Home Left

ମରାମତି ହେଉନି ଓଭରବ୍ରିଜ୍‌: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୨୯।୧୦-ବାଲେଶ୍ୱର ଫକୀରମୋହନ ଗୋଲେଇରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ରାଜ୍ୟର ସର୍ବପୁରାତନ ଓ ପ୍ରଥମ ଓଭରବ୍ରିଜ୍‌ର ମରାମତି ପାଇଁ ଦୀର୍ଘଦିନ ହେଲା ସିଭିଲ୍‌ ସୋସାଇଟି ଆନ୍ଦୋଳନ କରିଆସୁଥିଲା। ସରକାର ପ୍ରଥମ ପର୍ଯ୍ୟାୟରେ ୪କୋଟି ୯୩ଲକ୍ଷ ୨୫ହଜାର ଟଙ୍କା ମରାମତି ପାଇଁ ମଞ୍ଜୁର…

‘ଉଜଡା ଚମନ’କୁ ଅଜୟଙ୍କ ସମର୍ଥନ, ନଭେମ୍ବର ପହିଲାରେ ପରଦାକୁ ଆସିବ

ମୁମ୍ବାଇ: ସମାନ ଧରଣର କାହାଣୀ ଉପରେ ପର୍ଯ୍ୟବେଶିତ ଦୁଇ ବଲିଉଡ୍‌ ଫିଲ୍ମ ‘ଉଜଡା ଚମନ’ ଏବଂ ‘ବାଲା’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଭିନ୍ନ ମୋଡ ନେଉଛି। ପ୍ରଥମେ ଉଭୟ ଚଳଚ୍ଚିତ୍ରର ରିଲିଜକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା କୋର୍ଟରେ ପହଞ୍ଚିଥିଲା।…

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ନ୍ୟାଶନାଲ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ଆଓ୍ବାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା ପୂର୍ବତନ ବୟଫ୍ରେଣ୍ଡ୍‌ ରଣବୀର କପୁରଙ୍କ ସମ୍ପର୍କ ବିଷୟରେ ଖୋଲିଖୋଲି…

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ ଯାଆନ୍ତି। ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି ଗଲେ…

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି ଯିଏ…

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀର ବିନା ନିଶ ଥିବା ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହା ତାଙ୍କର…

ବଢିଲା ଶରିଫଙ୍କ ଛୁଟି ଅବଧି

ଇସ୍‌ଲାମାବାଦ,୨୯।୧୦:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ବେଲ୍‌ ଅବଧିକୁ ୮ ସପ୍ତାହକୁ ବୃଦ୍ଧି କରାଯାଇଛି। ଇସ୍‌ଲାମାବାଦ ହାଇକୋର୍ଟ ପକ୍ଷରୁ ବେଲ୍‌ ପାଇ ସେ ସର୍ଭିସେସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହୃଦଘାତ ସମସ୍ୟା ଥିବାରୁ ଏବେ ତାଙ୍କ ବେଲ୍‌ ଅବଧିକୁ…

ଆଜି ଭାଇ ଦୁଜ୍‌: ଜାଣନ୍ତୁ କ୍ରିକେଟରଙ୍କ ଭଉଣୀମାନେ କେମିତି ପାଳନ୍ତି ଏହି ପର୍ବ

ଭାଇ-ଭଉଣୀ ପବିତ୍ର ବନ୍ଧନ ଦୁନିଆର ସବୁଠୁ ନିଆରା। ଏହି ବନ୍ଧନର କୌଣସି ତୁଳନା ନାହିଁ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା ଯମ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ଦିନ ଭାଇର ଶୁଭ ମନାସୀ ତା’…

ସ୍ବାମୀ ଅଣ୍ଡା ଖାଇବାକୁ ନ ଦେବାରୁ ପ୍ରେମିକଙ୍କ ସହ ସ୍ତ୍ରୀ ଫେରାର

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ କିଛି ନୂଆ କଥା ନୁହେଁ। କୁହାଯାଏ ଛୋଟବଡ଼ ପାଟିତୁଣ୍ଡ ପ୍ରେମ ସମ୍ପର୍କକୁ ମଜବୁତ କରିଥାଏ। ହେଲେ ଅନେକ ସମୟରେ ଏହି ପାଟିତୁଣ୍ଡ ଏତେ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଯାଏ ଯାହାର କଳ୍ପନା ମଧ୍ୟ କରିହେବ ନାହିଁ।…

ପୁଲଓ୍ବାମାରେ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ: ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାର ଦ୍ରବଗାମ ଅଞ୍ଚଳରେ ମଙ୍ଗଳବାର ଦ୍ୱିପହରରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପଟେ ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ…

ରତ୍ନଭଣ୍ଡାର ଗହଣା ଅଡିଟ୍‌ ପ୍ରସଙ୍ଗ: ପ୍ରତାପ କହିଲେ ‘ଚୁପ୍‌ ବସି ନାହାନ୍ତି ରାଜ୍ୟ ସରକାର, ଚିଠି ମିଳିଲେ ତର୍ଜମା କରାଯିବ’

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ନେଇ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ରାଜ୍ୟ ସରକାର ଚୁପ୍‌ ବସି ନାହାନ୍ତି। ଶ୍ରୀମନ୍ଦିରର ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?