ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ
ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ ସମଗ୍ର ଦେଶରେ ମଙ୍ଗଳବାର ହର୍ସଉଲ୍ଲାସରେ ଭାଇ ଦୁଜ ପାଳନ କରାଯାଇଛି। ଇତିମଧ୍ୟରେ ଅଭିନେତା କାର୍ତ୍ତିକ…
ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା
ମୁମ୍ବାଇ: ବଲିଉଡ୍ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ ସେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ତେବେ ତାଙ୍କ ସ୍ବାମୀ କେମିତି ଗୁଣର…
ବାଜି ମାରିନେଲା ହାଉସ୍ଫୁଲ୍-୪
ଦୀପାବଳିରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍ଫୁଲ୍-୪ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା ଆୟ କରିଛି। ଅକ୍ଷୟଙ୍କ ମଲ୍ଟିଷ୍ଟାରର ଏହି ସିନେମା ପ୍ରଥମ ଦିନ ପାଖାପାଖି ୨୦ କୋଟି…
ସ୍ନାନ ସମୟରେ ଯୁବତୀଙ୍କ ଫଟୋ ଉଠାଇ ନିର୍ଧୁମ ଛେଚା ଖାଇଲେ ଯୁବକ
ବସ୍ତା,୨୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳର ଜନୈକ ଯୁବତୀ ସୋମବାର ସ୍ନାନ କରୁଥିବାବେଳେ ଜଣେ ଯୁବକ ଗୋପନରେ ତାଙ୍କ ଭିଡିଓ ଓ ଫଟୋ ଉଠାଉଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଛେଚା ଖାଇଛନ୍ତି। ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା…
ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ
ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବେଗୁସରାଇରୁ ଏମ୍ପି ଥିବା ଗରିରାଜ…
କ୍ରୀଡ଼ାବିତ୍ଙ୍କ ଭତ୍ତା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ସେ କ୍ରୀଡ଼ା ହଷ୍ଟେଲରେ ରହୁଥିବା…
ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ କ୍ରିକେଟ ଦଳ: ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି
ନୂଆଦିଲ୍ଲୀ,୨୦।୧୦: ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଆତଙ୍କବାଦୀଙ୍କ ନଜର ଭାରତୀୟ ଖେଳାଳିଙ୍କ ଉପରେ ପଡିଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ମିଳିଥିବା ଏକ ରିପୋର୍ଟ ମୁତାବକ ଅଧିନାୟକ…
ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର
ମୁମ୍ବାଇ: ଷ୍ଟାର କିଡ୍ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍ ପରିଚିତ। କାରଣ ହେଉଛି ତାଙ୍କର ଫଟୋ ଦେଖି ଅଧିକାଂଶ ଦର୍ଶକେ ଫିଦା ହୋଇଯାଆନ୍ତି। ଏବେ କିନ୍ତୁ ତୈମୁରଙ୍କ ଏମିତି ଏକ…
ଏବେ ବିକ୍କିଙ୍କ ପ୍ରେମରେ ପଡ଼ିଲେଣି କଟ୍ରିନା !
ମୁମ୍ବାଇ: ପ୍ରଥମେ ଭାଇଜାନ୍ ସଲମାନ୍ ଖାନ୍ ଏବଂ ପରେ ରଣବିର କପୁରଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କରେ ରହିଥିବା କଟ୍ରିନା କୈଫ୍ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ…
ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍କା
ଶିମଲା,୨୯।୧୦: ହିମାଚଳ ପ୍ରଦେଶ ଚମ୍ବାରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଜିଲା ରହିଥିବା ବେଳେ ଲଗାତର ଭୂକମ୍ପ…
ଗାଙ୍ଗୁଲିଙ୍କୁ ନେଇ ଏମିତି କହିଲେ ସେହ୍ବାଗ୍: ଗୋଟିଏ ଭବିଷ୍ୟବାଣୀ ସତ ହେଲା, ଆଉ ଗୋଟିଏ ବାକି ଅଛ
ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ୍ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାଆନ୍ତି। କେତେବେଳେ ଅଜବ ଟୁଇଟ୍ ପାଇଁ ତ ଆଉ କେତେବେଳେ ଭିନ୍ନ ପ୍ରତିକ୍ରିୟା ଦେଇ ସେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଭାରତୀୟ…
ରାସ୍ତା ଉପରେ ଜଳିଗଲା କାର୍
ଭଞ୍ଜନଗର,୨୯।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ମଙ୍ଗଳବାର ଏକ କାର୍ରେ ଅଗ୍ନିକାଣ୍ଡ ଘଟିଛି। କାର୍ର ବ୍ୟାଟେରିରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

