ଉପକୂଳରେ ସବୁଜିମା ସୃଷ୍ଟିକୁ ଗୁରୁତ୍ୱ
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଦେଖାଦେଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୦୫୦ ସୁଦ୍ଧା ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ।…
‘ଆକ୍ସନ ଓ ଷ୍ଟଣ୍ଟ୍କୁ ମୁଁ ଭଲପାଏ’
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଫିଟ୍ ଆକ୍ଟର୍ସଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଦ୍ୟୁତ୍ ଜମଓ୍ବାଲ। ସେ ନିଜର ଆକ୍ସନ ଏବଂ ଷ୍ଟଣ୍ଟ ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଦେଇଥିବା ଏକ…
ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର
ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ ଡିଜିଟାଲ ଲାଇବ୍ରେରୀ, ୨୨୧ ମିଟର ଉଚ୍ଚା କାଂସ୍ୟ ପ୍ରତିମା ସ୍ଥାପନ, ପାର୍କ ଏବଂ ପାର୍କିିଂ…
ଗିନିଜ୍ ବୁକ୍ ରେକର୍ଡରେ ଦାନ୍ତ
ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ ୮.୭୦ ମିଲିମିଟର ଏବଂ ମୂଳଠାରୁ ୧୫.୫୧ ମିମି। ଯଦି କୁହାଯାଏ ଜଣେ ବ୍ୟକ୍ତିଙ୍କ ଦାନ୍ତ…
ସ୍ବର୍ଗଦ୍ୱାରରୁ ହଟିବ ବିଜୁଙ୍କ ସମାଧି
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ପୁରୀ ସ୍ବର୍ଗଦ୍ୱାରରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ହଟିବ। ତେବେ ସେଠାରେ କେବଳ ସ୍ମୃତିଫଳକ ରହିବ ବୋଲି ବିଜେଡି ଏକ ଖବରଦାତା ସମ୍ମିଳନୀ ଜରିଆରେ ଶୁକ୍ରବାର ଘୋଷଣା କରିଛି। ଉକ୍ତ ସ୍ଥାନ ସାଧାରଣ ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ…
କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା। ଏଥିସହ ଏହି ସର୍ବବୃହତ ମୁକ୍ତାକାଶ ମେଳା କିଭଳି ଜାତୀୟ ସ୍ତରରେ ମାନ୍ୟତା ପାଇବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ…
କର୍ନାଟକର ପୂର୍ବତନ ମନ୍ତ୍ରୀ ବୈଜନାଥଙ୍କ ପରଲୋକ
ବେଙ୍ଗାଲୁରୁ,୨।୧୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସିଏମ୍ ରାମକ୍ରିଷ୍ଣ ହେଗେଡେଙ୍କ…
୫୪ ବର୍ଷରେ କିଙ୍ଗ୍ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…
ମୁମ୍ବାଇ,୨।୧୧: କିଙ୍ଗ୍ ଖାଁ ଶାହରୁଖ୍ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍ ସର୍କସରେ ଅଭିନୟ କରିବା ପରେ…
ବାହାଡା ଦାନ୍ତ ପାଇଁ ତିନି ତଲାକ୍
ହାଇଦ୍ରାବାଦ, ୨ା୧୧(ପି.ଟି.): ହାଇଦ୍ରାବାଦର କୁଶାଇଗୁଡ଼ାରେ ଜଣେ ଅଟୋ ଡ୍ରାଇଭର ନିଜ ସ୍ତ୍ରୀଙ୍କ ବାହାଡା ଦାନ୍ତ ପାଇଁ ତାଙ୍କୁ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛିି। ଏନେଇ ଥାନାରେ ମାମଲା ରୁଜୁହେବା ପରେ ଯୁବକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ଲଗାଯାଇଛି। ବାହାଘରକୁ…
ନିର୍ମାଲ୍ୟ ସମ୍ମାନ ସମାରୋହ: ରାଇମୋହନଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ପୁରୀ ଅଫିସ, ୨ା୧୧: ନିର୍ମାଲ୍ୟ ସଙ୍ଗଠନ ଆନୁକୂଲ୍ୟରେ ଶୁକ୍ରବାର ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ନିର୍ମାଲ୍ୟ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଅଭିନେତା ରାଇମୋହନ ପରିଡ଼ାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏଥିସହିତ ଚଳଚ୍ଚିତ୍ର…
ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍
ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍ କରାଯାଇଛି। ଆତଙ୍କବାଦୀମାନେ ଯଦି କୌଣସି ପରିସ୍ଥିତିରେ ବିମାନ ଅପହରଣ ବା ବିମାନବନ୍ଦର ଆକ୍ରମଣ କରିବାକୁ ଉଦ୍ୟମ କରନ୍ତି, ତାହାକୁ କିପରି ପ୍ରତିହତ କରିହେବ…
କର୍ତାରପୁର ଯିବା ଲାଗି ଭାରତୀୟ ଶିଖ୍ଙ୍କୁ ପାସ୍ପୋର୍ଟ ଦରକାର ନାହିଁ
ଇସ୍ଲାମାବାଦ,୨ା୧୧(ପି.ଟି.): କର୍ତାରପୁର ଦର୍ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ ନାମ ପଞ୍ଜୀକରଣ କରିବାକୁ ମଧ୍ୟ ପଡ଼ିବନି। ତୀର୍ଥଯାତ୍ରୀମାନଙ୍କୁ କେବଳ ଏକ ବୈଧ ପରିଚୟପତ୍ର ସାଙ୍ଗରେ…

