ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା
ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ସକାଳ ୧୧ଟାରେ ଚଣ୍ଡିଗଡରେ ବିଧାୟକ…
ଶିଶୁପୁତ୍ର ସହ ଭୂତ ଶୋଇଥିବା ଦେଖି ଡରିଗଲେ ମା’, ସୋସିଆଲ ମିଡିଆରେ ଫଟୋ ଶେୟାର କରି କହିଲେ ସମ୍ପୂର୍ଣ୍ଣ ଘଟଣା
ଭୂତ, ପ୍ରେତକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଥାନ୍ତି। କେହି ଏହାର ଅସ୍ଥିତ୍ୱକୁ ନେଇ ବିଶ୍ୱାସ କରୁଥିଲେ ମଧ୍ୟ କେହି କେହି ବିଶ୍ୱାସ କରି ନ ଥାନ୍ତି। ତେବେ ଏହା ଉପରେ ଏପରି କିଛି ସୂଚନା ନାହିଁ କି…
ଦୀପାବଳିରେ ବାଣ ନ ଫୁଟାଇବାକୁ ଶପଥ ନେଲେ ଶିକ୍ଷାର୍ଥୀ
ବାରାଣସୀ,୨୫।୧୦: ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଲୋକେ ବାଣ ଫୁଟାଇବାକୁ ଏବେଠାରୁ ପ୍ରସ୍ତୁତ ହୋଇ ରହି ସାରିଲେଣି। ହେଲେ ଉତ୍ତର ପ୍ରଦେଶ ବାରାଣସୀର ସିଏମ୍ ଆଙ୍ଗୋଲା ବେଙ୍ଗଲି କଲେଜର ଶିକ୍ଷାର୍ଥୀମାନେ ଚଳିତ ବର୍ଷ ଦୀପାବଳିରେ…
କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର
କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ ଏହାର ଆଖପାଖରେ ରହୁଥିବା ପ୍ରାୟ ୨ ଲକ୍ଷ ପରିବାରଙ୍କ ବିଦ୍ୟୁତ ସଂଯୋଗକୁ…
ଡାଇବେଟିସ ନିୟନ୍ତ୍ରଣ କରେ ମେଥି
ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହାର ପାଣି ପିଇଲେ ଡାଇବେଟିସ ରୋଗୀଙ୍କ ପାଇଁ…
ହୋମଗାର୍ଡଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର
ଖୋର୍ଦ୍ଧା ଅଫିସ, ୨୫।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ବେଗୁନିଆ ବ୍ଲକ ସିମୋର ଅଞ୍ଚଳର ପ୍ରମୋଦ ଭୋଳ ନାମକ ହୋମଗାର୍ଡଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ…
ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା
ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ଏହାର ଏକ ବଡ କାରଣ ହେଉଛି କାଣ୍ଡାଙ୍କ ଆପରାଧୀକ…
ଏମିତି ବି ଆସେ ମୃତ୍ୟୁ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶାଶୁ, ୨ ବୋହୁଙ୍କ ଜୀବନ ଗଲା
ସାଲେପୁର,୨୫।୧୦(ଡି.ଏନ୍.ଏ.): କଟକ ଜିଲା ସାଲେପୁର ଥାନା ଅଧୀନ ବାରିଗୋଳ ପଞ୍ଚାୟତ ବେତେଇ ଗ୍ରାମ ଦଳିତ ସାହିରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶାଶୁ ସୀତା ମଲ୍ଲିକ(୭୦), ମଝିଆ…
ବର୍ଲିରେ ଲାଗିଲା ପୋଷ୍ଟର: ଆଦିତ୍ୟ ଭାବି ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଭାଜପା ଓ ଶିବସେନାଙ୍କ ମେଣ୍ଟକୁ ଏହି ନିର୍ବାଚନରେ ବହୁମତ ମିଳିଛି। ଏହାରି ଭିତରେ ମହାରାଷ୍ଟ୍ରରେ କିଛି ଏଭଳି ପୋଷ୍ଟରକୁ ଦେଖିବାକୁ ମିଳିଛି, ଯେଉଁଥିରେ ଆଦିତ୍ୟ ଠାକରେ ଭାବି ମୁଖ୍ୟମନ୍ତ୍ରୀ…
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ
ଭେଡ଼େନ,୨୫।୧୦(ଡି.ଏନ୍.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନ ଥିବା, ବିଜ୍ଞାନ ଆଦି ପାଠ ଠିକ୍…
ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା
ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍ପି ଦିପେନ୍ଦ୍ର…
ଅଲ୍ବିଦା ଲି
ପୂର୍ବତନ ଅଲିମ୍ପିକ୍ ଚାମ୍ପିୟନ ତଥା ଚାଇନା ମହିଳା ବ୍ୟାଡ୍ମିଣ୍ଟନ ତାରକା ଲି ଜୁଇରୁଇ ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ସଫଳତାର ଶୀର୍ଷକୁ ଛୁଇଁଥିବା ଲି ଇଞ୍ଜୁରି କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ପ୍ରାୟ ସବୁ ଟପ୍…

