Home Left

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି ଉଚିତ ଦାମ୍‌ ପୈଠ କରି ଆସିଥାନ୍ତି। ସର୍ବସାଧାରଣଙ୍କ ବିଶ୍ୱାସରେ ଏହା ପରିଚାଳିତ ହୋଇଥାଏ। ଏହା…

ଯୌତୁକ ଜନିତ ମହିଳାଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ହାଟଡିହୀ,୧୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ଖଳାଗଡିଆ ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ପାଇଁ ବିଷଦେଇ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଓ ଆନନ୍ଦପୁର ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ। ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ।…

ଜମ୍ବୋ ପାଳିଲେ ୪୯ତମ ଜନ୍ମଦିନ

ନୂଅାଦିଲ୍ଲୀ,୧୭୧୦- ପୂର୍ବତନ ଭାରତୀୟ ଅଧତ୍ନାୟକ ଅନିଲ କୁମ୍ବଲେ ଗୁରୁବାର ୪୯ତମ ଜନ୍ମ ଦିନ ପାଳିଛନ୍ତି ଏହି ଅବସରରେ ଜମ୍ବୋ ଭାବେ ପରିଚିତ କିମ୍ବଦନ୍ତୀ ଲେଗ୍ ସ୍ପିନରକ ପ୍ରଶଂସକ, ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଛନ୍ତି ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ…

ଭଉଣୀ ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଲା ଭାଇଙ୍କୁ: ସର୍ବ ସମ୍ମୁଖରେ ମାଗିଲେ କ୍ଷମା

ବିବାହ ପରେ ଝିଅ ବିଦା ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥାଏ। ସମସ୍ତେ ଏହା ଦେଖିଥିବେ ନିଶ୍ଚୟ। ମାତ୍ର ରୁଷିଆର ଗଣରାଜ୍ୟ ଚେଚନ୍ୟାରେ ଝିଅ ବିଦା ସମୟରେ ଏମିତି ଏକ ପରିସ୍ଥିତି ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ…

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ନେଇ ପ୍ରତାପ-ପ୍ରମିଳା ମୁହାଁମୁହିଁ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ପ୍ରତାପ ଗୁରୁବାର ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ନେଇ ଉଭୟ ମୁହାଁମୁହିଁ…

ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର ଗିରଫ କରାଯାଇଥିଲା। ସେ ହେଲେ ଗଙ୍ଗାଧର ରାଉତ। ଗଙ୍ଗାଧର ନିମାପଡ଼ା ଥାନାରେ ସହକାରୀ ଡ୍ରାଇଭର…

ମହିଳାଙ୍କଠାରୁ ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ବ୍ୟାଙ୍କ କଲୋନୀର ୩ୟ ଲାଇନରେ ଗୁରୁବାର ଜି. ମାଙ୍ଗେୟାମା ନାମକ ଜଣେ ମହିଳା ବଜାରରୁ କ୍ଷୀର ନେଇ ଆସୁଥିବା ସମୟରେ ପଛପଟୁ ୨ ଦୁଇଜଣ ମୁହଁ ଘୋଡ଼ାଇ ବାଇକ୍‌ ଯୋଗେ ଆସି ତାଙ୍କଠାରୁ ସୁନା ଚେନ୍‌ ଝାମ୍ପି…

ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ ଓହ୍ଲାଇ ଥିଲେ। ହାଇଟେକ ବସ୍‌ ଉପରେ ରହି ପ୍ରାର୍ଥିନୀ ରୀତା ସାହୁ ପାଇଁ ଭୋଟ…

ଖେଳୁଥିବା ବେଳେ ଗଛଡ଼ାଳ ଛିଡ଼ି ପଡ଼ିଲା: ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଘଟଣ ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବ ଗଛର ଶୁଖିଲା ଡ଼ାଳ ପଡ଼ି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା ପୋଲିସ। ଏହି ଶୁଆଗୁଡିକୁ ବିଦେଶ ଚୋରାଚାଲାଣ କରାଯାଉଥିବାବେଳେ ଧରାଯାଇଥିଲା। ଉଜବେକିସ୍ତାନର ରଖମତ ଜୋନୋବ ଜଣେ…

ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍‌

ହଲିଉଡ୍‌ ଅଭିନେତ୍ରୀ ଜେନିଫର୍‌ ଏନିଷ୍ଟନ୍‌ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର ହୋଇଛନ୍ତି। ଇନ୍‌ଷ୍ଟ୍ରାଗ୍ରାମରେ ଡେବ୍ୟୁ କରିବାର କିଛି ସମୟ ମଧ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?