କରିଦିଆଯିବ। ଇଣ୍ଡୋ-ଇଟାଲିଆନ୍ ମଡେଲର ଏହି କାର ଉତ୍ପାଦନ ୨୦୦୦ରୁ…
ମୃତ ଭାବି ଶ୍ମଶାନ ନେଉଥିଲେ ପରିବାର ଲୋକେ, କିନ୍ତୁ ଜୁଇରୁ ଫେରିଆସିଲେ ମୃତକ
ସୋରଡ଼ା,୧୩।୧୦(ଡି.ଏନ୍.ଏ.): କୁହାଯାଏ ନିମିଷେ ମାତ୍ର ଆୟୁଷ ଥିଲେ ଯମ ନେଇପାରେ ନାହିଁ। ଠିକ୍ ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ଲାଉଖାଲରେ। ଶ୍ମଶାନକୁ ଯିବା ବାଟରେ ଜୀବିତ ହୋଇ…
ଗଛ ପାଲଟୁଛି ଆସବାବ
କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍ ମୁନ୍ରୋ ଏବଂ ଆଲାଇସ୍ ମୁନ୍ରୋ ଗଛ ଲଗାଉଛନ୍ତି ଗଛକୁ ଭିନ୍ନଭିନ୍ନ ଆକୃତି ଦେବା ପାଇଁ। ତାହା ପୁଣି ଚେୟାର,…
୧୫୦ ଫୁଟ ଉଚ୍ଚ ରୋପ୍ଓ୍ବେ କେବୁଲ୍ରେ ଝୁଲି ରହିଲା ବିମାନ: ଦେଢ଼ଘଣ୍ଟା ଡେଣାରେ ବସି ରହିଲେ ଚାଳକ ଓ ଯାତ୍ରୀ
ରୋମ୍,୧୩।୧୦: ଇଟାଲୀର ଆଲ୍ପସ୍ ପର୍ବତ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ୧୫୦ ଫୁଟ ଉଚ୍ଚ ରୋପ୍ଓ୍ବେ କେବୁଲ୍ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲି ରହିଥିଲା। ୬୨ ବର୍ଷ ବୟସ୍କ ବିମାନ ଚାଳକ ଏବଂ ଏଥିରେ…

