Home Left

ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍‌ ଠାବ

ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯାଞ୍ଚ…

ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ…

ଫରେଷ୍ଟ କମିଶନ ଗଠନ ଦାବି ନେଇ ଏକାଠି ହେଲେ ବନ କର୍ମଚାରୀ

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ବ୍ରହ୍ମପୁର ଜୋନ୍‌ ପକ୍ଷରୁ ରବିବାର ଭଞ୍ଜନଗର ଲାଲସିଂ ନର୍ସରୀ ପରିସରରେ ଏକ ବୈଠକ ହୋଇଥିଲା। ସଭା ପ୍ରାରମ୍ଭରେ ଶିକାରୀ ମାନକ ଗୁଳିରେ ନିହତ ହୋଇଥିବା ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ…

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ପ୍ରବନ୍ଧ ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ…

ନୂଆଦିଲ୍ଲୀ,୧।୬: ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ଏକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ସେନାର ଐତିହାସିକ କାର୍ଯ୍ୟକଳାପ ଏବଂ ଦେଶର ସୁରକ୍ଷା…

ନରେଗା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ

ଖଜୁରୀପଡ଼ା,୧ା୬(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗ ଦେବା ଦିନ ଠାରୁ ବିକାଶ କାର୍ଯ୍ୟ ଅଗ୍ରସର ଭାବେ ଚାଲିଛି। ସେ ଛୁଟି ଦିନରେ ମଧ୍ୟ ବିଭିନ୍ନ ପଞ୍ଚାୟତକ୍ଷେତ୍ର ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରୁଛନ୍ତି।…

୧୫ ବର୍ଷୀୟା ନାବାଳିକାକୁ ୬ ଜଣଙ୍କ ଗଣବଳାତ୍କାର, ଭିଡିଓ ଦେଖାଇ ବ୍ଲାକମେଲ୍

ନୂଆଦିଲ୍ଲୀ,୧।୬: କର୍ଣ୍ଣାଟକର ବେଲାଗାଭିରେ ଜଣେ ନାବାଳିକାଙ୍କୁ ବାରମ୍ବାର ଗଣବଳାତ୍କାର ଶିକାର ହେବାକୁ ପଡ଼ିଛି। ସ୍ଥାନୀୟ ପୋଲିସ କହିବା ଅନୁସାରେ ଡିସେମ୍ବର ମାସରେ ଛଅ ଜଣ ଅପରାଧୀ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ ଏବଂ ଘଟଣାଟିକୁ ସେମାନେ ନିଜ ମୋବାଇଲରେ…

ପରଲୋକରେ ‘ଜରି ମାଉସୀ’, ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ରେ କଥା ହୋଇ ଚର୍ଚ୍ଚାରେ ଥିଲେ…

କେନ୍ଦ୍ରାପଡ଼ା,୧ା୬(ଜଗନ୍ନାଥ ଧଳ): ସୁସ୍ଥ ପରିବେଶ ଓ ଅଳିଆ ସାମଗ୍ରୀରୁ ହସ୍ତକଳାକୁ ଗୁରୁତ୍ୱ ଦେଇଥିବା କେନ୍ଦ୍ରାପଡ଼ା ଜିଲାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ କମଳା ମହାରଣା (୬୬)ଙ୍କର ଶନିବାର ରାତିରେ ମୃତ୍ୟୁ ହୋଇଛି। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଇ…

ସ୍ୱାମୀ ଜାଣିଦେଲେ ସ୍ତ୍ରୀର ଅନୈତିକ ସମ୍ପର୍କ: ଶୋଇଥିବା ବେଳେ ପ୍ରେମିକକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଅନୁଗୁଳ,୧।୬: ଅନୁଗୁଳ ଜିଲାର କଣିହା ବ୍ଲକ ଅନ୍ତର୍ଗତ ମସୁଣିହାଟା ଗାଁରେ ରବିବାର ଏକ ହିଂସାତ୍ମକ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବବାଜୀ ନାୟକ ବୋଲି ଜଣାପଡ଼ିଛି, ଯାହାଙ୍କୁ ବିଭୂତି ନାୟକ ନାମକ ଜଣେ…

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌, ଏବେ ଗଣିବେ ଏତିକି…

ଭୁବନେଶ୍ୱର,୧।୬: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦାମ୍‌। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍‌ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍‌ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ…

ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଜିଠାରୁ ପାଇବେ ଏତିକି ଅଧିକ ଟଙ୍କା, ୧ ଲକ୍ଷର ବୀମା

ଭୁବନେଶ୍ୱର,୧।୬: ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରବିବାରଠାରୁ ଚାଷୀମାନେ ଲିଟର ପିଛା ଅଧିକ ୩ ଟଙ୍କା ପାଇବେ। ଏମିତିରେ ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨…

ଝିଅର ସବାରୀ ଉଠିବା ପୂର୍ବରୁ ଉଠିଲା ମା’ର କୋକେଇ, ଚା’ ସହ କେକ୍‌ ଖାଇବା ବେଳେ…

ଥିରୁଭାନନ୍ତପୁରମ୍‌,୧ା୬: କେରଳର ମଲାପ୍ପୁରମରେ ଜଣେ ୪୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତା’ପରଦିନ ଅର୍ଥାତ୍‌ ମେ’ ୩୧ରେ ତାଙ୍କ ଏକମାତ୍ର ଝିଅର ବିବାହ ହେବାର ଥିଲା, ଯାହା ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ଗଳାରେ…

PBKS vs MI: ଚମକାଇଲା AIର ଭବିଷ୍ୟବାଣୀ, ଆଜିର ମ୍ୟାଚ୍‌ ଜିତିବ…

ନୂଆଦିଲ୍ଲୀ,୧।୬: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି, ଜୁନ 1, 2025ରେ ଆଇପିଏଲ 2025ର କ୍ୱାଲିଫାୟର 2ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ ଏକ ହାଇ-ଷ୍ଟେକ ମୁକାବିଲା ହେବ। ଏହି ମ୍ୟାଚର ବିଜେତା ଦଳ ଜୁନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri