Home Left

ବେଜିଂରୁ ହଟାଯିବ ମୁସଲମାନଙ୍କ ସମସ୍ତ ପ୍ରତୀକ

ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଆରବ ଭାଷାରେ ଲେଖା ଯାଇଥିବା ଶବ୍ଦ ଓ ମୁସଲମାନଙ୍କ ପ୍ରତୀକକୁ…

ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ଆନନ୍ଦପୁର,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ରାସ୍ତା ପାର ହୋଇ ସ୍କୁଲକୁ ଯାଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ମୁଖ୍ୟ…

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା, ପ୍ରତିବାଦରେ ରାସ୍ତା ଅବରୋଧ

ବଇଣ୍ଡା,୧।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ହାତୀ ଆକ୍ରମଣରେ ମଞ୍ଜୁଲତା ସାହୁ(୫୫)ଙ୍କ ଜୀବନ ଯାଇଛି। ଏହାର ପ୍ରତିବାଦ ଏବଂ କ୍ଷତିପୂରଣ ଦାବି କରି ଗ୍ରାମବାସୀ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର…

ଭୁଲିପାରୁ ନାହାନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍‌ ହେବନାହିିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ କେତେକ କାରଣରୁ ଏହାକୁ ସେ ହାତଛଡ଼ା କରିଥିଲେ। ହେଲେ ବଲିଉଡ୍‌ଠାରୁ ସେ ସମ୍ପୂର୍ଣ୍ଣ ଦୂରେଇ…

ଇ-ଫୁ ନୁଡଲ୍ସ

ନୁଡଲ୍ସ ଏବେ ପ୍ରତିଟି ଘରେ ପସନ୍ଦ ହୋଇଛି। କମ୍‌ ସମୟ ଭିତରେ ପ୍ରସ୍ତୁତି ଓ ସୁସ୍ବାଦୁ ହୋଇଥିବାରୁ ଲୋକଙ୍କ ଆଦର ବେଶ୍‌ ଅଧିକ ଏହା ପ୍ରତି। ଆଗେ ଜଳଖିଆରେ ସାମିଲ ହେଉଥିବା ନୁଡଲ ଏବେ ମେନ୍‌ କୋର୍ସକୁ ରୂପାନ୍ତରିତ ହୋଇଗଲାଣି। ରାଜଧାନୀରେ…

୧୧ କେଭି ବିଦ୍ୟୁତତାର ଲାଗି ଜଣକ ଜୀବନଗଲା

ଶେରଗଡ଼,୧।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ବାଲିସାହି ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ୧୧କେଭି ତାର ଲାଗି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସେ ହେଲେ ଗୋବିନ୍ଦପୁର ଗ୍ରାମର ବୃନ୍ଦାବନ ସ୍ବାଇଁ (୫୦)। ବୃନ୍ଦାବନ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା…

ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି। ୧୯୯୮ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଲିଉଡ଼ ଚଳଚ୍ଚିତ୍ର…

ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାସୁଦେବପୁର,୧।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବରଣ୍ଡୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗରେ…

ତିନ୍‌ ତଲାକ୍‌ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍‌’

ବଲିଉଡର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ ଅପନେ ଫିଲ୍ମର ଆନନ୍ଦୀ ଦେବୀ ଭୂମିକାରେ ତାଙ୍କ ଅଭିନୟ ଏବେ ବି ଫ୍ୟାନଙ୍କ ହୃଦୟରେ…

ୟୁପି ପୋଲିସକୁ ଛାତ୍ରୀଙ୍କ ପ୍ରଶ୍ନ: ଅଭିଯୋଗ କଲେ ଆମକୁ ଉନ୍ନାଓ ପୀଡିତାଙ୍କ ଭଳି ଦୁର୍ଘଟଣାର ଶିକାର ହେବାକୁ ପଡିବନି ତ

ବାରବାଙ୍କି,୧।୮: ବାଳିକା ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଆୟୋଜିତ ହେଉଛି ସତେଚନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ବୁଧବାର ଉତ୍ତର ପ୍ରଦେଶ ପୋଲିସ ବାରବାଙ୍କିରେ ଥିବା ଏକ ସ୍କୁଲରେ ଛାତ୍ରୀମାନଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଉଥିବା…

ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ହେଲେ…

ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କଲା ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନ ଜଣେ ଭାରତୀୟ ଗୁପ୍ତଚରଙ୍କୁ ଗିରଫ କରିଥିବା ଦାବି କରିଛି। ଗୁପ୍ତଚର ଜଣକ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗାଜି ଖାଁ ଜିଲାର ରାଖିଗଞ୍ଜ ଅଞ୍ଚଳରୁ ଗିରଫ ହୋଇଥିବା କୁହାଯାଉଛି। ତାଙ୍କ ନାମ ରାଜୁ ଲକ୍ଷ୍ମଣ ବୋଲି ପାକିସ୍ତାନ କହିଛି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri