Home Left

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା ପକ୍କା କରି ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛନ୍ତି। ଅଲ୍‌ରାଉଣ୍ଡର ଜେ.ଜେ. ସ୍ମିଥ୍‌ଙ୍କ ୫୯ ରନ୍‌ର…

ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି। ସବୁଥର ଭଳି ଏହାର ନିିର୍ମାତା କିଛି ଭିନ୍ନ କରିବାକୁ ଯାଇ କେବଳ ସେଲିବ୍ରିଟିମାନଙ୍କୁ ଘରେ…

ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଗୋଟିଏ ଗୋରୁର ମୃ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଛନ୍ତି। ତେବେ ୩୦ରୁ ଊର୍ଦ୍ଧ୍ୱ ଗୋରୁ…

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି ଓ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା।…

ଦୂର ସ୍ଥାନକୁ ଯାତ୍ରା କରିବାବେଳେ ପାଖରେ ରଖନ୍ତୁ ଏ ସବୁ ଜିନିଷ

ଯାତ୍ରା ସର୍ବଦା ଆନନ୍ଦଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏକ୍‌ଲା ଯାତ୍ରା ସମୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, କ୍ଷୁଦ୍ର ଯନ୍ତ୍ରପାତି ପାଖରେ ରଖିବା ନିତାନ୍ତ ଆବଶ୍ୟକ।…

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା ଶରିଫ ଅଭିନୟକରି ଘରେ ଘରେ ପରିଚିତ ହୋଇଥିଲେ। ପରେ ସେ କେତୋଟି ଧାରାବାହିକ ସହ…

ଡିଡିଏଲ୍‌ଜେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ। ନିକଟରେ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘କମେଡି ଷ୍ଟାର୍ସ’ରେ ସେ ବିଶେଷ ଅତିଥିଭାବେ ଯୋଗ ଦେଇଥିଲେ। ସେଠାରେ ସେ ୧୯୯୫ରେ ରିଲିଜ ହୋଇଥିବା ଶାହରୁଖ ଖାନ୍‌-କାଜୋଲଙ୍କ ସୁପରହିଟ୍‌ ଫିଲ୍ମ ଦିଲଓ୍ବାଲେ…

ଅମିତାଭ୍‌ଙ୍କ ଦୀପାବଳି ପାର୍ଟିରେ ଐଶ୍ଚର୍ଯ୍ୟାଙ୍କ ମ୍ୟାନେଜରଙ୍କ ଲେହେଙ୍ଗାରେ ଲାଗିଲା ନିଆଁ : ବଞ୍ଚାଇଲେ ଶାହରୁଖ୍‌

ମୁମ୍ବାଇ,୩୦।୧୦: ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଏକ ଅଘଟଣ ଘଟିଥିଲା। ସମସ୍ତେ ବାଣଫୁଟାଇବାରେ ମସଗୁଲ୍‌ ଥିବାବେଳେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା।…

ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ: ପାକିସ୍ତାନ ଜାରି କଲା କଏନ୍‌

ଇସଲାମାବାଦ୍‌,୩୦।୧୦: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଉପଲକ୍ଷେ ପାକିସ୍ତାନ ୫୦ ଟଙ୍କିଆ କଏନ୍‌ ଜାରି କରିଛି। ଏହାର ଗୋଟିଏ ପାର୍ଶ୍ୱରେ କରତାରପୁର କରିଡୋର ଥିବାବେଳେ ଅନ୍ୟ ପାର୍ଶ୍ୱରେ ଚନ୍ଦ୍ର ଏବଂ ତାରା ସହିତ ଏହାର ମୂଲ୍ୟ ଖୋଦିତ ହୋଇଛି। ଏଥିରେ…

ପୋଖରୀରେ ପଶିଲା ସ୍କୁଲଭ୍ୟାନ୍‌

ଦିଗପହଣ୍ଡି, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡ଼ା ନିକଟସ୍ଥ ପହଁରାବାଡ଼ି ନିକଟରେ ବୁଧବାର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ପୋଖରୀରେ ପଶିଯିବା କାରଣରୁ ଗାଡ଼ିରେ ଥିବା ୧୩ଜଣ ସାମାନ୍ୟ ଆହତ ହୋଇଥିବା…

ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍‌ଙ୍କୁ ଭେଟି ୨୫ ମିନିଟ୍‌ କଲେ ଆଲୋଚନା

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍‌ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା ଜଣାଇଛନ୍ତି। ତେବେ ଦୁଇ ନେତାଙ୍କ ସାକ୍ଷାତ୍‌ ନେଇ ରାଜ୍ୟର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି।…

ଫିଲ୍ମ ‘ରାଧେ’ରେ ଏମିତି ରହିବ ସଲମାନଙ୍କ ଲୁକ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ଇତିମଧ୍ୟରେ ଲଞ୍ଚ ହୋଇଯାଇଛି। ଦବଙ୍ଗ ୩ର ଶୁଟିଂ ଶେଷ ହେବାପରେ ସଲ୍ଲୁ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସଲମାନ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?